ଜାତୀୟ

ଦିନ ମଜୁରିଆ ଲାଇବ୍ରେରୀ ପରିଚାଳକଙ୍କୁ ସୋସିଆଲ ମିଡିଆରୁ ମିଳିଲା ସହାୟତା

ମାଇସୁରୁ, ୧୧ା୪- ୬୨ ବର୍ଷୀୟ ଦିନ ମଜୁରିଆଙ୍କ ଦ୍ୱାରା ପରିଚାଳିତ ଲାଇବ୍ରେରୀରେ ଗତ ଶୁକ୍ରବାର କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଲାଇବ୍ରେରୀରେ ୧୧ ହଜାରରୁ ଊର୍ଦ୍ଧ୍ୱ ପୁସ୍ତକ ଥିଲା। ଲାଇବ୍ରେରୀରେ ରଖାଯାଇଥିବା ପ୍ରାୟତଃ ବହି ଥିଲା କନଡ଼ ଭାଷାରେ।...

ହସ୍ପିଟାଲ ବେଡ୍‌ ପାଇଁ ରୋଗୀଙ୍କୁ ହତ୍ୟା

ଶାହଜାହାନପୁର,୧୧।୪: ଉତ୍ତରପ୍ରଦେଶର ଶାହଜାହାନପୁର ଜିଲା ହସ୍ପିଟାଲରେ ଶଯ୍ୟାକୁ ନେଇ ବିବାଦ ପରେ ଜଣେ ରୋଗୀ ଅନ୍ୟ ଜଣଙ୍କୁ ହତ୍ୟା କରିଛନ୍ତି। ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ହଂସରାଜଙ୍କୁ ଶନିବାର ରାତିରେ ୨୧ ନମ୍ବର ବେଡ୍‌ ଦିଆଯାଇଥିଲା। ମାନସିକ ଭାରସାମ୍ୟ ହରାଇଥିବା...

ଓ୍ବାଜେଙ୍କ ସହଯୋଗୀ ପୋଲିସ ଇନ୍ସପେକ୍ଟର ରିୟାଜ ଗିରଫ

ମୁମ୍ବାଇ, ୧୧।୪: ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି କାର ଜବତ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ନିଲମ୍ବିତ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କ ସହଯୋଗୀ ରିୟାଜ କାଜିଙ୍କୁ ଗିରଫ କରିଛି। ଆସିଷ୍ଟାଣ୍ଟ ପୋଲିସ...

ଭାରତରେ ପ୍ରସ୍ତୁତ ମେଡିସିନର ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୧ା୪- ଦେଶରେ ହୁ ହୁ ହୋଇ ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକଶନର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଦେଶରେ କରୋନା ସ୍ଥିତି ନ ସୁଧିରିବା...

ନୋଏଡ଼ା ଅଗ୍ନିକାଣ୍ଡ: ୨ ଶିଶୁ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ, ୧୧ା୪- ନୋଏଡାର ସେକ୍ଟର ୬୩ରେ ରବିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୩ ବର୍ଷର ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ...

ମହାରାଷ୍ଟ୍ରରେ କରୋନା ସ୍ଥିତି ଅସମ୍ଭାଳ: ୨ ଦିନ ଭିତରେ ଲକ୍‌ଡାଉନ୍‌ ନିଷ୍ପତ୍ତି

ମୁମ୍ବାଇ,୧୧।୪: ମହାରାଷ୍ଟ୍ରରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ସରକାର ରବିବାର ରାଜ୍ୟ କୋଭିଡ ଟାସ୍କ ଫୋର୍ସ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଲକ୍‌ଡାଉନ୍‌ ଉପରେ ନିଷ୍ପତ୍ତି ନେଇଛନ୍ତି। ମହାମାରୀ ଉପରେ ଆଲୋଚନା ବେଳେ...

୨୦୦ ଆସନ ଜିତି ଦିଦିଙ୍କୁ ବିଦାୟ ଦେବୁ: ଅମିତ ଶାହା

କୋଲକାତା,୧୧।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଭାଜପାକୁ ଜିତାଇବାକେୁ ବଙ୍ଗଳାବାସୀଙ୍କୁ ନିବେଦନ କରିଛନ୍ତି। ଏହା ସହିତ ସେ ଏପ୍ରିଲ ୧୦ରେ କୁଚ ବିହାରସ୍ଥିତ ଏକ ମତଦାନ କେନ୍ଦ୍ରରେ ହିଂସା ଘଟଣାରେ ନିହତ ହୋଇଥିବା ଲୋକଙ୍କ ପାଇଁ ମମତା...

ହିଂସା ପାଇଁ ପରସ୍ପରକୁ ଦାୟୀ କଲେ ଭାଜପା- ଟିଏମ୍‌ସି

କୋଲକାତା,୧୧।୪: ପଶ୍ଚିମବଙ୍ଗ କୁଚବିହାର ହିଂସାକୁ ନେଇ ଭାଜପା- ଟିଏମ୍‌ସି ମୁହାଁମୁହିଁ। ଯବାନଙ୍କ ଗୁଳିରେ ୪ ଜଣଙ୍କ ମୃତ୍ୟୁକୁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ନରସଂହାର ବୋଲି କହୁଥିବା ବେଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଦିଙ୍କ ଭାଷଣ ପାଇଁ...

ଲକ୍‌ଡାଉନ ସମାଧାନ ନୁହେଁ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୧।୪: ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଆଜି ୧ ଲକ୍ଷ ୫୨,୦୦୦ ରୁ ଅଧିକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ଗୋଟିଏ ଦିନରେ ଏହା ସବୁଠାରୁ ବଡ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୮୩୯ଜଣଙ୍କର ମୃତ୍ୟୁ ହୋଇଛି।...

ଏକାସାଙ୍ଗରେ ୫ରୁ ଅଧିକ ଲୋକଙ୍କୁ ମନ୍ଦିର ପ୍ରବେଶ ମନା

ଲକ୍ଷ୍ନୌ,୧୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚିନ୍ତାର ବିଷୟ ହୋଇଛି। ଲକ୍ଷ୍ନୌରେ ସଂକ୍ରମିତ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି, ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନେକ କଟକଣା ଲଗାଇଛନ୍ତି। ରାଜ୍ୟର ଧାର୍ମିକ ସ୍ଥାନରେ ୫ରୁ...

ହାର୍‌-ଜିତ୍‌ ପୂର୍ବରୁ କରୋନାରେ ପ୍ରାଣ ହରାଇଲେ କଂଗ୍ରେସ ପ୍ରାର୍ଥୀ

ଚେନ୍ନାଇ,୧୧।୪: ତାମିଲନାଡୁ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ପରଲୋକ ଘଟିଛି। ସେ କରୋନାରେ ପ୍ରାଣ ହରାଇଥିବା କୁହାଯାଉଛି। ରାଓ ଶ୍ରୀବିଲିପୁଥୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଥିଲେ। ୬୩ ବର୍ଷୀୟ ରାଓଙ୍କୁ କରୋନା ଲକ୍ଷଣ ପରେ ମାର୍ଚ୍ଚ ୨୦...

୪ ଦିନିଆ ଟିକା ଉତ୍ସବ: ମୋଦିଙ୍କ ୪ ସୂତ୍ରୀ କରୋନା ଲଢ଼େଇ ଫର୍ମୂଲା

ନୂଆଦିଲ୍ଲୀ,୧୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ଦେଶରେ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଠାରୁ ୪ ଦିନିଆ ଟିକା ଉତ୍ସବ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri