ଜାତୀୟ

ନିଶୁଳ୍କ ହେବ କରୋନା ମୃତକଙ୍କ ଅନ୍ତିମ ସଂସ୍କାର…

ଲକ୍ଷ୍ନୌ,୮।୫: ଏଣିକି କରୋନା ମୃତକଙ୍କ ଅନ୍ତିମ ସଂସ୍କାର ନିଶୁଳ୍କ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଜାରି କରିଛନ୍ତି। ସହର ଅବା ଗ୍ରାମୀଣ ଅଞ୍ଚଳରେ ଥିବା ସମସ୍ତ ଶ୍ମଶାନ ଏହି ସୁବିଧା ଉପଲବ୍ଧ ହେବ ବୋଲି ସେ...

ଟାଇମ୍ସ୍‌ ରିପୋର୍ଟ ନେଇ ଭାରତ ସରକାରଙ୍କ ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଖ୍ୟାତି ସମ୍ପନ୍ନ ଅନ୍ତର୍ଜାତୀୟ ପତ୍ରିକା ଟାଇମ୍ସ୍‌ରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ନେଇ ଭାରତ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜଳବାୟୁ ପରିବର୍ତ୍ତନର...

ଲୋକଙ୍କ ଜୀବନ ଯାଉ ପଛେ, ସରକାରଙ୍କ ଜିଏସ୍‌ଟି ରହୁ: ରାହୁଲ…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। କରୋନା ଭାକ୍ସିନ୍‌ ଦାମ୍‌ ନେଇ କିଛି ଦିନ ତଳେ ବେଶ୍‌ ସରଗରମ ଚର୍ଚ୍ଚା ହୋଇଥିଲା। ଏବେ ଭାକ୍ସିନ୍‌ ଉପରେ ଲାଗୁ ହେଉଥିବା ଜିଏସ୍‌ଟି...

କଙ୍ଗନା କରୋନା ପଜିଟିଭ୍‌…

ମୁମ୍ବାଇ,୮।୫: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଭଳି ହେବ ବୋଲି ତାଙ୍କର ଆଶା ନ ଥିଲା। କରୋନା ଭୂତାଣୁ...

ଭାକ୍ସିନ୍‌ ବୋହିନେବ ଡ୍ରୋନ୍‌: ମିଳିଲା ମଞ୍ଜୁରୀ…

ହାଇଦ୍ରାବାଦ୍‌,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ରଚିିଛି। ଏପରିସ୍ଥଳେ ଭାକ୍ସିନ୍‌ ଯୋଗାଣ କାର୍ଯ୍ୟ ଡ୍ରୋନ୍‌ ଦ୍ୱାରା କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ବୀକୃତି ପ୍ରଦାନ କରାଯାଇଛି। ତେଲଙ୍ଗାନାରେ ଏଭଳି ଭାକ୍ସିନ୍‌ ଯୋଗାଣ...

ତୃତୀୟ ଲହର ଲାଗି ଯୋଜନାବଦ୍ଧ ଲଢ଼େଇ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୮।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଦ୍ୱିତୀୟ ଲହରର ତାଣ୍ଡବ ଦେଶରୁ ନ ଯାଉଣୁ ଏବେ ତୃତୀୟ ଲହର ଆସିବା ନେଇ ସତର୍କ ସୂଚନା ଜାରି କରିଛନ୍ତି ବୈଜ୍ଞାନିକ। କଡ଼ା ପଦକ୍ଷେପ ଗ୍ରହଣ କରି ତୃତୀୟ ଲହର ସହିତ...

୪ ଦିନରେ ପେଟ୍ରୋଲ ୮୪ ପଇସା ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୮।୫: ଦ୍ରୁତ ସଂକ୍ରାମକ ସାଜିଥିବା କରୋନାର ୨ୟ ଲହର ସହ ଦେଶ ସଂଗ୍ରାମ ଚଳାଇଥିବା ବେଳେ ତୈଳ ଦର ଲଗାତର ବୃଦ୍ଧି ଘଟିଚାଲିଛି। ଗତ ୪ ଦିନ ମଧ୍ୟରେ ପେଟ୍ରୋଲ ୮୪ ପଇସା ଏବଂ ଡିଜେଲ ୧୦୫ ପଇସା ବଢିଛି।...

ମେ’ ୨୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌…

ଚେନ୍ନାଇ,୮।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ୨ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମେ’୧୦ରୁ ୨୪ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେଜରାତି ଦୋକାନ ସମେତ ଅନ୍ୟ...

ପୁଣି ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୪୦୦୦ ଟପିଲା…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ...

ଶେଷନାରାୟଣ ସିଂଙ୍କ ପରଲୋକ

ନୋଏଡ଼ା, ୮।୫: ବର୍ଷୀୟାନ ସାମ୍ବାଦିକ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଶେଷନାରାୟଣ ସିଂଙ୍କର ଉତ୍ତରପ୍ରଦେଶ ଗ୍ରେଟର ନୋଇଡ଼ାସ୍ଥିତ ଏକ ସରକାରୀ ହସ୍ପିଟାଲରେ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଗଭର୍ନମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌...

ଏନ୍‌.ରାଙ୍ଗାସ୍ବାମୀ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ

ପଣ୍ଡିଚେରୀ, ୮।୫(ଆଇଏଏନ୍‌ଏସ୍‌): ଅଖିଳ ଭାରତ ଏନ୍‌ଆର୍‌ କଂଗ୍ରେସ (ଏଆଇଏନ୍‌ଆର୍‌ସି)ର ପ୍ରତିଷ୍ଠାତା ନେତା ଏନ୍‌. ରାଙ୍ଗାସ୍ବାମୀ ଶୁକ୍ରବାର ଚତୁର୍ଥ ଥର ପାଇଁ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ...

ଦ୍ୱିତୀୟ ଡୋଜ୍‌ ଗ୍ରହୀତାଙ୍କୁ ଅଗ୍ରାଧିକାର ଦିଅ

ନୂଆଦିଲ୍ଲୀ,୮ା୫: ଦେଶରେ କରୋନା ଭାକ୍ସିନ ନିଅଣ୍ଟ ହୋଇଥିବାବେଳେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଥିବା ଗ୍ରହୀତାଙ୍କୁ ଅଗ୍ରାଧିକାର ଦେବା ପାଇଁ ଶୁକ୍ରବାର ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହାସହ କେନ୍ଦ୍ରୀୟ କୋଟାରୁ ମିଳୁଥିବା ଟିକାକୁ ୭୦:୩୦ ଅନୁପାତରେ ଦ୍ୱିତୀୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri