ଜାତୀୟ

ସଂକ୍ରମଣକୁ ଅଟକାଇ ପାରିବ ନାହିଁ ଟିକା

ନୂଆଦିଲ୍ଲୀ, ୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୀଷଣ ବେଗରେ ମାଡ଼ିଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଦେଶର ୩ ଜଣ ପ୍ରମୁଖ ଡାକ୍ତର ନାଗରିକମାନଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ, ନାରାୟଣ ହେଲ୍‌ଥର ଅଧ୍ୟକ୍ଷ...

ନାଗରିକଙ୍କ ଜୀବନ ସରକାରଙ୍କ ପାଇଁ ମୂଲ୍ୟହୀନ

ନୂଆଦିଲ୍ଲୀ,୨୧।୪: ଭିକ ମାଗ, ଧାର କର କିମ୍ବା ଚୋରି କର। ଏହା ତୁମ କାମ। କିନ୍ତୁ ଅକ୍ସିଜେନ ଅଭାବ ଯୋଗୁ ଯେମିତି ନାଗରିକଙ୍କ ମୃତ୍ୟୁ ନ ହୁଏ। ବର୍ତ୍ତମାନ ପରିସ୍ଥିତ ସତ୍ତ୍ୱେ ସରକାରଙ୍କ ଚେତା ପଶୁ ନାହିଁ। ଏହା ଦର୍ଶାଉଛି...

ଟିକା ନେବା ପରେ ପ୍ରତି ୧୦ ହଜାରରୁ ୨-୪ ଜଣ ଆକ୍ରାନ୍ତ ହେଉଛନ୍ତି

ନୂଆଦିଲ୍ଲୀ,୨୧।୪: ଟିକା ନେବା ପରେ କରୋନା ଖୁବ୍‌ କମ୍‌ ସଂଖ୍ୟାରେ ଲୋକେ କୋଭିଡ୍‌ ଆକ୍ରାନ୍ତ ହେଉଛନ୍ତି। ଆଉ ଏହା ଚିନ୍ତା ଜନକ ନୁହେଁ ବୋଲି ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଟିକା ନେବା ପରେ ଆକ୍ରାନ୍ତ ହେବାକୁ ‘ବ୍ରେକଥ୍ରୁ...

ଶବଦାହ ପାଇଁ ଅସ୍ଥାୟୀ ଗ୍ରାଉଣ୍ଡ ଖୋଜୁଛନ୍ତି କର୍ନାଟକ ସରକାର

ବେଙ୍ଗାଲୁରୁ,୨୧।୪: କରୋନାର ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଥିବା ଅନ୍ୟ ରାଜ୍ୟ ଠାରୁ କର୍ନାଟକରେ ମୃତ୍ୟୁହାର କମ ରହିଛି। କିନ୍ତୁ ରାଜ୍ୟର ରାଜଧାନୀରେ ଗତ କିଛି ଦିନ ହେଲା ଦିନ ରାତି ଜଳୁଛି ଜୁଇ। ତଥାପି ଶବଦାହ କେନ୍ଦ୍ରରେ ଲାଗି ରହିଛି...

ହୋମ୍‌ ଆଇସୋଲେଶନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୋମବାର କରୋନା ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୋଖରିୟାଲ ଟୁଇଟ କରି ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।...

କୋଭାକ୍ସିନ୍‌ ଡବଲ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନ୍‌କୁ କରିବ ନଷ୍ଟ…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ ଟିକା ଦିଆଯାଉଛି। ସ୍ବଦେଶୀ ଜ୍ଞାନକୌଶଳରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା...

ଏହି କୋଭିଡ୍‌ ଭ୍ୟାରିଆଣ୍ଟ୍‌ ଦେଶରେ ରଚିଛି ତାଣ୍ଡବ…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଦେଶରେ କରୋନାର ବି-୧-୬୧୮ ଭ୍ୟାରିଆଣ୍ଟ୍‌ ତାଣ୍ଡବ ରଚିଛି ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ଏହାକୁ ବି-୧-୬୧୭ର ଡବଲ ମ୍ୟୁଟାଣ୍ଟ୍‌ ମଧ୍ୟ କୁହାଯାଇଥାଏ। ଗତ ୬୦ ଦିନ ମଧ୍ୟରେ ସଂଗ୍ରହ...

ହସ୍ପିଟାଲରେ ଅକ୍ସିଜେନ୍‌ ଲିକ୍‌…

ନାସିକ୍‌,୨୧।୪: ଦେଶରେ କରୋନା ଲଢ଼େଇ ଜାରି ରହିଥିବାବେଳେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଏପରିସ୍ଥଳେ ମହାରାଷ୍ଟ୍ର ନାସିକ୍‌ର ଡ.ଜାକିର ହୁସେନ୍‌ ହସ୍ପିଟାଲରେ ଅକ୍ସିଜେନ୍‌ ଲିକ୍‌ ହୋଇଛି। ଏଥିରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା...

ଭାରତ କଲା ରେକର୍ଡ: ଚାଇନା-ଆମେରିକା ପଡ଼ିଲେ ପଛରେ …

ନୂଆଦିଲ୍ଲୀ,୨୧।୪: କରୋନା ଲଢ଼େଇ କ୍ଷେତ୍ରରେ ଭାରତ ଏକ ନୂଆ ରେକର୍ଡ ରଚିଛି। ଶୀଘ୍ର ସାର୍ବଜନୀକ ଟିକାଦାନ କରି ଭାରତ ପୃଥିବୀରେ ନୂଆ ରେକର୍ଡ କରିଛି। ଟିକାଦାନରେ ଭାରତ ଆମେରିକାକୁ ପଛରେ ପକାଇ ଦେଇଛି। ଭାରତ ମାତ୍ର ୧୦୯ ଦିନରେ ୧୩...

ଟିକା ଦର ଧାର୍ଯ୍ୟ କଲା ସେରମ: ଏତିକି ଟଙ୍କାରେ ମିଳିବ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଟିକାକରଣକୁ ଜୋରଦାର ପାଇଁ କେନ୍ଦ୍ର ସରକାର ଆଗେଇ ଆସିଛନ୍ତି। କୋଭିଶିଲ୍ଡ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ବୁଧବାର ଟିକା ଦର ଧାର୍ଯ୍ୟ କରିଛି। ଖେଶଲା ବଜାରରେ...

ଇଞ୍ଜେକଶନ୍‌ରେ ପାଣି ଭର୍ତ୍ତି କରି ୨୮୦୦୦ ଟଙ୍କାରେ ବିକ୍ରି….

ନାଗପୁର,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଥିବାବେଳେ ନକଲି ଇଞ୍ଜେକଶନ୍‌ କାରବାର ହେଉଥିବା ଅଭିଯୋଗ ହେଉଛି। ମହାରାଷ୍ଟ୍ରରେ ରେମଡେସିଭିର୍‌ କରୋନା ଇଞ୍ଜେକଶନରେ ପାଣି ଭର୍ତ୍ତି କରି ଏହାକୁ ୨୮୦୦୦ ଟଙ୍କାରେ ବିକ୍ରି କରୁଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ...

ଭାରତରେ ହେଲା ସ୍ବାମୀଙ୍କ ମୃତ୍ୟୁ, ଚାଇନାରେ ଥାଇ ଭିଡିଓ କଲ୍‌ରେ ଅନ୍ତିମ ସଂସ୍କାର କଲେ ସ୍ତ୍ରୀ

ଭୋପାଳ,୨୧।୪।: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କର କରୋନାରେ ମୃତ୍ୟୁ ଘଟିଛି। ମନୋଜ ଶର୍ମା ନାମକ ଏହି ବ୍ୟକ୍ତି ଜଣଙ୍କ ଚାଇନାର ଏକ ବ୍ୟାଙ୍କ୍‌ରେ କାମ କରୁଥିଲେ। ୧୨ ଦିନ ପର୍ଯ୍ୟନ୍ତ କରୋନା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri