ଜାତୀୟ

କରୋନା କାଳରେ ବି ବାଦ୍‌ ପଡ଼ୁନି ପାକିସ୍ତାନ: ଡ୍ରୋନ୍‌ ଜରିଆରେ ପଠାଉଛି ଅସ୍ତ୍ରଶସ୍ତ୍ର

ଶ୍ରୀନଗର,୧୬।୫: ଗୋଟିଏ ପଟେ ସାରା ଦେଶ କରୋନା ସହ ଲଢ଼େଇ କରୁଥିବା ବେଳେ ନିଜ କାର୍ଯ୍ୟକଳାପରୁ ବାଦ୍‌ ପଡ଼ୁନି ପାକିସ୍ତାନ। ଭାରତ ସହ ଶତ୍ରୁତା କରିବା ପାଇଁ କୌଣସି ସୁଯୋଗର ହାତଛଡ଼ା କରୁନାହିଁ। ଇତିମଧ୍ୟରେ ଶନିବାର ଓ ରବିବାର ରାତ୍ର...

ଡ୍ରାଗନର ଲାଲ୍‌ଆଖି: ରୁତୋଗ୍‌ରେ ଠୁଳ କରୁଛି ଯୁଦ୍ଧ ସରଞ୍ଜାମ…

ବେଜିଂ/ଲେହ,୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏପରିସ୍ଥଳେ ଚାଇନା ଗତବର୍ଷ ଭଳି ଚଳିତ ବର୍ଷ ଭାରତକୂ ଘେରିବା ଆରମ୍ଭ କରିଛି। ଶାନ୍ତିର କଥା ବିଷୟରେ କହି ବୁଲୁଥିବା ଡ୍ରାଗନ ପୁଣି ପୂର୍ବ ଲଦାଖ ଅଞ୍ଚଳରେ...

ହୃଦ୍‌ଘାତରେ ଏହି ଅଭିନେତ୍ରୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ,୧୬।୫: ଫିଲ୍ମ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଲିଉଡ୍‌ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ବାପା ତଥା ବିଶିଷ୍ଟ ଅଭିନେତା କେ.ଡି ଚନ୍ଦ୍ରନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ରବିବାର ସକାଳେ ହୃହ୍‌ଘାତ ହେବାରୁ...

ପୁଣି ସପ୍ତାହେ ବଢ଼ିଲା ଲକ୍‌ଡାଉନ

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀରେ ଲକ୍‌ଡାଉନ ଯୋଗୁ କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଗତିରେ ସାମାନ୍ୟ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜ୍ୟରେ ପୁଣି ଥରେ ଲକ୍‌ଡାଉନର ଅବଧିକୁ ବୃଦ୍ଧି କରିବାକୁ...

୪୦ ହଜାର ଜୀବନ ନେଉଛି ଡେଙ୍ଗୁ

ମେ’ ୧୬ରେ ଭାରତରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁ ଜ୍ୱର ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏଡିସ୍‌ ପ୍ରଜାତିର ମଶା ଏଡିସ ଏଜିପ୍ଟି ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ଶରୀରରେ ଡେଙ୍ଗୁ ଭୂତାଣୁ ପ୍ରବେଶ...

ହସ୍ପିଟାଲରେ ବେଡ୍‌-ଅକ୍ସିଜେନ୍‌ ନାହିଁ: ଶ୍ମଶାନରେ କାଠ ଅଭାବ…

ନୋଏଡା,୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କ ଲାଗି ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଦେଇଛି। ସେହିପରି ଅକ୍ସିଜେନ୍‌ ନ ଥିବାରୁ ବହୁ ଆକ୍ରାନ୍ତ ଛଟପଟ ହୋଇ ମରୁଛନ୍ତି। ପ୍ରତିଦିନ ମୃତକଙ୍କ ସଂଖ୍ୟା...

ଏହି ରାଜ୍ୟର ମହିଳାମାନେ କରୁଛନ୍ତି ‘କରୋନା ମାଇ’ ପୂଜା

ବାରାଣସୀ,୧୬।୫: କରୋନା ଭାଇରସ୍‌ ମହାମାରୀ ସାରା ଦେଶରେ ତାଣ୍ଡବ ରଚୁଛି। ସାରା ରାଜ୍ୟରେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ, କେତେକ ରାଜ୍ୟରେ ଲକ୍‌ଡାଉନ ମଧ୍ୟ ବିଫଳ...

ଆମ୍ବୁଲାନ୍ସ୍‌ରେ ରୋମାନ୍ସ: ଧରାପଡ଼ି ୩ ଯୁବକ, ଜଣେ ଯୁବତୀ ଜେଲ୍‌ ଗଲେ…

ବାରାଣସୀ,୧୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କୁ ନେବା ଆଣିବା ଲାଗି ଆମ୍ବୁଲାନ୍ସ୍‌ ବି ମିଳୁନି। ମାତ୍ର ଆମ୍ବୁଲାନ୍ସ୍‌ ଭିତରେ ରୋମାନ୍ସ୍‌ କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ି ୩ ଯୁବକ ଏବଂ ଜଣେ...

ମେ’ ୨୪ ଯାଏ ବଢ଼ିଲା କରୋନା କର୍ଫ୍ୟୁ: ରାସ୍ତାକଡ଼ ଦୋକାନୀଙ୍କୁ ହଜାରେ, ଗରିବଙ୍କୁ ମିଳିବ ରାଶନ

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶରେ କରୋନାର ଦ୍ୱିତୀୟ ଲହର ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଦୈନିକ ସଂକ୍ରମଣ ହଜାର ହଜାର ସଂଖ୍ୟାରେ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଅନ୍ତିମ ସଂସ୍କାର ପାଇଁ...

ଡିୟୁରେ କରୋନା ଆତଙ୍କ: ୨୫ କର୍ମଚାରୀଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୨୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ବର୍ଗଙ୍କୁ ୟୁନିଭରସିଟି ଟିଚରର୍ସ ଓ୍ବେଲଫେୟାର ଫଣ୍ଡ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା...

ଘରୋଇ ହସ୍ପିଟାଲରେ ମାଗଣାରେ ହେବ କରୋନା ଚିକିତ୍ସା: ମୁଖ୍ୟମନ୍ତ୍ରୀ

ପଣଜୀ,୧୬।୫: ଗୋଆରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ କିଛି ଦିନ ହେବ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଯାହାକୁ ନେଇ ପ୍ରଶାସନର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଏହି...

ଗୋଆରେ ପହଞ୍ଚିଲା ବାତ୍ୟା ‘ତଉକତେ’…

ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଏବଂ ଆରବ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ତଉକତେ’ ରବିବାର ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛି। ଏହାର ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ଲାଗେି ରହିଛି। ଧୀରେଧୀରେ ପବନର ବେଗ ବଢୁଥିବାରୁ ଗଛ ଭାଙ୍ଗି ପଡ଼ି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri