ଜାତୀୟ

ଝାଡୁ ଧରି ହସ୍ପିଟାଲ ଚଟାଣ ସଫା କଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ଭୟଙ୍କର ରୂପ ନେବାରେ ଲାଗିଛି। କରୋନାରେ ଧନୀ, ଗରିବ, ନେତା ଆକ୍ରାନ୍ତ ହୋଇ ହନ୍ତସନ୍ତ ହେବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଏକ ଭିଡିଓ । ଭିଡିଓକୁ ଦେଖି ଲୋକେ...

ମାତ୍ର ୧୭ ମିନିଟ୍‌ରେ ବିବାହ, ଯୌତୁକ ଆକାରରେ ବର ମାଗିଲେ ଏକ ନିଆରା ଜିନିଷ; ଜାଣିଲେ କରିବେ ପ୍ରଶଂସା

ଲକ୍ଷ୍ନୌ,୧୫।୫: ଉତ୍ତରପ୍ରଦେଶର ସାହାଜହାଁପୁରରେ ମାତ୍ର ୧୭ ମିନିଟ୍‌ରେ ଏକ ବିବାହ ସମ୍ପନ୍ନ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ବର କନ୍ୟାକୁ ଯୌତୁକ ଆକାରରେ ଏକ ନିଆରା ଜିନିଷ ମାଗିଥିଲେ। ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଏପରି ନିଆରା...

ରାଜଧାନୀରେ ଆରମ୍ଭ ହେଲା ଅକ୍ସିଜେନ୍‌ ବ୍ୟାଙ୍କ୍‌: ୨ ଘଣ୍ଟାରେ ପହଞ୍ଚିବ ଘରେ …

ନୂଆଦିଲ୍ଲୀ,୧୫।୫: କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ୍‌ ଅଭାବ ପୂରଣ କରିବା ଲାଗି ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍‌ ବ୍ୟାଙ୍କ ଶନିବାରଠାରୁ ଆରମ୍ଭ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ସୂଚନା ଦିଆଯାଇଛି। ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କୁ ମାତ୍ର ୨...

ଏହି ରାଜ୍ୟରେ ମେ’୩୦ ଯାଏ ଲକ୍‌ଡାଉନ

କୋଲକାତା,୧୫।୫: ରାଜ୍ୟରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ପଶ୍ଚିମବଙ୍ଗ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି। ରାଜ୍ୟରେ ମେ’ ୧୬ରୁ ୩୦ ମେ’ ଯାଏ ଲକ୍‌ଡାଉନ ଘୋଷଣା କରାଯାଇଛି।...

ଲକ୍‌ଡାଉନ୍‌କୁ ଉଲ୍ଲଂଘନ ପଡ଼ିଲା ମହଙ୍ଗା: ୫୧,୮୭୮ ଅମାନିଆଙ୍କୁ ଜରିମାନା, ୫୧୭୪ଜଣଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୫।୫: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତି ଏଭଳି ଉପୁଜିଛି ଯେ, କରୋନାରେ...

୯ ମାସରେ ୧୪ ଥର ପ୍ଲାଜମା ଦାନ କରିସାରିଲେଣି ଏହି ବ୍ୟକ୍ତି; ବନ୍ଧୁମାନେ ଡାକୁଛନ୍ତି ‘ପ୍ଲାଜମା ବ୍ୟାଙ୍କ’

ନୂଆଦିଲ୍ଲୀ,୧୫।୫: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନାହିଁ। ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଥିବା ବେଳେ କିଛି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ସେହିଭଳି କିଛି ଅନ୍ୟଙ୍କ ଜୀବନ...

ରବିବାର ଡିଆର୍‌ଡିଓ ଯୋଗାଇବ ୧୦ ହଜାର ଡୋଜ୍‌ ୨-ଡିଜି…

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ସରକାର ଜରୁରୀକାଳୀନ ସ୍ଥିତିରେ ପ୍ରୟୋଗ କରିବା ଲାଗି ଡିଆର୍‌ଡିଓ ପକ୍ଷରୁ ବିକଶିତ କରାଯାଇଥିବା ନୂଆ...

କରୋନାରେ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କର ମୃତ୍ୟୁ…

କୋଲକାତା,୧୫।୫: କରୋନାରେ ଆକ୍ରାନ୍ତ ହୋଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସିମ ବନ୍ଦୋପାଧ୍ୟାୟଙ୍କ ମୃତ୍ୟୁ ଘଟିଛି। ଗତ ଏକମାସ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ମେଡ଼ିକୋ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ...

୧୭୫ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ‘ତଉକତେ’…

ମୁମ୍ବାଇ,୧୫।୫:  ଲାକ୍ଷାଦ୍ୱୀପ ଏବଂ ଆରବ ସାଗର ଉପର ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୁତ ହୋଇ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଏହି ବାତ୍ୟାକୁ ଏକ ଛିଟିପିଟି ପ୍ରଜାତି ଅନୁସାରେ ‘ତଉକତେ’ ନାମ ଦିଆଯାଇଛି। ବାତ୍ୟା ଘଣ୍ଟାପ୍ରତି ୧୭୫ କିଲୋମିଟର ବେଗରେ...

ଭାକ୍ସିନ୍‌ କିଣା-ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ସ୍ଥାପନରେ ଖର୍ଚ୍ଚ ହେଉ ପିଏମ୍‌ କେୟାର୍ସ ଫଣ୍ଡ୍‌: ସୁପ୍ରିମ୍‌କୋର୍ଟରେ ଆବେଦନ…

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଭାକ୍ସିନ୍‌ କିଣାଯାଇ ସମସ୍ତଙ୍କୁ ଟିକା ଦେବା ସହିତ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ ଲାଗି ପିଏମ୍‌ କେୟାର୍ସ ଫଣ୍ଡକୁ ଖର୍ଚ୍ଚ କରାଯାଉ ବୋଲି ସୁପ୍ରିମ୍‌କୋର୍ଟରେ...

ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟାକୁ କେନ୍ଦ୍ରର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୧୫।୫(ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟ ଗତ ୫ ତାରିଖରେ ମରାଠା କୋଟା ଉପରେ ରାୟ ଦେଲାବେଳେ ସମ୍ବିଧାନର ୧୦୨ତମ ସଂଶୋଧନକୁ ନେଇ କରିଥିବା ବ୍ୟାଖ୍ୟାକୁ କେନ୍ଦ୍ର ସରକାର ଚ୍ୟାଲେଞ୍ଜ କରିଛନ୍ତି। ରିଭ୍ୟୁ ପିଟିଶନରେ କେନ୍ଦ୍ର ସରକାର କହିଛନ୍ତି, ସାମାଜିକ ଓ ଶିକ୍ଷାଗତ...

ସହରରୁ ଗାଁ କରୋନା କାୟା

ନୂଆଦିଲ୍ଲୀ,୧୫ା୫: ଗ୍ରାମାଞ୍ଚଳର ଲୋକେ ଅସୁସ୍ଥ ହେଲେ ଉନ୍ନତ ସ୍ବାସ୍ଥ୍ୟସେବା ଆଶାରେ ସହରକୁ ଚିକିତ୍ସା ପାଇଁ ଯାଇଥାଆନ୍ତି। କିନ୍ତୁ ବଡ଼ ବଡ଼ ସହରରେ ମହାମାରୀର ଦ୍ୱିତୀୟ ଲହର ବୋଝ ସମ୍ଭାଳି ନ ପାରି ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିବାରୁ ଗାଁରେ ରହୁଥିବା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri