ଜାତୀୟ

ମମତାଙ୍କୁ ବଡ଼ ଝଟ୍‌କା

କୋଲକତା,୪।୪: ଗତ ଏପ୍ରିଲ ୨ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ନନ୍ଦିଗ୍ରାମରେ ସାମାନ୍ୟ ହିଂସା ଦେଖିବାକୁ ମିଳିଥିଲା। ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରଥିଲେ ଯେ, ଭୋଟ ସମୟରେ ସେଠାରେ ଥିବା ସୁରକ୍ଷା...

ମଧ୍ୟପ୍ରଦେଶ-ମହାରାଷ୍ଟ୍ର ବର୍ଡର ସିଲ୍‌

ଭୋପାଳ,୪।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର ବର୍ଡର ସିଲ୍‌ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ବର୍ଡରକୁ ସିଲ୍‌ କରାଯିବା ସହିତ...

ବଢୁଛି ଶହୀଦ୍‌ ଯବାନଙ୍କ ସଂଖ୍ୟା: ୨୨ ମୃତଦେହ ଉଦ୍ଧାର, ଏବେ ବି କେତେକ ନିଖୋଜ

ବିଜାପୁର,୪।୪: ଛତିଶଗଡ଼ର ବିଜାପୁରରେ ଶନିବାର ମିଳିତ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଇତିମଧ୍ୟରେ ଶହୀଦ୍‌ ହୋଇଥିବା ୨୨ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ଏବେ ବି କେତେକ ଯବାନ ନିଖୋଜ ଥିବା ଜଣାପଡ଼ିଛି। ମାଓବାଦୀମାନେ ଦେଶୀ...

ମିନି ଲକ୍‌ଡାଉନ୍‌ ଜରୁରୀ: ଏମ୍ସ୍‌ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ପୁଣି ଲକ୍‌ଡାଉନ୍‌ ଘୋଷଣା ହେଲେ ଦେଶର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିବ। ମାତ୍ର କରୋନା ସଂକ୍ରମଣକୁ...

ପାଣି ପାଇଁ ଲଢ଼େଇ: ମହିଳାଙ୍କୁ ଗରାରେ ପିଟିଲେ ମହିଳା, ଭିଡିଓ ଭାଇରାଲ

ଭୋପାଳ,୪।୪: ଜଳ ହିଁ ଜୀବନ। ଅମ୍ଳଜାନ ପରି ପାଣି ମଣିଷର ନିହାତି ଆବଶ୍ୟକ। ନଚେତ ବଞ୍ଚିବା ସମ୍ଭବ ହେବନାହିଁ। ଏବେ ଏହି ପାଣି ଲୋକଙ୍କ ମଧ୍ୟରେ ଲଢ଼େଇର କାରଣ ପାଲଟିଛି। ମଧ୍ୟପ୍ରଦେଶର ପାନ୍ନାରେ ପାଣିକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ...

ନିର୍ବାଚନ ଲଢ଼ିବାକୁ ମନା କଲେ କିନ୍ନର: ଆଣିଲେ ନିର୍ଯାତନା ଅଭିଯୋଗ

ଥିରୁଭାନନ୍ତପୁରମ୍‌,୪।୪: କେରଳ ବିଧାନସଭା ନିର୍ବାଚନ ପାଇଁ କୋଲ୍ଲମ୍‌ ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୨୮ ବୟସ୍କା କିନ୍ନର ଅନନ୍ୟା କୁମାରୀ ଏଲେକ୍ସ୍‌ ତାଙ୍କ ଦଳ ଡେମୋକ୍ରାର୍ଟିକ୍‌ ସୋସିଆଲ୍‌ ଜଷ୍ଟିସ୍‌ ପାର୍ଟି ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହା ସହିତ...

ତିହାର ଜେଲରେ କ୍ଷମତାଠାରୁ ୨ ଗୁଣା ଅଧିକ କଏଦୀ: କରୋନା କାଳରେ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ତିହାର ଜେଲରେ ବୃଦ୍ଧି ପାଉଥିବା କଏଦୀଙ୍କ ସଂଖ୍ୟା ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ଜେଲର କ୍ଷମତା ୧୦ ହଜାର ୨୬ ଥିବାବେଳେ ଏଠାରେ ୨୦ ହଜାର ୪୧ ଜଣ...

ମାଡ଼ି ଆସୁଛି ବିପଦ: ନୂଆ ଷ୍ଟ୍ରେନ୍‌ ୩ ଗୁଣା ଭୟଙ୍କର

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ଷ୍ଟ୍ରେନ୍‌ ଯୋଗୁ ଆଗାମୀ ଦିନରେ ଭାରତ ଉପରେ ବିପଦ ମାଡ଼ି ଆସୁଛି। ନୂଆ ଷ୍ଟ୍ରେନ୍‌ ୩ ଗୁଣା ଭୟଙ୍କର। ଏହା ଅତି କମ୍‌ ସମୟରେ ଅଧିକ ଲୋକଙ୍କୁ...

୨୧ ଯବାନ ନିଖୋଜ: ଜଙ୍ଗଲରେ ଲୁଚି ରହିଛନ୍ତି ୩୦୦ ମାଓବାଦୀ

ବିଜାପୁର,୪।୪: ଛତିଶଗଡ଼ର ବିଜାପୁରରେ ଶନିବାର ମିଳିତ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୮ ଯବାନ ଶହୀଦ୍‌ ହୋଇଥିବାବେଳେ ୧୫ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଡିଜି ଅଶୋକ ଜୁନେଜା ରବିବାର ସୂଚନା ଦେଇଛନ୍ତି। ୫ ଜଣ ଯବାନ...

କରୋନା ଟିକା ନେଲେ ମିଳୁଛି ନାକଫୁଲ-ହ୍ୟାଣ୍ଡ୍‌ ବ୍ଲେଣ୍ଡର ଉପହାର

ରାଜକୋଟ,୪।୪: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନଜାରି ରହିଛି। ଏପରିସ୍ଥଳେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଇବା ନିମନ୍ତେ ଗୁଜରାଟର ରାଜକୋଟରେ ଲୋକଙ୍କୁ ଉପହାର ପ୍ରଦାନ କରାଯାଉଛି। ରାଜକୋଟ ସ୍ବର୍ଣ୍ଣକାର ସମ୍ପ୍ରଦାୟ ପକ୍ଷରୁ ଏଭଳି ନିଆର ପଦକ୍ଷେପ ଗ୍ରହଣ...

କରୋନା ଲକ୍ଷେ ମୁହାଁ : ୨୪ ଘଣ୍ଟାରେ ୯୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୪।୪: ଦେଶରେ କରୋନାର ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ି ଚାଲିିଛି। ଦେଶରେ ଲଗାତାର ଗତ ୩ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାରରୁ ଅଧିକ ରହିଛି। କରୋନା ଲକ୍ଷେ ମୁହାଁ ହେବାରେ ଲାଗିଛି।...

୧.୨୩ କୋଟି ଟପିଲା ସଂକ୍ରମଣ

ନୂଆଦିଲ୍ଲୀ, ୪।୪: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। କ୍ରମାଗତ ୨୪ ଦିନ ହେଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୯,୧୨୯ ନୂଆ ପଜିଟିଭ୍‌ ଚିହ୍ନଟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri