ଜାତୀୟ

ଏହି ସହରରେ ଅମାନିଆଙ୍କୁ ୨ ଘଣ୍ଟା ଜେଲଦଣ୍ଡ: ଜିଲାପାଳଙ୍କ ନିର୍ଦ୍ଦେଶ ଜାରି…

ଇନ୍ଦୋର,୧୩।୪: କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାରୁ ମଧ୍ୟପ୍ରଦେଶର କେତେକ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ କେତେକ ଅମାନିଆ ଆଇନର ଉଲ୍ଲଂଘନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇନ୍ଦୋରର ଅତିରିକ୍ତ ଜିଲାପାଳ ପଓ୍ବନ ଜୈନ୍‌ ଅମାନିଆଙ୍କୁ ଧରି...

ସ୍ତ୍ରୀ ସମେତ ୪ ଜଣଙ୍କୁ ହତ୍ୟା କରି ବକ୍ସଖଟରେ କଲେ ଭର୍ତ୍ତି: ଘର ତାଲା ପକାଇ ବୁଲେଟ ଧରି ଛୁ’

ଜାମସେଦପୁର,୧୩।୪: ଝାଡଖଣ୍ଡର ଜାମସେଦପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସମେତ ୪ ଜଣଙ୍କୁ ହତ୍ୟା କରି ଖଟବକ୍ସରେ ଭର୍ତ୍ତି କରି ବୁଲେଟ୍‌ ଧରି ଫେରାର ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ଅଭିଯୁକ୍ତ ଦୀପକଙ୍କୁ ଗିରଫ କରାଯାଇନାହିଁ। କଦମା ତିସ୍ତା ରୋଡ କ୍ୱାର୍ଟର...

ପିପିଇ କିଟ୍‌ ପିନ୍ଧି ଅଭିଯୁକ୍ତଙ୍କୁ ବାନ୍ଧି ନେଲେ ପୋଲିସ ବାବୁ…

ଜବଲପୁର,୧୩।୪: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। କରୋନା ପଜିଟିିଭ୍‌ ଏବଂ କରୋନା ନେଗେଟିଭ୍‌ ଦୁଇ ଅଭିଯୁକ୍ତଙ୍କୁ ଜଣେ ପୋଲିସ ବାବୁ ପିପିଇ କିଟ୍‌ ପିନ୍ଧି ବାନ୍ଧି ନେଉଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ସେମାନଙ୍କ ବିରୋଧରେ...

ହସ୍ପିଟାଲରେ ବେଡ୍‌ ଫୁଲ୍‌: ବାହାରେ ଆମ୍ବୁଲାନ୍ସ୍‌ରେ ଆକ୍ରାନ୍ତ…

ଅହମଦାବାଦ୍‌,୧୩।୪: ଗୁଜରାଟ ଅହମଦାବାଦରେ ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ବେକାବୁ ହେବାରେ ଲାଗିଛି। ସହରର ବଡ଼ ହସ୍ପିଟାଲ କୁହାଯାଉଥିବା ସ୍ଥାନୀୟ ସିଭିଲ୍‌ ହସ୍ପିଟାଲରେ ଥିବା ୧୨୦୦ ବେଡ୍‌ ଏବେ ଫୁଲ୍‌ ହୋଇ ଯାଇଛି। ବେଡ୍‌...

ନଈକୁ ଖସିଲା ମିନି ବସ୍‌: ଭାସିଗଲେ ଯାତ୍ରୀ…

ଶ୍ରୀନଗର,୧୩।୪: ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ିଆ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ନିୟନ୍ତ୍ରଣ ହରାଇ ନଈକୁ ଖସିପଡ଼ିଛି। ଏଥିରେ ୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା...

ଚନ୍ଦ୍ରାବାବୁଙ୍କୁ ପଥର ମାଡ଼

ହାଇଦ୍ରାବାଦ, ୧୩।୪: ଜେଡ୍‌ ପ୍ଲସ ସୁରକ୍ଷା ସତ୍ତ୍ୱେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡ଼ୁଙ୍କ ଉପରେ ସୋମବାର ପଥର ମାଡ଼ ହୋଇଛି। ତିରୁପତିଠାରେ ଏକ ସଭାରେ ଉଦ୍‌ବୋଧନ ଦେଉଥିବାବେଳେ ତାଙ୍କ ଉପରକୁ କେହି ପଥର ଫିଙ୍ଗିଥିଲେ।...

ବାବ୍ରୀ ମାମଲା ରାୟ ଦେଇଥିବା ବିଚାରପତି ହେଲେ ୟୁପି ଉପଲୋକାୟୁକ୍ତ

ଲକ୍ଷ୍ନୌ, ୧୩ା୪: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାରେ ରାୟ ଦେଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କୁ ଉତ୍ତରପ୍ରଦେଶର ଉପଲୋକାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ସୋମବାର ଲୋକାୟୁକ୍ତ ସଞ୍ଜୟ ମିଶ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ଆସନ୍ତା ୬ ବର୍ଷ...

ସ୍ଥିତି ଅଣାୟତ୍ତ: ରେକର୍ଡ ଭାଙ୍ଗୁଛି କରୋନା

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି କୋକୁଆ ଭୟ ସୃଷ୍ଟି କରିଛି।ଗତ ୨୪...

ପ୍ରତିବନ୍ଧକ ବିରୋଧରେ ଧାରଣାରେ ବସିବେ ମମତା

କୋଲକାତା, ୧୨ା୪- ନିର୍ବାଚନ ଆୟୋଗ (ଇସି) ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ବିରୋଧରେ କୋଲକାତାସ୍ଥିତ ଗାନ୍ଧୀ ମୃର୍ତ୍ତିଠାରେ ମଙ୍ଗଳବାର ଅପରାହ୍ନ ୧୨ଟାରେ ଧାରଣରେ ବସିବେ ବୋଲି ଟୁଇଟ୍‌ କରି...

ସରକାରୀ ମେଡିକାଲରେ ବିଛାଡ଼ି ହୋଇ ପଡ଼ିଛି ମୃତଦେହ

ଭୋପାଳ, ୧୨ା୪- ମେଡିକାଲରେ ଏଣେତେଣ ପଡ଼ି ରହିଛି ମୃତଦେହ। କେବଳ ଚଟାଣାରେ କିମ୍ବା ବାହାରେ ନୁହେଁ, ମେଡିକାଲ ପରିସରରେ ଯେଉଁଠାରେ ଫାଙ୍କା ଯାଗ ମିଳିଲା ସେଠାରେ ରଖାଯାଇଛି କୋଭିଡ୍‌ କାରଣରୁ ଘଟିଥିବା ଲୋକଙ୍କ ମୃତୁଦେହ। ଛତିଶଗଡ଼ ରାଜଧାନୀ ରାୟପୁରର ସବୁଠୁ...

ବାଇପାସ୍‌ ସର୍ଜରୀ ପରେ ଏମ୍ସରୁ ଫେରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୨।୪: ହୃତ୍‌ପିଣ୍ଡରେ ବାଇପାସ୍‌ ସର୍ଜରୀ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଏମ୍ସରୁ ଫେରିଛନ୍ତି। ରାଷ୍ଟ୍ରପତି ଭବନରେ ପହଞ୍ଚତ୍ବା ପରେ କୋବିନ୍ଦ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇନ୍ତି। ଏଥିସହିତ ଏମ୍ସ ଏବଂ ଆର୍ମି...

ନିର୍ବାଚନ ପ୍ରଚାର କରିପାରିବେ ନାହିଁ ମମତା

କୋଲକାତା, ୧୨ା୪- ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ (ଇସି)। ତୃଣମୂଳ କଂଗ୍ରେସ ସୁପ୍ରିମୋ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନିର୍ବାଚନ ରାଲି ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଭାଗ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri