ଜାତୀୟ

ଦିଲ୍ଲୀରୁ ସିଧାସଳଖ ଆମେରିକା ଉଡିବ ବିମାନ

ନୂଆଦିଲ୍ଲୀ,୨୨।୭: ଏୟାର ଇଣ୍ଡିଆ ସୋମବାର ଘୋଷଣା କରିଛି ଯେ ଏହାର ଫ୍ଲାଗସିପ ଏୟାରବସ ଏ-୩୫୦-୯୦୦ ବିମାନ ଯଥାକ୍ରମେ ନଭେମ୍ବର ୧, ୨୦୨୪ ଏବଂ ଜାନୁୟାରୀ ୨,୨୦୨୫ ରୁ ଦିଲ୍ଲୀ-ନ୍ୟୁୟର୍କ ଏବଂ ଦିଲ୍ଲୀ-ନ୍ୟୁୟର୍କ ମାର୍ଗରେ କାର୍ଯ୍ୟ କରିବ। ଏୟାର ଇଣ୍ଡିଆ ଦାବି...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୧ରୁ ୫୦ ବର୍ଷ ବୟସର ମହିଳାଙ୍କୁ ମଳିବ ପ୍ରତି ମାସରେ ୧୦୦୦

ରାଞ୍ଚି, ୨୨।୦୭: ରାଜ୍ୟରେ ୨୧ ରୁ ୫୦ ବର୍ଷ ବୟସର ୪୦ ଲକ୍ଷ ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ଯୋଜନା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ଏନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ...

ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଜାମିନ୍‌, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୨।୦୭: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟରୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି । ମଦ ଦୁର୍ନୀତି ମାମଲାରେ ଜଡ଼ିତ ସିବିଆଇର ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ...

କୃଷକ ସଂଗଠନର ବଡ଼ ଘୋଷଣା, ପୁଣି କରିବେ ଆନ୍ଦୋଳନ

ନୂଆଦିଲ୍ଲୀ, ୨୨।୦୭: ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ୍‌ ସମେତ ଅନ୍ୟ କେତେକ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇବେ କୃଷକ । ଏନେଇ ରାଜଧାନୀ ଦିଲ୍ଲୀରେ ବଡ଼ ଘୋଷଣା କରିଛନ୍ତି କୃଷକ ସଂଗଠନ । ଦିଲ୍ଲୀର ଏକ...

ଖୁସି ଖବର ଦେଲେ ଉପ-ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ, ସିଙ୍ଗାପୁରରୁ…

ଅମରାବତୀ, ୨୨।୦୭: ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ତେଲୁଗୁ ଅଭିନେତା ତଥା ରାଜନେତା ପୱନ କଲ୍ୟାଣଙ୍କ ଦଳ ଭ କରିଥିବା ବେଳେ ସେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି । କିନ୍ତୁ ଏବେ ତାଙ୍କ ପତ୍ନୀ ତଥା ରୁଷୀୟ...

ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଏମିତି ରହିଛି ସର୍ତ୍ତ, ଓଡ଼ିଶାକୁ…

ନୂଆଦିଲ୍ଲୀ, ୨୨।୭: ବିହାରକୁ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ନେଇ ଜେଡିୟୁ ନେତା ମାଗିଥିବା ଉତ୍ତରରେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଲିଖିତ ଭାବେ ଜଣାଇଛନ୍ତି । ସେ କହିଛନ୍ତି ଯେ ସ଼୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାକୁ ହେଲେ ଏଥିପାଇଁ ଉଦ୍ଧିଷ୍ଟ...

ଅପ୍ରାକୃତିକ ଯୌନ ଉତ୍ପୀଡ଼ନ ମାମଲାରେ ସୁରଜ ରେଭନ୍ନାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨।୭: ଜଣେ ପୁରୁଷ ଜେଡିଏସ କର୍ମଚାରୀଙ୍କୁ ଅସ୍ବାଭାବିକ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିବା ପାର୍ଟି ଏମଏଲସି ଏବଂ ଜେଡିଏସ ନେତା ଡକ୍ଟର ସୁରଜ ରେଭନ୍ନାଙ୍କୁ ରବିବାର (ଜୁଲାଇ ୨୨)ରେ ମାଜିଷ୍ଟ୍ରେଟ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ...

ମୁହଁ ମୋଡିଲେ ମୋଦି ସରକାର, ଲାଲୁ ବି ଦାବି କଲେ ଇସ୍ତଫା, ଚିନ୍ତାରେ ନୀତୀଶ!

ପାଟନା,୨୨।୭: ବିହାର ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ସମ୍ଭବ ନୁହେଁ। ମୋଦି ସରକାରଙ୍କ ତରଫରୁ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଜେଡିୟୁ ଏମପି ରାମପ୍ରୀତ ମଣ୍ଡଳଙ୍କ ପ୍ରଶ୍ନର ଏହି ଉତ୍ତର ଦେଇଛନ୍ତି। ପଙ୍କଜ ଚୌଧୁରୀ ତାଙ୍କ ଲିଖିତ...

NEET-UG ବିବାଦରେ ଆଇଆଇଟି ଦିଲ୍ଲୀକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୨।୦୭: NEET-UG ୨୦୨୪ ପରୀକ୍ଷା ବିବାଦକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଆଇଆଇଟି ଦିଲ୍ଲୀକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନର ଉତ୍ତର ଉପରେ ରାୟ...

ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ବଡ଼ ଦାବି, ବର୍ଷକୁ ଦରକାର ୮୦ ଲକ୍ଷ ଚାକିରି

ନୂଆଦିଲ୍ଲୀ, ୨୨।୦୭: ଭାରତରେ ପ୍ରତିବର୍ଷ ୮୦ ଲକ୍ଷ ଚାକିରି ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏମିତି ଏକ ବଡ଼ ଦାବି କରିଛନ୍ତି ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନାଗେଶ଼୍ବରନ୍‌ । ଏଥିସହିତ ସେ କହିଛନ୍ତି ଯେ ଅଭିବୃଦ୍ଧି ହାର...

ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଶରଦ ପାଓ୍ବାର

ମୁମ୍ବାଇ,୨୨।୭: ଲୋକ ସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରରେ ଶାସକ ଦଳର ନେତା ଏବଂ ବିରୋଧୀଙ୍କ ମଧ୍ୟରେ ଏକ ବୈଠକ ଚାଲିଛି। ମୁମ୍ବାଇରେ ଶରଦ ପାୱାର ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଆଜିର ବୈଠକ ଉତ୍ସାହକୁ ଆହୁରି ବଢାଇ ଦେଇଛି।...

ବିହାରକୁ ବଡ଼ ଝଟ୍‌କା ଦେଲେ ମୋଦି ସରକାର, ଆଉ ମିଳିବନି…

ନୂଆଦିଲ୍ଲୀ, ୨୨।୭: ମୋଦି ସରକାରଙ୍କ ତୃତୀୟ ପାଳି ବଜେଟ୍‌ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଏହାର ଠିକ୍‌ ପୂର୍ବରୁ ବିହାରକୁ ବଡ଼ ଝଟ୍‌କା ଲାଗିଛି । ବିହାରର ସ଼୍ବତନ୍ତ୍ର ରାଜ୍ୟ ଦାବିକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri