ଜାତୀୟ

ସମୟ ଥିଲା ଭାଜପାରେ ଥିଲେ ମମତା, ବାଜପେୟୀଙ୍କ ଏହି ଜିଦ୍‌ ଆଗରେ ହାର୍‌ ମାନି ହୋଇଥିଲେ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ୧୦ ବର୍ଷ ଧରି ପଶ୍ଚିମବଙ୍ଗରେ କ୍ଷମତାରେ ଅଛନ୍ତି। ୨୦୧୧ରେ ବାମପନ୍ଥୀ ଦଳକୁ କ୍ଷମତାରୁ ହଟାଇ ମମତା ବାନାର୍ଜୀ ଦୁଇଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଛନ୍ତି। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା।...

ଆଖିରେ କଳା କନା ବାନ୍ଧି ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ

ପାଟନା,୨୪।୩: ବିହାର ବିଧାନସଭାରେ ମଙ୍ଗଳବାର ହୋଇଥିବା ହଙ୍ଗାମା ପରେ ବିରୋଧୀ ଦଳଙ୍କ ପକ୍ଷରୁ ଶାସକଙ୍କୁ ଘେରିବା ଆରମ୍ଭ ହୋଇଛି। ବୁଧବାର ବିଧାନସଭା ପରିସରରେ ଆର୍‌ଜେଡି ଏବଂ କଂଗ୍ରେସ ବିଧାୟକମାନେ ଆଖିରେ କଳାକନା ବାନ୍ଧି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

୭ ଦିନ ବନ୍ଦ ରହିବ ବ୍ୟାଙ୍କ୍‌, ଶୀଘ୍ର ସାରନ୍ତୁ କାମ

ନୂଆଦିଲ୍ଲୀ,୨୪।୩: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ଅଛି, ତେବେ ତୁରନ୍ତ ଏହାକୁ ଶେଷ କରନ୍ତୁ । କାରଣ ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ମଧ୍ୟରେ ବ୍ୟାଙ୍କଗୁଡ଼ିକ କେବଳ ଦୁଇ ଦିନ ପାଇଁ ଖୋଲା ରହିବ। ମାର୍ଚ୍ଚ...

ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଏନ.ଭି ରମଣଙ୍କ ନାଁ ସୁପାରିସ କଲେ ବୋବଡେ

ନୂଆଦିଲ୍ଲୀ,୨୪।୩: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏନ.ଭି ରମଣ ଦେଶର ପରବର୍ତ୍ତୀ ସମ୍ଭାବ୍ୟ ପ୍ରଧାନ ବିଚାରପତି ହୋଇପାରନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ ରମଣଙ୍କ ନାମ ସୁପାରିଶ କରିଛନ୍ତି। ବୋବଡେ ଏପ୍ରିଲ ୨୩ରେ ଅବସର...

ମେ’ ୨ରେ ଦିଦିଙ୍କ ବିଦାୟ ନିଶ୍ଚିତ: ମୋଦି

କୋଲକାତା,୨୪।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ମେ’୨ରେ ପ୍ରକାଶ ପାଇବ। ଏହି ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଦାୟ ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କାନ୍ଥିଠାରେ ଏକ ନିର୍ବାଚନ ରାଲିରେ ଯୋଗଦେଇ ଏଭଳି କହିଛନ୍ତି। ରାଜ୍ୟରେ ପ୍ରଥମ...

ଗାଈ ପେଟରୁ ବାହାରିଲା ୪୮ କିଲୋ ପ୍ଲାଷ୍ଟିକ୍‌

କୋଟା,୨୪।୩: ରାଜସ୍ଥାନର କୋଟା ସହରରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। କୋଟା ଡିଭିଜନ ମୁଖ୍ୟାଳୟରେ ଅବସ୍ଥିତ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ ପ୍ରାଣୀ ଚିକିତ୍ସକ ଅଖିଳେଶ ପାଣ୍ଡେଙ୍କ ଦ୍ୱାରା ଏକ ଗାଈର ପେଟ ଅପରେଶନ କରାଯାଇଛି। ଦୀର୍ଘ...

ରାଜ୍ୟପାଳଙ୍କୁ ଭେଟିଲେ ଭାଜପା ନେତା

ମୁମ୍ବାଇ,୨୪।୩: ମହାରାଷ୍ଟ୍ରରେ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କ ନେତୃତ୍ୱରେ ଭାଜପା ନେତା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଭାଜପା ପକ୍ଷରୁ ଦାବି କରାଯାଇଛି।...

ମାର୍ଚ୍ଚ ୨୫ରେ ଶେଷ ହେବ ବଜେଟ ଅଧିବେଶନ !

ନୂଆଦିଲ୍ଲୀ,୨୪।୩: ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଲାମେଣ୍ଟର ବଜେଟ ଅଧିବେଶନ ସମୟ ପୂର୍ବରୁ ଶେଷ ହେବ। ଏହାକୁ ମାର୍ଚ୍ଚ ୨୫ରେ ଶେଷ କରାଯିବାର ସମ୍ଭାବନା ରହିଛି। ଏହା...

ଦିନକରେ ୪୭ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୪।୩: ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୨୬୨ରେ ପହଞ୍ଚିଛି। ସେହିପରି...

ମିଥୁନଙ୍କୁ ମିଳିଲାନି ଟିକେଟ

କୋଲକାତା,୨୪ା୩:ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ଏହାର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମଙ୍ଗଳବାର ଘୋଷଣା କରିଛି। ହେଲେ ନିକଟରେ ପଦ୍ମ ଧରିଥିବା ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଟିକେଟ୍‌ ଦେଇନାହିଁ ଦଳ। ଭାଜପା ପ୍ରାର୍ଥୀ ଭାବେ ରାସ୍‌ବେହରି ଆସନରୁ ମିଥୁନ...

ଏମ୍‌ପିଙ୍କୁ ଏସିଡ୍‌ ଆକ୍ରମଣ ଧମକ

ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତ ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ କୌର ରାଣାଙ୍କ ଉପରେ ଏସିଡ୍‌ ଆକ୍ରମଣ କରାଇବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ନବନୀତ ଗତ ୨୨ରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି...

ନୂଆ ଷ୍ଟ୍ରେନ୍‌ରେ ୭୯୫ ସଂକ୍ରମିତ

ନୂଆଦିଲ୍ଲୀ, ୨୪ା୩: ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲରେ ଦେଖାଦେଇଥିବା କରୋନା ଷ୍ଟ୍ରେନରେ ଭାରତର ୭୯୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ମାର୍ଚ୍ଚ ୧୮ରେ ଏହି ସଂଖ୍ୟା ୪୦୦ ଥିବାବେଳେ ମାତ୍ର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri