ଜାତୀୟ

୫ ରାଜ୍ୟରେ ୭୯,୬୮୮ ଶିଶୁ ସଂକ୍ରମିତ

ନୂଆଦିଲ୍ଲୀ, ୮।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ବେଗରେ ମାଡ଼ିଚାଲିଥିବାବେଳେ ଏଥିରେ ଯୁବକ ଓ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଗତବର୍ଷ ବୟସ୍କ ତଥା ବିଭିନ୍ନ ରୋଗ ଥିବା ବ୍ୟକ୍ତି କରୋନାରେ ଅଧିକ ଆକ୍ରାନ୍ତ ହେଉଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ...

ମୁମ୍ବାଇ ପୋଲିସରେ କୋକୁଆ ଭୟ

ମୁମ୍ବାଇ,୮ା୪ :ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ରଖିବା ଓ ପୁଣେ ବ୍ୟବସାୟୀ ମନ୍‌ସୁଖ ହିରେନଙ୍କୁ ହତ୍ୟା କରିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହାଜତରେ ଅଛନ୍ତି ମୁମ୍ବାଇ ପୋଲିସର ନିଲମ୍ବିତ ଆସିଷ୍ଟାଣ୍ଟ ପୋଲିସ ଇନ୍‌ସ୍ପେକ୍ଟର (ଏପିଆଇ) ସଚିନ...

ଏଫ୍‌ସିଏଟିକୁ ଉଚ୍ଛେଦ କଲା କେନ୍ଦ୍ର

ନୂଆଦିଲ୍ଲୀ/ମୁମ୍ବାଇ,୮ା୪ : ଫିଲ୍ମ ସାର୍ଟିଫିକେଶନ ଆପିଲେଟ୍‌ ଟ୍ରିବ୍ୟୁନାଲ (ଏଫ୍‌ସିଏଟି)କୁ କେନ୍ଦ୍ର ସରକାର ତତ୍କାଳ ଉଚ୍ଛେଦ କରିଛନ୍ତି। ଫଳରେ ସେନ୍ସର ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି)ର ରାୟକୁ ଚ୍ୟାଲେଞ୍ଜ କରିବା ଅଧିକାର ପ୍ରଯୋଜକମାନେ ହରାଇଛନ୍ତି। ସେନ୍ସର...

୧୧ରୁ କାର୍ଯ୍ୟସ୍ଥଳରେ ଟିକା

ନୂଆଦିଲ୍ଲୀ, ୮।୪: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଟିକାକରଣକୁ ଅଧିକ ବ୍ୟାପକ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୧ରୁ ସରକାରୀ ଓ ଘରୋଇ କାର୍ଯ୍ୟସ୍ଥଳରେ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି...

କରୋନାର ଲଙ୍ଗ୍‌ ଜମ୍ପ୍‌: ଗୋଟିଏ ଦିନରେ ଲକ୍ଷେ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୮।୪: ଦେଶରେ କରୋନାର ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ି ଚାଲିିଛି। ଦେଶରେ ଲଗାତାର ଗତ ୨ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ...

ଭାକ୍ସିନର ଦ୍ୱିତୀୟ ଡୋଜ୍‌ ନେଲେ ମୋଦି

ନୂଆଦିଲ୍ଲୀ,୮।୪: ଦେଶରେ ଲଗାତର ଭାବେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କୋଭିଡର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଏନେଇ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ସୂଚନା ଦେଇଛନ୍ତି। ଟିକା ନେବା ପାଇଁ ଦେଶବାସୀଙ୍କୁ...

ଗୋଟିଏ ମାସରେ ମହାରାଷ୍ଟ୍ରରେ ଆକ୍ରାନ୍ତ ହେଲେଣି ୬୦ ହଜାର ଶିଶୁ

ନୂଆଦିଲ୍ଲୀ, ୮।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ବେଗରେ ମାଡ଼ି ଚାଲିଥିବା ବେଳେ ଏଥିରେ ଯୁବକ ଓ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଗତବର୍ଷ ବୟସ୍କ ତଥା ବିଭିନ୍ନ ରୋଗ ଥିବା ବ୍ୟକ୍ତି କରୋନାରେ ଅଧିକ ଆକ୍ରାନ୍ତ ହେଉଥିଲେ।...

ପରୀକ୍ଷାକୁ ଡରିବା ଉଚିତ ନୁହେଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ବୋର୍ଡ ପରୀକ୍ଷା ପୂର୍ବରୁ ଦେଶର ଛାତ୍ରୀଛାତ୍ରଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରିଛନ୍ତି। ପରୀକ୍ଷା ପୂର୍ବରୁ ଆତ୍ମବିଶ୍ୱାସ ବଡାଇବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରୀଛାତ୍ରଙ୍କୁ...

ସାଇବର ଠକଙ୍କୁ ଚାକିରି ଦେବେ ସୋନୁ ସୁଦ୍‌

ନୂଆଦିଲ୍ଲୀ, ୭ା୪ : ନିରୀହ ଲୋକଙ୍କୁ ଠକିବା ବଦଳରେ ମୋ ପାଖକୁ ଆସ। ମୁଁ ତୁମକୁ ସମ୍ମାନଜନକ ଚାକିରି ଦେବି। ଟଙ୍କା ପାଇଁ ଲୋକଙ୍କୁ ଠକିବା ବନ୍ଦ କର। ଏହା ଦ୍ୱାରା କାହାରି ଭଲ ହେବ ନାହିଁ। କାହାକୁ ଦୁଃଖ...

ନିଜ ବିଫଳତା ପାଇଁ କେନ୍ଦ୍ର ଉପରେ ଦୋଷ ଲଦୁଛି ମହାରାଷ୍ଟ୍ର ସରକାର

ନୂଆଦିଲ୍ଲୀ, ୭ା୪ : ଆଗାମୀ ୩ ଦିନ ମଧ୍ୟରେ ଟିକା ଯୋଗାଇ ଦିଆ ନ ଗଲେ ମହାରାଷ୍ଟ୍ରରେ ଦେଖାଦେଇପାରେ ଅଭାବ। ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ତୋପଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ।...

ଫସିଲେ ମମତା

କୋଲକାତା,୭।୪: ଧର୍ମକୁ ଆଧାର କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ରାଲିରେ ଭୋଟ ମାଗିଥିବାରୁ ନିର୍ବାଚନ କମିଶନ ଜବାବ ମାଗିଛନ୍ତି। ଏନେଇ ତାଙ୍କୁ ୪୮ ଘଣ୍ଟାର ମହଲତ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ଏକ ନିର୍ବାଚନ ରାଲିରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ...

କାର୍ଯ୍ୟ ସ୍ଥଳରେ ଦିଆଯିବ ଟିକା

ନୂଆଦିଲ୍ଲୀ,୭ା୪ : କାର୍ଯ୍ୟ ସ୍ଥଳ (ଅଫିସ)ରେ ଯୋଗ୍ୟ ବିବେଚିତ ବର୍ଗର କର୍ମଚାରୀଙ୍କୁ ଦିଆଯିବ କୋଭିଡ୍‌-୧୯ ଟିକା। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର କୁହାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri