ଜାତୀୟ

ପୃ୍‌ଥିବୀର ୫୦ ପ୍ରତିଶତ ଆକ୍ରାନ୍ତ ପ୍ରତିଦିନ ଭାରତରେ ହେଉଛନ୍ତି ଚିହ୍ନଟ: ଗୋଟିଏ ଦିନରେ ୩ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୯୮ରେ ପହଞ୍ଚିଛି।...

ୟୁପି ଜେଲ୍‌ରେ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା

ଚିତ୍ରକୂଟ,୧୪।୫: ଉତ୍ତରପ୍ରଦେଶର ଚିତ୍ରକୂଟ ଜେଲ୍‌ରେ ଶୁକ୍ରବାର ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣ ବିଚାରାଧୀନ କଏଦୀ ପ୍ରାଣ ହରାଇଛନ୍ତି। ଅନଶୁଲ୍‌ ଦୀକ୍ଷିତ ନାମକ କଏଦୀ ଗ୍ୟାଙ୍ଗଷ୍ଟର ମୁକିମ୍‌ କାଲାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।...

ତାରିଖ ଘୋଷଣା କଲା ବ୍ୟାଟେଲଗ୍ରାଉଣ୍ଡ୍‌

ନୂଆଦିଲ୍ଲୀ,୧୪।୫ : ପବ୍‌ଜୀ ଗେମ୍‌ର ନୂଆ ଅବତାର ‘ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ ’ର ପ୍ରି-ରେଜିଷ୍ଟ୍ରେଶନ ତାରିଖ ଘୋଷଣା କରିଛି ଭିଡିଓ ଗେମ୍‌ ଡେଭଲପର କ୍ରାଫ୍ଟନ। ଆସନ୍ତା ୧୮ ତାରିଖରୁ ଗେମ୍‌ ଆରମ୍ଭ ହେବ ପ୍ରି-ରେଜିଷ୍ଟ୍ରେଶନ। ଏହି ଗେମ୍‌ ଉଭୟ...

ଆମ୍ବୁଲାନ୍ସକୁ ରୋକ ନାହିଁ

ହାଇଦ୍ରାବାଦ,୧୪।୫ : ଅନ୍ୟ ରାଜ୍ୟରୁ ଚିକିତ୍ସା ଲାଗି ଆସୁଥିବା ଆମ୍ବୁଲାନ୍ସକୁ ରୋକନାହିଁ। ରାଜ୍ୟ ସରକାରଙ୍କୁ ଶୁକ୍ରବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ତେଲଙ୍ଗାନା ହାଇକୋର୍ଟ। ଏହି ନିର୍ଦ୍ଦେଶ ସମ୍ପର୍କରେ ରାଜ୍ୟର ବିଭିନ୍ନ ସୀମାରେ ମୁତୟନ ଥିବା ପୋଲିସ ଅଧିକାରୀଙ୍କୁ ଜଣାଇ ଦେବାକୁ...

ଆସ୍ଥାଭୋଟ ହାରିବାର ୫ ଦିନ ପରେ ପୁଣି ଶପଥ ନେଲେ ଓଲି

କାଠମାଣ୍ଡୁ,୧୪।୫: ପାର୍ଲାମେଣ୍ଟରେ ଆସ୍ଥାଭୋଟ ହାରିବାର ୫ ଦିନ ପରେ ନେପାଳ ପ୍ରଧାନମନ୍ତ୍ରୀ ଭାବେ ପୁଣି କେ.ପି. ଶର୍ମା ଓଲି ଶୁକ୍ରବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ୬୯ ବର୍ଷୀୟ ଓଲିଙ୍କୁ ଦେଶର ୪୩ତମ ପ୍ରଧାନମନ୍ତ୍ରୀ ଭାବେ ପଦ ଓ...

ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ପକାଇଥିବା ଅସ୍ତ୍ର ଜବତ

ନୂଆଦିଲ୍ଲୀ,୧୪।୫: ପାକିସ୍ତାନୀ ଡ୍ରୋନ୍‌ ଦ୍ୱାରା ଜମ୍ମୁ-କଶ୍ମୀରର ସାମ୍ବା ଜିଲା ସୀମାନ୍ତ ଅଞ୍ଚଳରେ ପକାଇଥିବା ଏକେ-୪୭ ରାଇଫଲ, ପିସ୍ତଲ ଏବଂ ଗୁଳିଗୋଳାକୁ ଶୁକ୍ରବାର ବିଏସ୍‌ଏଫ୍‌ ଜବତ କରିଛି। ଏହି ଅସ୍ତ୍ରଗୁଡ଼ିକ ଏକ ହଳଦିଆ ରଙ୍ଗର ପଲିଥିନ୍‌ରେ ଗୁଡ଼ାହୋଇ ପଡ଼ିଥିଲା। ଅସ୍ତ୍ର ପକାଇବା...

ହସ୍ପିଟାଲରେ କୋଭିଡ୍‌ ଆକ୍ରାନ୍ତଙ୍କୁ ବଳାତ୍କାର

ଭାପାଳ,୧୪।୫ : ଭୋପାଳର ଏକ ସରକାରୀ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଓ୍ବାର୍ଡ ବୟଙ୍କୁ ଗିରଫ କରାଯାଇଥିଲା ଗତ ମାସରେ। ଘଟଣାର ପର ଦିନ ବଳାତ୍କାର ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଘଟଣା...

ଭାକେଶନ ପାଇଁ ଯାଉଥିବା ଟିମ୍‌ ଇଣ୍ଡିଆ କ୍ରିକେଟରଙ୍କୁ ଅଟକାଇଲା ପୋଲିସ

ମୁମ୍ବାଇ,୧୪।୫ : ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରୁ ଗୋଆକୁ ଛୁଟି କାଟିବା ପାଇଁ ଯାଉଥିବା ମୁମ୍ବାଇ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ କାର୍‌କୁ ଅଟକାଇଥିଲା ପୋଲିସ। ଖେଳାଳିଙ୍କ ନିକଟରେ ନ ଥିଲା ଆନ୍ତଃ ରାଜ୍ୟ ଟ୍ରାଭେଲ ପାଇଁ ଆବଶ୍ୟକ ପାସ୍‌। ଏହି କାରଣରୁ...

ସେକେଣ୍ଡ ହାଣ୍ଡ୍‌ କାର ପାଇଁ ୩ ମାସର ପୁଅ ବିକ୍ରି

ଲକ୍ଷ୍ନୌ,୧୪।୫ : ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ସଭିଙ୍କୁ ଚକିତ କଲା ଭଳି ଘଟଣା। ରାଜ୍ୟର ଏକ ଦମ୍ପତି ସେକେଣ୍ଡ ହାଣ୍ଡ୍‌ କାର କିଣିବା ପାଇଁ ବିକି ଦେଇଛନ୍ତି ୩ ମାସର ପୁଅ। ତେବେ ଶିଶୁର ଜେଜେ ବାପା-ମା’ଙ୍କ ଅଭିଯୋଗ...

ମାଡିଆସୁଛି ଅତି ଭୟଙ୍କର ବାତ୍ୟା ‘ତଉକତେ’

ନୂଆଦିଲ୍ଲୀ,୧୪।୫: ଦକ୍ଷିଣପୂର୍ବ ଆରବ ସାଗର ଓ ଲକ୍ଷଦ୍ୱୀପରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଶନିବାର ଏହା ବାତ୍ୟା(ସାଇକ୍ଲୋନ)ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି।...

ଖୁସି ଖବର: କରୋନାରୁ ସୁସ୍ଥ ହେବା ସଂଖ୍ୟା ୨ କୋଟିରେ ପହଞ୍ଚିଲା; ସଂକ୍ରିୟ ମାମଲା କମିଲା

ନୂଆଦିଲ୍ଲୀ,୧୪।୫: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଶୁକ୍ରବାର ଆଉ ୩,୪୩,୧୪୪ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୦,୪୬,୮୦୯କୁ ବୃଦ୍ଧି ପାଇଛି। ସେହିଭଳି ୪୦୦୦ ଲୋକଙ୍କ ମୃତ୍ୟୁ ପରେ ମୋଟ ମୃତକ...

କରୋନା ଯୋଦ୍ଧାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

ଭୋପାଳ,୧୪।୫: କରୋନା ଭାଇରସ୍‌ ମହାମାରୀ ଭିତରେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରି ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ସାମ୍ବାଦିକଙ୍କ ଚିନ୍ତା ଏବେ ସରକାରଙ୍କୁ ଘାରିଛି। ଏହି ସମୟରେ ଅନେକ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହେଉଥିବା ବେଳେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri