ଜାତୀୟ

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଲଗାତାର ୭ ଦିନ ଧରି...

ଅଟୋରେ ଅପେକ୍ଷା କରି କରି ଚାଲିଗଲା ଜୀବନ

ନୂଆଦିଲ୍ଲୀ,୨୭।୪ : ଦେଶର ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲ ବାହାରେ ଫୁଟ୍‌ପାତରେ ବସି ଜଣେ ଯୁବକ କାନ୍ଧୁ ଥାଏ। ଉକ୍ତ ଯୁବକଙ୍କ ମା’ ପାଖରେ ଛିଡ଼ା ହୋଇଥିବା ଅଟୋରେ ଶୋଇଥିଲେ। ଦୀର୍ଘ ଘଣ୍ଟା ଧରି ଚିକିତ୍ସା ପାଇଁ ଅପେକ୍ଷା କରି...

କରୋନାରେ ପ୍ରାଣ ହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ

ଅହମ୍ମଦାବାଦ,୨୭।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କରୋନା ଅନେକ ଜୀବନ ନେଲାଣି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ ନର୍ମଦାବେନ ମୋଦି ସିଭିଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ...

ଭାରତକୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ମହାନ ଖେଳାଳି

ନୂଆଦିଲ୍ଲୀ,୨୭।୪ : ଅଷ୍ଟ୍ରେଲିଆନ ପେସର ପାଟ କୁମିନ୍ସଙ୍କ ପରେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ମହାନ କ୍ରିକେଟର ତଥା କମେଣ୍ଟଟର ବ୍ରେଟ୍‌ ଲି। ବର୍ତ୍ତମାନ ଆଇପିଏଲ ପାଇଁ ଭାରତରେ ଥିବା ୪୪ ବର୍ଷୀୟ ପୂର୍ବତନ କ୍ରିକେଟର ଟୁଇଟର...

ମୃତ ସ୍ବାମୀ ୫୦ ଦିନ ପରେ ହୋଇଉଠିଲେ ଜୀବିତ:ମାମଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଞ୍ଚି,୨୭।୪: ଝାଡଖଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାକୁରର ଉମଡାପାଡା ଥାନା ନିବାସୀ ମହେଶ୍ୱର ଟୁଡୁଙ୍କ ସ୍ତ୍ରୀ ୫୦ ଦିନ ହେବ ସ୍ବାମୀଙ୍କ ମୃତଦେହ ଏବଂ ନ୍ୟାୟ ପାଇବାକୁ କୋର୍ଟରେ ଲଢୁଥିଲେ। କିନ୍ତୁ ସ୍ବାମୀଙ୍କୁ ଜୀବିତ ଅବସ୍ଥାରେ ଦେଖି ତାଙ୍କ...

ଡାକ୍ତରଙ୍କୁ କରୋନା ଆକ୍ରାନ୍ତଙ୍କ ପରିବାରବର୍ଗ ଗୋଡ଼େଇ ଗୋଡ଼େଇ ପିଟିଲେ

ନୂଆଦିଲ୍ଲୀ,୨୭।୪ : ଦିଲ୍ଲୀର ଏକ ହସ୍ପିଟାଲର ଏମରଜେନ୍ସି ଓ୍ବାର୍ଡରେ ମଙ୍ଗଳବାର ସକାଳେ କରୋନା ଆକ୍ରାନ୍ତ ଜଣେ ୬୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାରବର୍ଗ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି। ଆପୋଲୋ ହସ୍ପିଟାଲ ବାହାରେ ଘଟିଥିବା ଏହି ଘଟଣାରେ କିଛି...

ପ୍ରଥମ ରାଜ୍ୟ ଭାବେ ୪ କୋଟିରୁ ଊର୍ଦ୍ଧ୍ୱ ନମୁନା ଯାଞ୍ଚ୍‌ କଲା ଉତ୍ତରପ୍ରଦେଶ

ଲକ୍ଷ୍ନୌ,୨୭।୪: ଦେଶରେ ପ୍ରଥମ ରାଜ୍ୟ ଭାବେ କରୋନା ପାଇଁ ୪ କୋଟିରୁ ଊର୍ଦ୍ଧ୍ୱ ନମୁନା ଯାଞ୍ଚ୍‌ କରିଛି ଉତ୍ତର ପ୍ରଦେଶ। ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ଏନେଇ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ସମୁଦାୟ...

ମୃତ୍ୟୁ ସଂଖ୍ୟା ଉପରେ ଆଲୋଚନା କରି କିଛି ଲାଭ ନାହିଁ : ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୪ : ବର୍ତ୍ତମାନ ସଙ୍କଟ ସ୍ଥିତିରେ କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ଆଲୋଚନା କରିବାର ଆବଶ୍ୟକତା ନାହିଁ। ଅଧିକ ସଂଖ୍ୟାରେ ଆକ୍ରାନ୍ତମାନେ କେଉଁ ଭଳି ଆରୋଗ୍ୟ ଲାଭ କରିବେ, ତାହା ଉପରେ ଗୁରୁତ୍ୱ ଦେବା ଦରକାର। ଏଭଳି ମନ୍ତବ୍ୟ...

ଗୋଟିଏ ଆମ୍ବୁଲାନ୍ସରେ ୨୨ ମୃତଦେହ ଶ୍ମଶାନ ଯିବା ଘଟଣା: ହାଇକୋର୍ଟ ମାଗିଲେ ଜବାବ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ କରୋନା ପରିସ୍ଥିତି ଭୟାବହ ହୋଇଛି। ଏଠାରେ ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଏହାସହ ମୃତଦେହ ପୋଡିବା ପାଇଁ ଶ୍ମଶାନରେ ଯାଗା ମିଳୁନାହିଁ। ମଙ୍ଗଳବାର ବମ୍ବେ ହାଇକୋର୍ଟ କହିଛନ୍ତି ଯେ, କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ...

କରୋନା ଆକ୍ରାନ୍ତ ବେସରକାରୀ କର୍ମଚାରୀଙ୍କୁ ମିଳିବ ୨୮ ଦିନର ଦରମା

ଲକ୍ଷ୍ନୌ,୨୭।୪ : କରୋନା ସଂକ୍ରମଣ ହାର ହୁ ହୁ ହୋଇ ବଢ଼ୁଥିବାବେଳେ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମିଳିଛି ଖୁସି ଖବର। କରୋନା ସଂକ୍ରମିତ ହେଲେ ବେସରକାରୀ କର୍ମଚାରୀଙ୍କ ଦରମା ଆଉ କଟା ଯିବ ନାହିଁ। ଏଭଳି ଏକ...

ନା ଅକ୍ସିଜେନ୍‌-ନା ଆମ୍ବୁଲାନ୍ସ: ଭୋ ଭୋ ହୋଇ କାନ୍ଦି ଝିଅର ମୃତଦେହକୁ ବାଇକ୍‌ରେ ବୋହିନେଲେ ବାପା

ଫିରୋଜାବାଦ,୨୭।୪: କରୋନା ମହାମାରୀକୁ ନେଇ ପ୍ରତିଦିନ ଯେଭଳି ଦୃଶ୍ୟ ବା ଘଟଣା ସାମ୍ନାକୁ ଆସୁଛି ତାହାକୁ ଦେଖି ଲୋକେ ସ୍ତବ୍ଧ ହୋଇଯାଉଛନ୍ତି। କରୋନା ସଙ୍କଟ ସହିତ ଅକ୍ସିଜେନ ଅଭାବର ଭୟାବହସ୍ଥିତି ଛାତି ଥରାଇ ଦେଉଛି। ନିକଟରେ ଉତ୍ତରପ୍ରଦେଶର ଫିରୋଜାବାଦ ସହରରୁ...

କୁକୁର ଟାଣି ନେଲା ମୃତଦେହ: ଶ୍ମଶାନରେ ଏଭଳି ଦୃଶ୍ୟ…

ଗାଜିଆବାଦ୍‌,୨୭।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢୁଥିବାରୁ ଅନ୍ତିମ ସଂସ୍କାର ଲାଗି ଶ୍ମଶାନରେ ସମସ୍ୟା ସୃଷ୍ଟି ହୋଇଛି। ଏପରସ୍ଥେଳେ ଉତ୍ତରପ୍ରଦେଶ ଗାଜିଆବାଦ୍‌ସ୍ଥିତ ହିଣ୍ଡନ ଶ୍ମଶାନରେ କୁକୁର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri