ଜାତୀୟ

ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୨୮।୬: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ କରୋନାର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ଏବେ ଚିନ୍ତା ବଢ଼ାଇଦେଇଛି। ଅନେକ ରାଜ୍ୟରେ ଏହି ଭାରିଆଣ୍ଟ ଯୋଗୁ ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ...

ତୃତୀୟ ଲହରକୁ ନେଇ ଏମ୍ସ୍‌ର ଚେତାବନୀ, ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ଜରୁରୀ…

ନୂଆଦିଲ୍ଲୀ,୨୮।୬: ଭାରତରେ ତୃତୀୟ ଲହର ଆଶଙ୍କା ନେଇ ଏମ୍ସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଏମ୍ସ୍‌ ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ ଦେଶରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଏବଂ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସାଧାରଣ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଉପରେ...

ଜୁଲାଇ ୧ରେ ଖୋଲିବନାହିଁ ସ୍କୁଲ

ଭୋପାଳ,୨୮।୬: କରେନାର ଦ୍ୱିତୀୟ ଲହରର ଦୈନିକ ସଂକ୍ରମଣ ହାର ଦିନକୁ ଦିନ ନିୟନ୍ତ୍ରଣ ହେବାରେ ଲାଗିଛି। ତେଣୁ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ ହେବା ପରେ ରାଜ୍ୟଗୁଡ଼ିକରେ ସ୍କୁଲ ଖୋଲାଯିବା ନେଇ ଚର୍ଚ୍ଚା ହେଉଛି।...

ଜମ୍ମୁ-କଶ୍ମୀର-ଲଦାଖକୁ ଅଲଗା ଦେଶ ଦର୍ଶାଇଲା ଟୁଇଟର୍‌…

ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଟୁଇଟର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। ଏବେ ଟୁଇଟର୍‌ରେ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଅଲଗା ଦେଶ ଭାବେ ଦର୍ଶାଯାଇଛି। ଟୁଇଟର୍‌ ଓ୍ବେବସାଇଟ୍‌ରେ କରାଯାଇଥିବା ଏଭଳି କାର୍ଯ୍ୟକୁ ନେଇ କେନ୍ଦ୍ର ସରକାରଙ୍କ ସହିତ ସମ୍ପର୍କ ପୁଣି...

ଭାକ୍ସିନ ନ ନେଲେ ସେଲୁନ-ପାର୍ଲର ମନା

ଭୋପାଳ,୨୮।୬: କରୋନା ଟିକା ନ ନେଲେ କଟାଯିବନି କେଶ କି ହେବ ନାହିଁ ସେଭିଂ। କିଛି ଏଭଳି ଚେତାବନୀ ଦେଇଛନ୍ତି ମଧ୍ୟପ୍ରଦେଶର ସେଲୁନ ପରିଚାଳକ। ଯୁବପୀଢ଼ି ହୁଅନ୍ତୁ ବା ବୃଦ୍ଧ ସମସ୍ତଙ୍କୁ ଟିକା ନେବା ବାଧ୍ୟତାମୂଳକ। ସୂଚନା ମୁତାବକ ଟିକାକରଣ...

କରୋନା ସଙ୍କଟରେ ଘରୋଇ ସ୍କୁଲ୍‌ ଆଦାୟ କରିପାରିବେ ବାର୍ଷିକ ଫି ସହିତ ବିକାଶ ଶୁଳ୍କ, କହିଲେ ଏସ୍‌ସି…

ନୂଆଦିଲ୍ଲୀ,୨୮।୬: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ସ୍କୁଲ୍‌ କଲେଜ ବନ୍ଦ ରହିଛି। ପାଠପଢ଼ା ଅନ୍‌ଲାଇନ୍‌ରେ କରାଯାଉଛି। ଏପରିସ୍ଥଳେ ଘରୋଇ ସ୍କୁଲ୍‌ଗୁଡ଼ିକର ବାର୍ଷିକ ଫି ସହିତ ବିକାଶ ଶୁଳ୍କ ଆଦାୟ ଉପରେ ରୋକ ଲଗାଇବା...

ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୨୦୦୦ କିଲୋମିଟର…

ବାଲେଶ୍ୱର,୨୮।୬(ବ୍ୟୁରୋ): ଭାରତର ପ୍ରତିରକ୍ଷା କ୍ଷମତାରେ ପୁଣି ବୃଦ୍ଧି ଘଟିଛି। ସୋମବାର ପୂର୍ବାହ୍ନ ୧୦ଟା ୫୫ରେ ଓଡ଼ିଶାର ବାଲେଶ୍ୱରସ୍ଥିତ ଅବଦୁଲ୍‌ କାଲାମ ଦ୍ୱୀପରୁ ଅଗ୍ନି ସିରିଜ୍‌ର ନୂଆ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ରୁ...

ଟାର୍ଗେଟ୍‌ରେ ପୋଲିସ-ସେନା ଯବାନ, ୫ ବର୍ଷରେ ୧୩ ଜଣଙ୍କୁ ହତ୍ୟା…

ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୋଲିସ ଏବଂ ସେନା ଯବାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆତଙ୍କବାଦୀମାନେ କେତେକ ଯବାନଙ୍କୁ ଅପହରଣ ପରେ ହତ୍ୟା କରିଥିବାବେଳେ ଅନ୍ୟ କେତେକଙ୍କ ଘରେ ପଶି ଗୁଳି କରିଛନ୍ତି। ସେହିପରି କେତେକଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କରିଛନ୍ତି...

ବିବାହରେ ବର ଭାଙ୍ଗିଲେ ଧନୁ

ସାରନ,୨୮।୬: ତ୍ରେତୟାଯୁଗରେ ଭଗବାନ ଶ୍ରୀରାମଙ୍କ ସ୍ବୟଂମ୍ବରରେ କଥା ସମସ୍ତେ ଜାଣିଥିବେ ଓ ଶୁଣିଥିବେ। କିନ୍ତୁ କଳିଯୁଗରେ ସ୍ବୟଂମ୍ବର ଆୟୋଜିତ ହେବା କଥା କେବେ ଶୁଣିଛନ୍ତି କି। ଆଜ୍ଞା ହଁ, ବିହାରରେ ଏଭଳି ଘଟଣାର ପୁଣି ଥରେ ପୁନଃରାବୃତ୍ତି କରାଯାଇଛି। ବିବାହ...

ପୁଣି ଘନେଇଲା ବିପଦ, ୪ ଭାରିଆଣ୍ଟ୍‌ ନେଇ ସତର୍କ ସୂଚନା ଜାରି କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ…

ନୂଆଦିଲ୍ଲୀ,୨୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ଦେଶ ଉପରେ ନୂଆ ବିପଦ ଘନେଇବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ବିଶେଷଜ୍ଞ ୪ ଭାରିଆଣ୍ଟ୍‌ ନେଇ ସତର୍କ ସୂଚନା ଜାରି କରିଛନ୍ତି। ଡେଲ୍ଟା( ବି-୧-୬୧୭-୧), ଡେଲ୍ଟା...

ମିଲିଟାରୀ ଷ୍ଟେଶନ ଉପରେ ଡ୍ରୋନ୍‌, ୨୫ ରାଉଣ୍ଡ୍‌ ଗୁଳି ଫାୟାରିଂ…

ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍‌ ଦ୍ୱାରା ଆତଙ୍କବାଦୀ ଆକ୍ରମଣ କରିବାର ଗୋଟିଏ ଦିନ ପରେ ସୋମବାର ଭୋର୍‌ ୩ଟା ସମୟରେ ପୁଣି ଆକାଶରେ ଡ୍ରୋନ୍‌ ଉଡ଼ି ବୁଲିଛି। ଜମ୍ମୁର ମିଲିଟାରୀ ଷ୍ଟେଶନ ଉପରେ ଡ୍ରୋନ୍‌ ଉଡୁଥିବା ଦେଖି ସେନା...

୧୭ ବର୍ଷ ନାବାଳକଙ୍କୁ ବିବାହ କରି ଯୁବତୀ ଗିରଫ…

ବେଙ୍ଗାଲୁରୁ,୨୮।୬: ଜଣେ ୧୭ ବର୍ଷ ବୟସ୍କା ନାବାଳକଙ୍କୁ ମନ୍ଦିରରେ ବିବାହ କରିଥିବା ଅଭିଯୋଗ ୨୧ ବର୍ଷ ବୟସ୍କା ଯୁବତୀଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁର ମାଡିକେରିରେ ବିଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଯୁବତୀ ଜଣକ ଚିକ୍କାମାଗାଲୁ ଅଞ୍ଚଳରେ ଥିବା ଅନ୍ତରଘଟ୍ଟାମା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri