ଜାତୀୟ

ଦୃଷ୍ଟିଶକ୍ତି ହରାଇଲେଣି ୧୪ ଜଣ

ନୂଆଦିଲ୍ଲୀ/ସୁରଟ, ୮।୫: କରୋନା ମହାମାରୀରୁ ଆରୋଗ୍ୟ ହେବା ପରେ ସଂକ୍ରମିତଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ବା ମୁକୋରମାଇକୋସିସ୍‌ ଭଳି ମାରାତ୍ମକ ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ଦିଲ୍ଲୀ ଓ ଗୁଜରାଟରେ ଦେଖାଦେଇଥିବା ଏହି ରୋଗରେ ଗତ ୧୫ ଦିନ ମଧ୍ୟରେ ୧୪...

ଜଷ୍ଟିସ୍‌ ଇକ୍‌ବାଲଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୮।୫: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏମ୍‌.ଓ୍ବାଇ. ଇକ୍‌ବାଲଙ୍କର ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି। ତାଙ୍କ ପରଲୋକରେ ସିଜେଆଇ...

କରୋନାରେ ଏନ୍‌ଜିଟି ରେଜିଷ୍ଟ୍ରାର ଜେନେରାଲଙ୍କ ପରଲୋକ

ନୂଆଦିଲ୍ଲୀ, ୮।୫: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମୁଖ୍ୟ ବେଞ୍ଚ୍‌, ନୂଆଦିଲ୍ଲୀର ରେଜିଷ୍ଟ୍ରାର ଜେନେରାଲ ଆଶୁ ଗର୍ଗଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ୨୦୨୦ ଜାନୁୟାରୀ ୧୪ରେ ଗର୍ଗ ଏନ୍‌ଜିଟି ରେଜିଷ୍ଟ୍ରାର ଜେନେରାଲ ଭାବେ...

ବ୍ୟବସ୍ଥା ନୁହେଁ, ମୋଦି ସରକାର ବିଫଳ

ନୂଆଦିଲ୍ଲୀ,୮ା୫: କୋଭିଡ୍‌-୧୯ ସଙ୍କଟରୁ ଦେଶକୁ ମୁକୁଳାଇବାରେ ବ୍ୟବସ୍ଥା ବିଫଳ ହୋଇନାହିଁ, ବରଂ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମାଲୋଚନା କରିଛନ୍ତି। ମହାମାରୀ କରୋନା ସ୍ଥିତିକୁ ନେଇ କଂଗ୍ରେସ ପାର୍ଲାମେଣ୍ଟାରି ପାର୍ଟିର ଭର୍ଚୁଆଲ...

କଠୋର ହେବାକୁ ବାଧ୍ୟ କରନାହିଁ

ନୂଆଦିଲ୍ଲୀ,୮ା୫: ଅଦାଲତ ଅର୍ଡର ସତ୍ତ୍ୱେ କେନ୍ଦ୍ର ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇ ଦେଉନାହିଁ ବୋଲି ଦିଲ୍ଲୀ ସରକାର ଅଭିଯୋଗ ଆଣିଛନ୍ତି। ଆମକୁ କଠୋର ହେବାକୁ ବାଧ୍ୟ କରନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। କର୍ତ୍ତୃପକ୍ଷ ଦିଲ୍ଲୀକୁ ଦୈନିକ...

ଆକାଉଣ୍ଟ ଡିଲିଟ୍‌ କରିବନି ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୮।୫: ହ୍ବାଟ୍ସଆପ୍‌ ଏହାର ନୂଆ ପ୍ରିଭେସି ନିୟମକୁ ନେଇ କୋହଳ ମନୋଭାବ ପୋଷଣ କରିଛି। ନୂଆ ନିୟମ ନ ମାନିଲେ ବି ବର୍ତ୍ତମାନ ୟୁଜରଙ୍କ ଆକାଉଣ୍ଟ ଡିଲିଟ ହେବ ନାହିଁ। ଏହାଦ୍ୱାରା ୟୁଜରଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। କମ୍ପାନୀର...

ଓଡ଼ିଶାରୁ ଅକ୍ସିଜେନ ନେଇ ନିଖୋଜ ଥିବା ଟ୍ୟାଙ୍କର ମିଳିଲା

ଅମରାବତୀ, ୭।୫: ଓଡ଼ିଶାରୁ ଅକ୍ସିଜେନ୍‌ ନେଇ ନିଖୋଜ ହୋଇଯାଇଥିବା ଏକ ଟ୍ୟାଙ୍କରକୁ ଆନ୍ଧ୍ରପ୍ରଦେଶ ପୋଲିସ ଠାବ କରିଛି। ଫଳରେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ପାଖାପାଖି ୪୦୦ ଗୁରୁତର ଆକ୍ରାନ୍ତ। ଓଡ଼ିଶାରୁ ୧୮ ଟନ୍‌ ଅକ୍ସିଜେନ୍‌ ନେଇ ଟ୍ୟାଙ୍କରଟି ବିଜୟଓ୍ବାଡ଼ା...

ଧ୍ୟାନ ଦିଅନ୍ତୁ : କୋଓ୍ବିନ ପଠାଇବ କୋଡ୍‌

ନୂଆଦିଲ୍ଲୀ, ୭ା୫ : କୋଭିଡ୍‌-୧୯ ଟିକା ପାଇଁ ରେଜିଷ୍ଟ୍ରେଶନ ବେଳେ ହେଉଥିବା ଅସୁବିଧାକୁ କମ୍‌ କରିବାକୁ କୋଓ୍ବିନ ସିଷ୍ଟମରେ ସାମିଲ ହେବାକୁ ଯାଉଛି ନୂଆ ଫିଚର। ଶନିବାରଠାରୁ କୋଓ୍ବିନ ସିଷ୍ଟମ ୪ ଟିକିଆ ସିକୁରିଟି କୋଡ୍‌ ବ୍ୟବସ୍ଥା ଆରମ୍ଭ କରିବ।...

ଖାନ ମାର୍କେଟରୁ ଜବତ ହେଲା ୧୦୦ରୁ ଅଧିକ କନସେନଟ୍ରେଟର୍ସ

ନୂଆଦିଲ୍ଲୀ,୭।୫: ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା କନସେନଟ୍ରେଟର୍ସର କଳାବଜାର ହେଉଛି। ଦିଲ୍ଲୀର ଜଣାଶୁଣା ଖାନ ମାର୍କେଟର ଦୁଇଟି ଦୋକାନରୁ ଶୁକ୍ରବାର ୧୦୦ରୁ ଅଧିକ ଅକ୍ସିଜେନ କନସେନଟ୍ରେଟର୍ସ ଜବତ କରିଛି ଦିଲ୍ଲୀ ପୋଲିସ। ପୋଲିସ ଅନୁଯାୟୀ, ଟେଷ୍ଟି କବାବ...

ଦିଲ୍ଲୀରେ ଶେଷ ହେଲା ଅକ୍ସିଜେନ ସମସ୍ୟା

ନୂଆଦିଲ୍ଲୀ, ୭ା୫ : ଦିଲ୍ଲୀରେ ଅକ୍ସିଜେନ ଅଭାବ ଶେଷ ହୋଇଥିବା ଶୁକ୍ରବାର ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପୂରା ସହରକୁ ୩ ମାସ ମଧ୍ୟରେ ଟିକାକରଣ କରିବାକୁ ଯୋଜନା କରାଯାଇଛି। କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି...

ୟୁପି ମେଡିକାଲରେ ଲଜ୍ଜା

ଗାଜିଆବାଦ, ୭ା୫ : ଉତ୍ତର ପ୍ରଦେଶ(ୟୁପି)ର ଗାଜିଆବାଦ ମେଡିକାଲରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ମେଡିକାଲରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କ ଉପରେ ହସ୍ତମୈଥୁନ କରୁଥିବା ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ କାଇଲା ଭଟ୍ଟ ଅଞ୍ଚଳର ଅର୍ଶଦ...

କରୋନାରେ ଆଖି ବୁଜିଲେ ଅଣ୍ଡରଓ୍ବାର୍ଲଡ ଡନ ଛୋଟା ରାଜନ

ନୂଆଦିଲ୍ଲୀ, ୭।୫: ଅଣ୍ଡରଓ୍ବାର୍ଲଡ ଡନ ଛୋଟା ରାଜନ କରୋନାରେ ଆଖି ବୁଜି ଛନ୍ତି। କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜନଙ୍କ ମୃତ୍ୟୁ ଘଟିଛି। ତିହାର ଜେଲରେ ଥିବା ବେଳେ ସେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri