ଜାତୀୟ

କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ଚାପରେ ଡାକ୍ତରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧।୫ : ଅଧିକରୁ ଅଧିକ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବାରୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ବଢ଼ୁଛି ମାନସିକ ଚାପ। ଦିଲ୍ଲୀର ଏକ ବେସରକାରୀ ମେଡିକାଲର କୋଭିଡ୍‌ ଓ୍ବାର୍ଡରେ କାମ କରୁଥିବା ଡାକ୍ତର ପ୍ରବଳ ଚାପର ସମ୍ମୁଖୀନ ହୋଇ ନ...

‘ ମୁଣ୍ଡ ଉପରକୁ ଚାଲିଗଲାଣି ପାଣି ’

ନୂଆଦିଲ୍ଲୀ,୧।୫ : ଯେମିତି ବି ହେଲେ ଶନିବାର ସୁଦ୍ଧା ଦିଲ୍ଲୀର ସମସ୍ତ ହସ୍ପିଟାଲକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଅ। ଏକ ଯାଚିକାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। “ ମୁଣ୍ଡ ଉପରକୁ ଚାଲିଗଲାଣି...

ଭାରତରେ ପହଞ୍ଚିଲା ସ୍ପୁଟନିକ-ଭି ଟିକା

ନୂଆଦିଲ୍ଲୀ,୧।୫: ରୁଷରେ ପ୍ରସ୍ତୁତ ସ୍ପୁଟନିକ-ଭି କରୋନା ଟିକା ଶନିବାର ଏକ ସ୍ବତନ୍ତ୍ର ବିମାନରେ ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଛି। ଭାରତରେ ପ୍ରସ୍ତୁତ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ପରେ ରୁଷର ସ୍ପୁଟନିକ-ଭି ଟିକା ମଧ୍ୟ ଦେଶବାସୀଙ୍କୁ ଦିଆଯିବ । ବର୍ତ୍ତମାନ ଭାରତରେ...

ମେ’ ୧୦ରୁ ସୁପ୍ରିମକୋର୍ଟ ଗ୍ରୀଷ୍ମ ଅବକାଶ

ନୂଆଦିଲ୍ଲୀ,୧।୫: ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶନିବାର ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରିଛନ୍ତି । ମେ’ ୧୦ରୁ ଜୁନ ୨୮ ପର୍ଯ୍ୟନ୍ତ କୋର୍ଟ ବନ୍ଦ ରହିବ। କୋଭିଡ୍‌ ସଂକ୍ରମଣକୁ ନେଇ ବାର୍‌ ଆସୋସିଏଶନ ପକ୍ଷରୁ...

ପୁଣି ବଢ଼ିଲା ଲକ୍‌ଡାଉନ

ନୂଆଦିଲ୍ଲୀ,୧।୫ : ଆସନ୍ତା ସୋମବାର ସକାଳେ ଦିଲ୍ଲୀରେ ଶେଷ ହେବ ନାହିଁ ଲକ୍‌ଡାଉନ। କୋଭିଡ୍‌ ଲକ୍‌ଡାଉନକୁ ଆହୁରି ଏକ ସପ୍ତାହ ବଢ଼ାଇ ଦିଆଯାଇଛି। ଏ ନେଇ ଶନିବାର ସନ୍ଧ୍ୟାରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଦେଶର...

ପ୍ରିୟଙ୍କାଙ୍କ ଅଭିଯୋଗ: ‘ଉତ୍ତରପ୍ରଦେଶରେ ନିର୍ବାଚନ ଡ୍ୟୁଟି କରିଥିବା ପ୍ରାୟ ୭୦୦ ଶିକ୍ଷକ ମୃତ’

ନୂଆଦିଲ୍ଲୀ,୧।୫: କଂଗ୍ରେସର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶନିବାର କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। କରୋନା ମହାମାରୀର ଚିନ୍ତାଜନକ ପରିସ୍ଥିତିରେ ସରକାର ସତ୍ୟକୁ ଦମନ କରୁଥିବା ନେଇ ସେ ଅଭିଯୋଗ କରି କହିଛନ୍ତି, ରାଜ୍ୟରେ...

କରୋନାରେ ଚାଲିଗଲା ଆଉ ଜଣେ ଟିଭି ଆଙ୍କରଙ୍କ ଜୀବନ

ନୂଆଦିଲ୍ଲୀ,୧।୫: କରୋନା ମହାମାରୀ ଜଣଙ୍କ ପରେ ଜଣଙ୍କ ଜୀବନ ନେଇଚାଲିଛି। ଏହି ଭୂତାଣୁ ବର୍ତ୍ତମାନ ସମଗ୍ର ଦେଶରେ ଆତଙ୍କ ଖେଳାଇଛି। ପ୍ରତିଦିନ ଏମିତି ଖବର ଆସୁଛି, ଯାହା ଶୁଣି ଲୋକଙ୍କ ମନୋବଳ ଭାଙ୍ଗି ଯାଉଛି। ବର୍ତ୍ତମାନ ଆଉ ଜଣେ ଆଙ୍କର...

କରୋନା ରୋଗୀଙ୍କ ମୃତ୍ୟୁ ଦେଖି ଭୋ ଭୋ କାନ୍ଦିଲେ ଡାକ୍ତର, କହିଲେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡା. ଏ କେ ରାୟ କରୋନା ରୋଗୀଙ୍କ ମୃତ୍ୟୁ ଦେଖି ନିଜ ଚାମ୍ବରରେ ବସି ଭୋ ଭୋ ହୋଇ କାନ୍ଦୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ...

ଅକ୍ସିଜେନ୍‌ ଅଭାବ: ଜଣେ ଡାକ୍ତରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଅକ୍ସିଜେନ ଅଭାବ ଯୋଗୁ...

କିଛି ସପ୍ତାହ ଲକ୍‌ଡାଉନ୍‌ ଏବେ ଭାରତରେ ଆବଶ୍ୟକ: ଆମେରିକା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୫: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏପରିସ୍ଥଳେ ଭାରତରେ ଲକ୍‌ଡାଉନ୍‌ ଲାଗୁ କରିବ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମୁଖ୍ୟ ମେଡ଼ିକାଲ ପରାମର୍ଶଦାତା ତଥା ମହାମାରୀ ବିଶେଜ୍ଞ ଡ. ଆନ୍ଥୋନୀ ଫାୟୁସି...

କରୋନାର ତୃତୀୟ ଲହର ଆସିବ ଅକ୍ଟୋବରରେ: ପୁଣି ଘନେଇଲା ବିପଦ…

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ତେବେ ପୁଣି ବିପଦ ଘନେଇବାରେ ଲାଗିଛି। କରୋନାର ତୃତୀୟ ଲହର ଚଳିତ ବର୍ଷ ଅକ୍ଟୋବରରେ ଆସିବ ବୋଲି...

କରୋନାରେ ଶାହାବୁଦ୍ଦିନ୍‌ଙ୍କ ପରଲୋକ…

ନୂଆଦିଲ୍ଳୀ/ପାଟନା,୧।୫: କରୋନାରେ ଆକ୍ରାନ୍ତ ହୋଇ ବିହାରର ଆରଜେଡିର ପୂର୍ବତନ ଏମ୍‌ପି ମହମ୍ମଦ ଶାହାବୁଦ୍ଦିନ୍‌ଙ୍କ ପରଲୋକ ଶନିବାର ଘଟିଛି। ସେ ଦିଲ୍ଲୀର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ଏହି ଖବରକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri