ଜାତୀୟ

କରୋନା ନେଲା ବିଧାୟକଙ୍କ ଜୀବନ

ଲକ୍ଷ୍ନୌ,୭।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ଶୁକ୍ରବାର ବରେଲିର ସଲୋନରୁ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବାହାଦୂର କୋରି କରୋନାରେ ମୃତ୍ୟୁବରଣ କରିଛନ୍ତି। ଫଳରେ କରୋନାର ଦ୍ୱିତୀୟ ଲହରରେରେ...

କରୋନା ରୋଗୀଙ୍କ ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ

ସୁରତ,୭।୫: ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ରୋଗୀଙ୍କ ପାଇଁ ଆଉ ଏକ ବିପଦ ସୃଷ୍ଟି ହୋଇଛି। କରୋନାର ଠିକ ସମୟରେ ଚିକିତ୍ସାର ଅଭାବ ହେତୁ କିଛି ରୋଗୀଙ୍କ ଆଖି ମଧ୍ୟ ବାହାର...

ଶ୍ମଶାନରେ ଡ୍ୟୁଟି କରୁଛନ୍ତି ଏହି ପୋଲିସ ଅଧିକାରୀ, ବର୍ତ୍ତମାନ ସୁଦ୍ଧା ୧୧୦୦ ମୃତଦେହ କଲେଣି ସଂସ୍କାର

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଲୋକେ ଖୁବ୍‌ ତୀବ୍ର ବେଗରେ ସଂକ୍ରମିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରି ସ୍ଥିତିରେ ଦିଲ୍ଲୀ ପୋଲିସର ଜଣେ ଏଏସ୍‌ଆଇଙ୍କ କାମ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଆଜିର...

କରୋନାରେ ଆଶୁ ଗର୍ଗଙ୍କ ପରଲୋକ

ନୂଆଦିଲ୍ଲୀ,୭।୬: କରୋନା ଯୋଗୁ ଦେଶରେ ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ପରଲୋକ ଘଟିଛି। ଏହି କ୍ରମରେ ଶୁକ୍ରବାର ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର୍‌ ଜେନେରାଲ ଆଶୁ ଗର୍ଗଙ୍କ ଜୀବନ ନେଇଛି କରୋନା। ପ୍ରଶାସନିକ ସିଭିଲ୍‌ ଜଜ୍‌ ଶିରିଶ ଅଗ୍ରଓ୍ବାଲ ଏନେଇ...

ଖୁସି ଖବର: ପୁଣି ଆସୁଛି ପବ୍‌ଜୀ

ନୂଆଦିଲ୍ଲୀ,୭।୫: ଭାରତରେ ପବ୍‌ଜୀ ଗେମ୍‌ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍‌ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ ପବ୍‌ଜୀର ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ପବ୍‌ଜୀ ଗେମ୍‌ର ନିର୍ମାଣକାରୀ କମ୍ପାନୀ ‘କ୍ରାଫ୍ଟନ’...

ବର-କନ୍ୟାଙ୍କ ସହ ସେଲ୍‌ଫି ନେଉଥିଲେ କରୋନା ସଂକ୍ରମିତ: ପରେ ଘଟିଲା ଏମିତି

ଭୋପାଳ,୭।୫: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇଦେଇଛି। ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ସହ ବଢିବାରେ ଲାଗିଛି। ଏହାସତ୍ତ୍ୱେ କିଛି ଲୋକ ସଚେତନ ନ ହୋଇ ବଜାର ଘାଟରେ ଭିଡ ଜମାଉଛନ୍ତି। ମଧ୍ୟପ୍ରଦେଶରେ ଏମିତି ଏକ...

ମନ କଥା ନୁହେଁ, କାମ କଥା କୁହନ୍ତୁ ମୋଦି

ରାଞ୍ଚି,୭।୫: ଦେଶରେ କରୋନା ସ୍ଥିତି ଖରାପ ହେଉଥିବାରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଫୋନରେ ତାଙ୍କ ସହ କରୋନାର ସ୍ଥିତି ବିଷୟରେ କଥା...

ପ୍ରତି ଏକ ଘଣ୍ଟାରେ ୧୫୦ ଲୋକଙ୍କ ଜୀବନ ନେଉଛି କରୋନା

ନୂଆଦିଲ୍ଲୀ,୭।୫:କରୋନା ଭାଇରସର ଦ୍ୱିତୀୟ ଲହର ଦେଶରେ ଏବେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଉଛି । ଶୁକ୍ରବାର କ୍ରମାଗତ ତୃତୀୟ ଦିନ ପାଇଁ ନୂତନ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ମାର୍କ ଅତିକ୍ରମ...

ପ୍ରଥମଥର ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ଷ୍ଟାଲିନ୍‌: ନେଲେ ଶପଥ

ଚେନ୍ନାଇ,୭।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ୍‌ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମନ୍ତ୍ରୀମଣ୍ଡଳରେ ୩୩ ସଦସ୍ୟ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୨ ଜଣ ପ୍ରଥମଥର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।...

ତୃତୀୟ ଲହର ପାଇଁ ପ୍ରସ୍ତୁତ ହୁଅ

ନୂଆଦିଲ୍ଲୀ,୭ା୫:କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଦେଶରେ ମୃତ୍ୟୁର ତାଣ୍ଡବ ରଚିଚାଲିଛି। ଦ୍ୱିତୀୟ ଲହର ଶୁକ୍ରବାର ପରେ ଶୀର୍ଷକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିବାବେଳେ ତୃତୀୟ ଲହର ଆସନ୍ତା ସେପ୍ଟେମ୍ବରରେ ଆସିପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି...

ହସ୍ପିଟାଲ ବେଡ୍‌ ନ ମିଳିବାରୁ ବିଧାନସଭା ଆଗରେ ବିକ୍ଷୋଭ

ବେଙ୍ଗାଲୁରୁ , ୬ା୫ : କୋଭିଡ୍‌-୧୯ ଯୋଗୁ ଦେଶର ବିଭିନ୍ନ ରାଜ୍ୟର ହସ୍ପିଟାଲରେ ବେଡ୍‌ ଅଭାବ ଦେଖାଦେଉଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ। ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ କୌଣସି ହସ୍ପିଟାଲରେ ବେଡ୍‌ ନ...

ପଶ୍ଚିମବଙ୍ଗ ଆସିଲେ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

କୋଲକାତା,୬।୫: ପଶ୍ଚିମବଙ୍ଗକୁ ବିମାନ, ଟ୍ରେନ୍‌ କିମ୍ବା ଆନ୍ତଃରାଜ୍ୟ ବସ୍‌ରେ ଆସିବାକୁ ଥିଲେ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କରୋନା ସଂକ୍ରମିତ ଯାତ୍ରୀଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବ। ଶୁକ୍ରବାର ଏହି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri