ଜାତୀୟ

କରୋନାରୁ କେବେ ମିଳିବ ମୁକ୍ତି, ମୋଦିଙ୍କ ପରାମର୍ଶଦାତା ଦେଲେ ସୂଚନା…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍‌ ହେବା ଯୋଗୁ ସଙ୍କଟ ବଢିଛାଲିଛି। ତେବେ କରୋନା ସଂକ୍ରମଣ ମେ’ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ...

ମାଡ଼ି ଆସୁଛି ବିପଦ…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍‌ ହେବା ଯୋଗୁ ସଙ୍କଟ ବଢିଛାଲିଛି। କରୋନା ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିିଛି। ବିପଦ ପୁଣି ମାଡ଼ିଆସୁଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ...

ରାମ ନବମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: କରୋନାର ଦ୍ୱିତୀୟ ଲହର ମଧ୍ୟରେ ଆଜି ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ରାମ ନବମୀ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ପାଳନ କରାଯାଏ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ...

ଫେବୃୟାରୀରୁ ହୋଇନି ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ନ ହେବା ନେଇ ଚୁକ୍ତି ହେବା ପରେ ଫେବୃୟାରୀଠାରୁ ଏଲ୍‌ଓସିରେ ଶାନ୍ତି ବଜାୟ ରହିଥିବା ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ୍‌. ଏମ୍‌. ନରଓ୍ବଣେ ସୋମବାର କହିଛନ୍ତି। ଚାଇନା ସହ ସୀମା ବିବାଦକୁ...

ପତନର ଅଂଶୀଦାର ନ ହେଉ ପଶ୍ଚିମବଙ୍ଗ

କୋଲକାତା: ସ୍ଥାନୀୟ ନେତାଙ୍କ ବଦଳରେ କେନ୍ଦ୍ରୀୟ ନେତାଙ୍କୁ ବାଛି ପଶ୍ଚିମବଙ୍ଗ ‘ଜାତୀୟ ପତନ’ରେ ଅଂଶୀଦାର ନ ହେଉ ବୋଲି କହିଛନ୍ତି ନୋବେଲ ବିଜେତା ଅମର୍ତ୍ତ୍ୟ ସେନ। ଅର୍ଥନୀତି ପାଇଁ ଉପଯୁକ୍ତ ପଲିସି ପ୍ରସ୍ତୁତି ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ଅତ୍ୟନ୍ତ...

୩ ପ୍ରବାସୀ ଶ୍ରମିକ ମୃତ

ଗ୍ବାଲିଅର, ୨୧ା୪: ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ମଧ୍ୟପ୍ରଦେଶର ଗ୍ବାଲିଅର ଜିଲାରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି...

ଲକ୍‌ଡାଉନ୍‌ ଶେଷ ବିକଳ୍ପ

ନୂଆଦିଲ୍ଲୀ,୨୧ା୪: କୋଭିଡ୍‌-୧୯ ବିରୋଧରେ ଦେଶ ଏକ ବଡ଼ ଯୁଦ୍ଧକୁ ସାମ୍ନା କରୁଛି। ନିକଟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁ ସ୍ଥିତିରେ ସୁଧାର ଆସିବ। ଲକ୍‌ଡାଉନ୍‌ ଜାରି କରିବା ଶେଷ ବିକଳ୍ପ ହେବା ଉଚିତ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ...

ଅକ୍ସିଜେନ୍‌ ହାହାକାର

ନୂଆଦିଲ୍ଲୀ/ମୁମ୍ବାଇ,୨୧ା୪: ଭାଇରସ୍‌ ଚାଲିଗଲାଣି, ଆଉ କିଛି ହେବ ନାହିଁ। ଘାତକ ଭୂତାଣୁକୁ ନେଇ ସୁରକ୍ଷାର ଏଭଳି ମିଛ ଭାବନା ଭାରତୀୟମାନଙ୍କୁ ପୁଣିଥରେ ମହାମାରୀ କବଳକୁ ଟାଣିନେଇଛି। ଫଳରେ କୋଭିଡ୍‌-୧୯ ଭୂତାଣୁର ନୂଆ ଲହର ଦେଶକୁ ଏକ ବଡ଼ ବିପତ୍ତିକୁ ଡାକିଆଣିଛି।...

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ମୃତ୍ୟୁ ସଖ୍ୟା ୨ ହଜାର ଟପିଲା

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ଅଢେଇ ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ...

ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୦।୪ : କରୋନାର ଦ୍ୱିତୀୟ ଲହର ଦେଶକୁ ଏକ ଝଡ଼ ଭଳି ଆଘାତ ଦେଇଛି। ଏହାଦ୍ୱାରା ଦେଶରେ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି। କିନ୍ତୁ ଲକ୍‌ଡାଉନକୁ ଶେଷ ଅସ୍ତ୍ର ହେଉ ବୋଲି ଦେଶକୁ ସମ୍ବୋଧନ ଦେଇ ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ...

ରିଲିଜ ନ ହୋଇପାରେ ସୁଶାନ୍ତ ସିଂଙ୍କ ଫିଲ୍ମ : ନିର୍ମାତାଙ୍କୁ ହାଇକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୨୦।୪ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରେ ନିର୍ମିତ ଫିଲ୍ମ ଉପରେ ଦେଖାଦେଇଛି ସଙ୍କଟ। ଫିଲ୍ମ ଉପରେ ବ୍ୟାନ ଲଗାଇବା ପାଇଁ ସୁଶାନ୍ତଙ୍କ ବାପା ଦିଲ୍ଲୀ ହାଇ କୋର୍ଟରେ ଯାଚିକା ଦାଖଲ କରିଥିଲେ। ଏହାର ଶୁଣାଣି କରି...

ଅଭାବ ବେଳେ ନଷ୍ଟ ହୋଇଛି ୪୪ ଲକ୍ଷ ଟିକା

ନୂଆଦିଲ୍ଲୀ, ୨୦।୪: ବିଭିନ୍ନ ରାଜ୍ୟରେ କରୋନା ଟିକାର ଅଭାବ ଦେଖାଦେଇଥିବାବେଳେ ସାମ୍ନାକୁ ଆସିଛି ଚିନ୍ତିିତ କଲା ଭଳି ତଥ୍ୟ। ଏପ୍ରିଲ ୧୧ ତାରିଖ ସୁଦ୍ଧା ବିଭିନ୍ନ ରାଜ୍ୟକୁ ପଠାଯାଇଛି ୧୦ କୋଟି ଟିକା। ସେଥି ମଧ୍ୟରୁ ୪୪ ଲକ୍ଷ ଟିକା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri