ଜାତୀୟ

ହସ୍ପିଟାଲ ବେଡ୍‌ ନ ମିଳିବାରୁ ବିଧାନସଭା ଆଗରେ ବିକ୍ଷୋଭ

ବେଙ୍ଗାଲୁରୁ , ୬ା୫ : କୋଭିଡ୍‌-୧୯ ଯୋଗୁ ଦେଶର ବିଭିନ୍ନ ରାଜ୍ୟର ହସ୍ପିଟାଲରେ ବେଡ୍‌ ଅଭାବ ଦେଖାଦେଉଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ। ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ କୌଣସି ହସ୍ପିଟାଲରେ ବେଡ୍‌ ନ...

ପଶ୍ଚିମବଙ୍ଗ ଆସିଲେ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

କୋଲକାତା,୬।୫: ପଶ୍ଚିମବଙ୍ଗକୁ ବିମାନ, ଟ୍ରେନ୍‌ କିମ୍ବା ଆନ୍ତଃରାଜ୍ୟ ବସ୍‌ରେ ଆସିବାକୁ ଥିଲେ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କରୋନା ସଂକ୍ରମିତ ଯାତ୍ରୀଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବ। ଶୁକ୍ରବାର ଏହି...

ଅକ୍ସିଜେନ ଅଭାବ ନୋଟିସ ଜାରି କରିବାରୁ ହସ୍ପିଟାଲ ବିରୋଧରେ ମାମଲା

ଲକ୍ଷ୍ନୌ, ୬ା୫ : ରାଜ୍ୟରେ ଅକ୍ସିଜେନ ଅଭାବ ଥିବା ମାନିବାକୁ ନାରାଜ ଯୋଗୀ ଆଦିତ୍ୟନାଥଙ୍କ ସରକାର। ଲକ୍ଷ୍ନୌର ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ ନୋଟିସ ଜାରି କରାଯିବାରୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଉତ୍ତର ପ୍ରଦେଶ ପୋଲିସ।...

ମେ’ ୯ରୁ ୨୮ ଟ୍ରେନ ବାତିଲ

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୯ ତାରିଖରୁ ରାଜଧାନୀ ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଚାଲୁଥିବା ୨୮ଟି ଟ୍ରେନକୁ ରେଳ ବିଭାଗ ବାତିଲ କରି ଦେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ। ରେଳ...

ରାଇନାଙ୍କ ସମ୍ପର୍କୀୟଙ୍କ ସାହାଯ୍ୟ ପାଇଁ ପହଞ୍ଚିଲେ ସୋନୁ ସୁଦ

ଲକ୍ଷ୍ନୌ, ୬ା୫ : ସମ୍ପର୍କୀୟ ମାଉସୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ଅବସରପ୍ରାପ୍ତ କ୍ରିକେଟର ତଥା ସିଏସ୍‌କେ ବ୍ୟାଟ୍ସମ୍ୟାନ ସୁରେଶ ରାଇନା। ତାଙ୍କ ସମ୍ପର୍କୀୟଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇଥିଲେ ଅଭିନେତା ସୋନୁ ସୁଦ। ରାଇନା ଗୁରୁବାର...

ଅକ୍ସିଜେନ ଅଭାବରୁ କାହାକୁ ମରିବାକୁ ଦେବୁ ନାହିଁ – କେଜରିଓ୍ବାଲ

ନୂଆଦିଲ୍ଲୀ, ୬ା୫ : ଯଦି କେନ୍ଦ୍ର ସରକାର ଆମକୁ ଆବଶ୍ୟକ ପରିମାଣର (ପ୍ରତ୍ୟେକ ଦିନ ୭୦୦ ଟନ) ଅକ୍ସିଜେନ ଯୋଗାନ୍ତି, ତେବେ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୁଅନ୍ତା ନାହଁି। ଆମେ ୯ରୁ ସାଢ଼େ ୯ ହଜାର ଅକ୍ସିଜେନ...

କରୋନାରେ ମା’ଙ୍କ ପରେ ଭଉଣୀଙ୍କୁ ହରାଇଲେ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୬ା୫ : କୋଭିଡ୍‌-୧୯ ମହାମାରୀରେ ଦୁଇ ସପ୍ତାହ ତଳେ ମା’ଙ୍କୁ ହରାଇଥିବା ଭାରତୀୟ ମହିଳା କ୍ରିକେଟର ବେଦ କ୍ରିଷ୍ଣମୂର୍ତ୍ତୀ ବୁଧବାର ରାତିରେ ହରାଇଛନ୍ତି ଭଉଣୀଙ୍କୁ। ଚିକାମାଗାଲୁରୁସ୍ଥିତ ଏକ ବେସରକାରୀ ହସ୍ପିଟାଲରେ ୪୫ ବର୍ଷୀୟା ଭାତ୍‌ସାଲା ଶିବକୁମାରଙ୍କ ମୃତ୍ୟୁ ଘଟିଛି।...

କୋର୍ଟ ଶୁଣାଣିର ମିଡ଼ିଆ ରିପୋର୍ଟିଂ ରୋକା ଯାଇ ପାରିବ ନାହିଁ: ଇସିଙ୍କୁ ଏସ୍‌ସିଙ୍କ ଉତ୍ତର..

ନୂଆଦିଲ୍ଲୀ,୬।୫: କୋର୍ଟ ଶୁଶାଣିର ମିଡ଼ିଆ ରିପୋର୍ଟିଂକୁ ରୋକା ଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ(ଏସ୍‌ସି) ନିର୍ବାଚନ ଅୟୋଗ(ଇସି)ଙ୍କୁ ଉତ୍ତର ଦେଇଛନ୍ତି। ମାଡ୍ରାସ୍‌ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ବିରୋଧରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟ ଦାଖଲ କରାଯାଇଥିବା ଆବେଦନର ବିଚାର କରି...

ଜୁନ୍‌ ୧ରେ କେରଳ ଛୁଇଁବ ମୌସୁମୀ…

ନୂଆଦିଲ୍ଲୀ,୬।୫: ଚଳିତ ବର୍ଷ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ଭାବେ ଭାରତ ଉପମହାଦେଶରେ ପ୍ରବେଶ କରିବ। ଜୁନ୍‌ ୧ରେ ଏହା କେରଳ ଛୁଇଁବ ବୋଲି ପାଣିପାଗ ବ୍ୟୁରୋ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ପାରସ୍ପରିକ ଭୂମଣ୍ଡଳ ସ୍ଥିତି ଅନୁସାରେ ମୌସୁମୀ...

ଆଇସିୟୁରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର,୬।୫: ରାଜସ୍ଥାନର ଯୋଧପୁର ଜେଲରେ ଆଶାରାମଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ନାବାଳିକା ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାରାମଙ୍କୁ କିଛିଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ। ପରେ ସେ ଜେଲରେ...

୩.୫ କୋଟି ରେଜିଷ୍ଟ୍ରେଶନ୍‌: ୨ ପ୍ରତିଶତରୁ କମ୍‌ ନେଇଛନ୍ତି ପ୍ରଥର ଡୋଜ୍‌ ଟିକା

ନୂଆଦିଲ୍ଲୀ,୩୦।୪:ସାରା ଦେଶରେ ୧୮ରୁ ୪୪ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ଟିକାକରଣ କାର୍ଯ୍ୟକ୍ରମ ମେ ୧ରୁ ଆରମ୍ଭ କରାଯାଇଛି। ଗତ ଏପ୍ରିଲ ୨୮ରୁ ଟିକା ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କୋଓ୍ବିନ୍‌ ଏବଂ ଆରୋଗ୍ୟ ସେତୁ ଆପ୍‌ ଜରିଆରେ କରୋନା ଟିକାର...

୧୫ ଦିନରେ ୫୦ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୬।୫: ଦେଶରେ କରୋନା ମାମଲା ଦୁଇ କୋଟି ମାର୍କ ଅତିକ୍ରମ କରିଛି। ମାତ୍ର ୧୫ଦିନ ମଧ୍ୟରେ ୫୦ ଲକ୍ଷରୁ ଅଧିକ ସଂକ୍ରମଣ ଘଟିଛି। ଦେଶରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ଚତୁର୍ଥ ନମୁନା କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri