ଜାତୀୟ

ଏହି ମହିଳାଙ୍କ ସାହସକୁ ସଲାମ୍‌: ୭୧ ବର୍ଷ ବୟସରେ କରିଦେଖାଇଲେ ଏମିତି

ଡେରାଡୁନ୍‌,୧୧।୫: ଶିକ୍ଷା ଗ୍ରହଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନ ଥାଏ।ଯଦି ଆଗ୍ରହ ଥାଏ, ବୟସ ଅଧ୍ୟୟନ ପଥରେ କଣ୍ଟା ସାଜେ ନାହିଁ। ଉତ୍ତରାଖଣ୍ଡର ରୁଦ୍ରପୁରର ବାସିନ୍ଦା ୭୧ ବର୍ଷ ବୟସ୍କା ମହିଳା ଉଷା ଶ୍ରୀବାସ୍ତବଙ୍କ ଏହା ପ୍ରମାଣ...

ସଂକ୍ରମିତ ହେଉଛନ୍ତି ଅଧିକ ମହିଳା

ହାଇଦ୍ରାବାଦ, ୧୧।୫: କରୋନା ମହାମାରୀ ଦ୍ୱିତୀୟ ଲହରରେ ମହିଳାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବା ତେଲଙ୍ଗାନା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି। ସେଠାରେ ମହିଳା ସଂକ୍ରମିତଙ୍କ ସଂଖ୍ୟା ୩୮.୫ ପ୍ରତିଶତ ରହିଛି, ଯାହା ଗତବର୍ଷ ଜୁଲାଇରେ ପ୍ରାୟ ୩୪ ପ୍ରତିଶତ...

ଦ୍ୱିତୀୟ ଲହର ଡାକିଆଣିଛି ଦାରିଦ୍ର୍ୟ

ନୂଆଦିଲ୍ଲୀ, ୧୧।୫: ଦେଶରେ ଦିନକୁ ପାଖାପାଖି ୪ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇ କଲବଲ ହେଉଥିବାବେଳେ ପ୍ରାୟ ୪ ହଜାରଙ୍କ ଦୈନିକ ମୃତ୍ୟୁ ଘଟୁଛି। ଏଭଳି ସମୟରେ ବିନା କରୋନାରେ ବି ବଞ୍ଚିବାକୁ ସଂଘର୍ଷରତ ଲକ୍ଷ ଲକ୍ଷ ଲୋକ।...

କୋର୍ଟକୁ ଦୂରେଇ ଦେବାର ପ୍ରୟାସ

ନୂଆଦିଲ୍ଲୀ, ୧୧ା୫(ପି.ଟି.): କୋଭିଡ୍‌-୧୯ ଟିକାକରଣ ନୀତି ଯଥାର୍ଥ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ବୈଜ୍ଞାନିକ ମତାମତ ଓ ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଆଧାରରେ ଟିକା ନୀତି ପ୍ରସ୍ତୁତ ହୋଇଛି। ତେଣୁ ଏଥିରେ ହସ୍ତକ୍ଷେପ କରିବା ଏବଂ ଦେଶର ସବୁ...

ପ୍ରେମିକାକୁ ୩୦ ବର୍ଷ ତଳେ ଦେଇଥିଲେ କଥା ‘ ଦିନେ ମୁଖ୍ୟମନ୍ତ୍ରୀ ହେବି ’

ଗୁଆହାଟି, ୧୦।୫- ‘ ଦିନେ ମୁଁ ମୁଖ୍ୟମନ୍ତ୍ରୀ ହେବି ’। ୩୦ ବର୍ଷ ତଳେ ପ୍ରେମିକାଙ୍କୁ ଏଭଳି କଥା ଦେଇଥିଲେ ଆସାମର ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା (୫୨)। କଟନ କଲେଜରେ ଛାତ୍ର ନେତା ଥିବାବେଳେ ଭଲ ପାଇ...

ଦୁଇ ଥର ଅଲିମ୍ପିକ୍ସ ପଦକଧାରୀଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ, ୧୦।୫- ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା କିମ୍ବଦନ୍ତୀ ରେସଲର ସୁଶୀଲ କୁମାରଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ। ଦିଲ୍ଲୀର ଉତ୍ତରାଞ୍ଚଳରେ ଥିବା ଛତ୍ରସାଲ ଷ୍ଟାଡିୟମ ମଧ୍ୟରେ ଘଟିଥିବା ହତ୍ୟାକାଣ୍ଡରେ ସୁଶୀଲଙ୍କ ହାତ ଥିବା...

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ, ୧୦।୫: ଦେଶରେ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରଖିବାକୁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ସୋମବାର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛି। କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନ ପାଇଁ ଗତବର୍ଷ ଗୁଲାମ ନବୀ ଆଜାଦ,...

କୋଭିଡ୍‌ ଟିକା ପାଇଁ ବିଶ୍ୱରେ ସର୍ବାଧିକ ଚାର୍ଜ କରୁଛନ୍ତି ଘରୋଇ ହସ୍ପିଟାଲ

ନୂଆଦିଲ୍ଲୀ,୧୦।୫: ଦେଶରେ ଘରୋଇ ହସ୍ପିଟାଲ ୧୮ରୁ ୪୪ ବର୍ଷୀୟ ବୟସ୍କଙ୍କୁ କୋଭିଡ୍‌ ଟିକା ପାଇଁ ମୁଣ୍ଡ ପିଛା ୭୦୦ରୁ ୧,୫୦୦ ଟଙ୍କା ଚାର୍ଜ କରୁଛନ୍ତି। କୋଓ୍ବିନ ଓ୍ବେବସାଇଟ୍‌ରେ ଉପଲବ୍ଧ ଥିବା ତଥ୍ୟ ଏହା ଦର୍ଶାଉଛି। ୪୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା...

ଗଙ୍ଗା କୂଳରେ ଲାଗିଛି ୪୦ ମୃତଦେହ

ପାଟଣା,୧୦।୫: କୋଭିଡ୍‌-୧୯ ବିଗାଡ଼ି ଦେଲାଣି ଉତ୍ତର ପ୍ରଦେଶର ସ୍ବାସ୍ଥ୍ୟ ଓ ଶବଦାହ ବ୍ୟବସ୍ଥା। ସ୍ଥିତି ବର୍ତ୍ତମାନ ଏତେ ଜଟିଳ ଯେ, ମୃତଦେହକୁ ଗଙ୍ଗା ନଦୀରେ ଭସାଇ ଦିଆଯାଉଛି। ବିହାର ଓ ଉତ୍ତର ପ୍ରଦେଶ ସୀମାନ୍ତ ଚାଉସା ଟାଉନ ଗଙ୍ଗା ନଦୀ...

ପୁଣି ସାମ୍ନାସାମ୍ନି ହେବେ ଶୁଭେନ୍ଦୁ-ମମତା

କୋଲକାତା,୧୦।୫: ପଶ୍ଚିମବଙ୍ଗ ବିଧାନସଭା ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ପଞ୍ଚିମବଙ୍ଗ ଭାଜପା ବିରୋଧୀ ଦଳ ନେତା ଭାବେ ଦଳ ପକ୍ଷରୁ ସୋମବାର ଚୟନ କରାଯାଇଛି। ଭାଜପା ଦେଇଥିବା ଗୁରୁ ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରିବେ ବୋଲି...

ଆଇପିଏଲର ଏହି ଫ୍ରାଞ୍ଚାଇଜ ମାଲିକ ଦେଲେ ୩୦ କୋଟି ଟଙ୍କା

ନୂଆଦିଲ୍ଲୀ,୧୦।୫: ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କୋଭିଡ୍‌-୧୯ ରିଲିଫ୍‌ କାର୍ଯ୍ୟ ପାଇଁ ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ମାଲିକା ସନ ଟିଭି ପକ୍ଷରୁ ସୋମବାର ୩୦ କୋଟି ଟଙ୍କା ଦାନ କରାଯାଇଛି। କରୋନାର ଦ୍ୱିତୀୟ ଲହରରେ...

ଏଥର କଂଗ୍ରେସର ନୂଆ ଅଧ୍ୟକ୍ଷ ରାହୁଲ ନା ଆଉ କିଏ?

ନୂଆଦିଲ୍ଲୀ,୧୦।୫: ଦେଶରେ ୫ଟି ବିଧାନସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ କଂଗ୍ରେସ ରାଜନୀତି ଗରଗରମ ହୋଇଉଠିଛି। ଚଳିତଥର କିଏ ଦଳର ମଙ୍ଗୁଆଳ ହେବ ସେ ନେଇ ଜୋରସୋର୍‌ ଚର୍ଚ୍ଚା ଚାଲିଛି। ଦଳର ବରିଷ୍ଠ ନେତ୍ରୀ ତଥା ବର୍ତ୍ତମାନର ଅନ୍ତରୀଣ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri