ଜାତୀୟ

ଡାକ୍ତରଖାନାରେ ଭର୍ତ୍ତି ହେବାର ୭ରୁ ୧୨ ଘଣ୍ଟା ମଧ୍ୟରେ ୨୦ ପ୍ରତିଶତ ରୋଗୀଙ୍କ ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨୩।୪: ଦେଶରେ କରୋନା ସଂକ୍ରମଣର ଅବସ୍ଥା ଏକ ଭୟଙ୍କର ରୂପ ନେଉଛି। ପ୍ରତିଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଡାକ୍ତରଖାନା ଗୁଡ଼ିକରେ ଏବେ ଶଯ୍ୟା ଅଭାବ ଦେଖାଦେଇଛି। ଅଧିକାଂଶ ରାଜ୍ୟରେ ଅମ୍ଳଜାନର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି।...

ଅକ୍ସିଜେନ୍‌ ସଙ୍କଟ ଯୋଗୁ ୨୪ ଘଣ୍ଟାରେ ଗଲା ୨୫ ରୋଗୀଙ୍କ ଜୀବନ

ନୂଆଦିଲ୍ଲୀ,୨୩।୪: ସାରା ଦେଶରେ କରୋନା ପରିସ୍ଥିତି ବିଗିଡିବାରେ ଲାଗିଛି। ଅମ୍ଳଜାନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଦେଶର ରାଜଧାନୀ ଦିଲ୍ଲୀରେ ଅମ୍ଳଜାନର ସଙ୍କଟ ସର୍ବାଧିକ ଦେଖାଯାଇଛି। ଦିଲ୍ଲୀର ଏକ ବଡ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ହେତୁ ରୋଗୀମାନେ ବହୁ...

କରୋନା ସ୍ଥିତି ଗମ୍ଭୀର: ଦିନକରେ ୩.୩୨ ଲକ୍ଷ ସଂକ୍ରମିତ, ୨୨୫୬ ମୃତ

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ...

ଇସିଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

କୋଲକାତା/ନୂଆଦିଲ୍ଲୀ,୨୩ା୪: ଭାରତ କୋଭିଡ୍‌-୧୯କୁ ପରାଜିତ କରିଦେଇଛି ବୋଲି ଅନେକଙ୍କ ଭ୍ରାନ୍ତ ଧାରଣା ଥିଲା। ଏବେ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସରିଯାଇଛି ଆଉ ଶବାଗାରରେ ଗଦାଗଦା ମୃତଦେହ ପଡ଼ିରହିଛି। ଦେଶ ଏକ ଚରମ ଦୁର୍ଦ୍ଦଶାର ଟ୍ରାଜେଡିକୁ ଅଙ୍ଗେ ନିଭାଉଛି। ଭୂତାଣୁର ଅଭୂତପୂର୍ବ ସଂକ୍ରମଣ...

ଟ୍ରିପଲ୍‌-ମ୍ୟୁଟାଣ୍ଟ ଚିନ୍ତାଜନକ

କୋଲକାତା, ୨୩ା୪: ପଶ୍ଚିମବଙ୍ଗରେ କରୋନା ଭୂତାଣୁର ନୂଆ ରୂପ (ଟ୍ରିପଲ୍‌ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌) ମିଳିବା ପରେ ଏହା ଚିନ୍ତା ବଢ଼ାଇଛି। ଡବଲ୍‌ ମ୍ୟୁଟାଣ୍ଟ (ବି.୧.୬୧୭) ପରେ ଭାରତରେ ଏହା ଦ୍ୱିତୀୟ ଟ୍ରିପଲ୍‌ ମ୍ୟୁଟାଣ୍ଟ (ବି.୧.୬୧୮) ଷ୍ଟ୍ରେନ୍‌। ଉକ୍ତ ନୂଆ ରୂପ...

ଜାତୀୟ ଜରୁରୀ ପରିସ୍ଥିତି

ନୂଆଦିଲ୍ଲୀ,୨୩ା୪:ସମ୍ପ୍ରତି ଭାରତରେ ଉପୁଜିଥିବା କୋଭିଡ୍‌-୧୯ ସ୍ଥିତିକୁ ସୁପ୍ରିମକୋର୍ଟ ନ୍ୟାଶନାଲ ଏମର୍ଜେନ୍ସି ବା ଜାତୀୟ ଜରୁରିକାଳୀନ ପରିସ୍ଥିତି ବୋଲି ଅଭିହିତ କରିଛନ୍ତି। ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ, ଶଯ୍ୟା ଓ ଆଣ୍ଟାଇ-ଭାଇରାଲ ଡ୍ରଗ୍‌ ରେମ୍‌ଡେସିଭିର ସଙ୍କଟକୁ ନେଇ ୬ ହାଇକୋର୍ଟରେ କେତେକ ପିଟିଶନର ଶୁଣାଣି...

କୋଭିଡ ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ: ୧୩ ଜଣ କରୋନା ରୋଗୀଙ୍କ ଜୀବନ ଗଲା

ମୁମ୍ବାଇ,୨୩।୪।: ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ବିରାର ଅଞ୍ଚଳରେ ବିଜୟ ବଲ୍ଲଭ କୋଭିଡ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ୧୫ ଜଣ ରୋଗୀ ହସ୍ପିଟାଲରେ ଆଇସିୟୁରେ ଥିଲେ, ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର...

ଆଉ ୩ ସପ୍ତାହ ପରେ କମିବ ସଂକ୍ରମଣ

ନୂଆଦିଲ୍ଲୀ, ୨୨।୪: ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବା ବେଳେ ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଏହା ଶୀର୍ଷରେ ପହଞ୍ଚତ୍ବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶେଷଜ୍ଞମାନଙ୍କ ଗାଣିତିକ ସୂତ୍ର ଅନୁଯାୟୀ ମେ’ ୧୧ରୁ ୧୫ ମଧ୍ୟରେ ଦେଶରେ ସକ୍ରିୟ ମାମଲା...

ପଶ୍ଚିମବଙ୍ଗର ଟ୍ରିପଲ୍‌-ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ବଢାଉଛି ଚିନ୍ତା

କୋଲକାତା, ୨୨।୪: ପଶ୍ଚିମବଙ୍ଗରେ କରୋନା ଭୂତାଣୁର ନୂଆ ରୂପ (ଟ୍ରିପଲ୍‌ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌) ମିଳିବା ପରେ ଏହା ଚିନ୍ତା ବଢ଼ାଇଛି। ଡବଲ୍‌ ମ୍ୟୁଟାଣ୍ଟ (ବି.୧.୬୧୭) ପରେ ଭାରତରେ ଏହା ଦ୍ୱିତୀୟ ଟ୍ରିପଲ୍‌ ମ୍ୟୁଟାଣ୍ଟ (ବି.୧.୬୧୮) ଷ୍ଟ୍ରେନ୍‌। ଉକ୍ତ ନୂଆ ରୂପ...

ଚିଠି ସହ ଚୋର ଫେରାଇଲା କୋଭିଡ୍‌ ଟିକା ଭର୍ତ୍ତି ବ୍ୟାଗ୍‌

ଚଣ୍ଡିଗଡ଼,୨୨।୪ : ହରିୟାଣର ରାଜଧାନୀ ଚଣ୍ଡିଗଡ଼ରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ଗୁରୁବାର ୧୭୦୦ କୋଭିଡ୍‌-୧୯ ଟିକା ଭର୍ତ୍ତି ଥିବା ଏକ ବ୍ୟାଗ ଚୋରି କରିଥିଲା। କିନ୍ତୁ ବ୍ୟାଗରେ କ’ଣ ଅଛି ଜାଣିବା ପରେ ବଦଳି ଯାଇଥିଲା...

ମାଗଣା ବିଅର ପାଇଲେ କରୋନା କଥା ଚିନ୍ତା କରୁଛି କିଏ

ବାଙ୍ଗାଲୋର,୨୨।୪ : କରୋନାର ଦ୍ୱିତୀୟ ଲହର ଯୋଗୁ ଦେଶରେ ଦୈନିକ ସଂକ୍ରମଣ ପ୍ରତ୍ୟେକ ଦିନ ରେକର୍ଡ କରୁଛି। ଏହା ସତ୍ତ୍ୱେ ବଦଳି ନାହିଁ ଲୋକଙ୍କ ମାନସିକତା। ଏବେ ମଧ୍ୟ ଲୋକେ କରୋନାଠୁ ସୁରକ୍ଷିତ ରହିବା ବଦଳରେ ମାଗଣା ବିଅରକୁ ପ୍ରଧାନ୍ୟ...

ଅକ୍ସିଜେନ ନ ଥିବା ହସ୍ପିଟାଲର ତାଲିକା ପ୍ରକାଶ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ୨୨।୪: ଦିଲ୍ଲୀରେ କରୋନା ସଂକ୍ରମଣ ଉଗ୍ରରୂପ ଧାରଣ କରିଛି। ଏଭଳି ସ୍ଥିତିରେ ଦିଲ୍ଲୀର ୬ଟି ଘରୋଇ ଡାକ୍ତରଖାନାରେ ଅମ୍ଳଜାନ ଷ୍ଟକ ନ ଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅମ୍ଳଜାନ ନ ଥିବା ୬ଟି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri