ଜାତୀୟ

ଇସ୍ତଫା ଦେଲେ ମୋଦିଙ୍କ ମୁଖ୍ୟ ପରାମର୍ଶଦାତା

ନୂଆଦିଲ୍ଲୀ,୧୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାମର୍ଶଦାତା ପି. କେ. ସିହ୍ନା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଭଳି ପଦକ୍ଷେପ ପଛରେ ବ୍ୟକ୍ତିଗତ କାରଣ ରହିଛି। ପୂର୍ବତନ କ୍ୟାବିନେଟ୍‌ ସଚିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଗତ ୧୮...

‘ ଭାଜପା ପାଇଁ ଭୋଟ ନାହିଁ ’ ପୋଷ୍ଟର

କୋଲକାତା,୧୬।୩ : ଭାଜପା-ତୃଣମୂଳ କଂଗ୍ରେସ ମଧ୍ୟରେ ପଶ୍ଚିମବଙ୍ଗ ହାତେଇବା ପାଇଁ ଚାଲିଥିବା ଯୁଦ୍ଧ ଏବେ ପହଞ୍ଚିଛି କୋଲକାତାର ଆଇକ୍‌ନିକ କଫି ହାଉସରେ। କଲେଜ ଷ୍ଟ୍ରିଟ୍‌ରେ ଥିବା କଫି ହାଉସର ପ୍ରଥମ ଫ୍ଲୋରରେ ଲାଗିଥଲା ଭାଜପା ବିରୋଧୀ ପୋଷ୍ଟର, ଯେଉଁଥିରେ ‘ଭାଜପା...

ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରୁ ଭାରତର ୨୨

ନୂଆଦିଲ୍ଲୀ,୧୬।୩ : ଦେଶର ଲୋକଙ୍କୁ ଚିନ୍ତାରେ ପକାଇଲା ଭଳି ଏକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରେ ରହିଛି ଭାରତର ୨୨ଟି ସିଟି। ଆଉ ଦିଲ୍ଲୀକୁ ସବୁଠୁ ପ୍ରଦୂଷିତ ରାଜଧାନୀ...

୨ ମାସ ମଧ୍ୟରେ ବଳାତ୍କାର ପୀଡ଼ିତାଙ୍କୁ ମିଳିଲା ନ୍ୟାୟ

ଲକ୍ଷ୍ନୌ,୧୬।୩ : ଉତ୍ତର ପ୍ରଦେଶରେ ଏଟାଓ୍ବା ଜିଲାର ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଘଟଣାର ୫୫ ଦିନରେ ଆଜୀବନ କାରଦଣ୍ଡ ଶୁଣାଇଛନ୍ତି କୋର୍ଟ। ଆମ ଦେଶରେ ଏତେ ଶୀଘ୍ର ନ୍ୟାୟ ମିଳିବା ଘଟଣା ବୋଧହୁଏ ପ୍ରଥମ। ତେବେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ...

ରେଳବାଇ ଭାରତର ସମ୍ପତ୍ତି, ଏହାର ଘରୋଇକରଣ କେବେ ବି ହେବନାହିଁ: ରେଳମନ୍ତ୍ରୀ

ନୂଆଦିଲ୍ଲୀ,୧୬।୩: ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ରେଳବାଇ ଭାରତର ସମ୍ପତ୍ତି। ଏହାର ଘରୋଇକରଣ କେବେହେଲେ କରାଯିବ ନାହିଁ। ଯାତ୍ରୀମାନଙ୍କୁ ଭଲ ସୁବିଧା ମିଳିବା ଲାଗି ତଥା ରେଳ ମାଧ୍ୟମରେ ଅର୍ଥନୀତିକୁ ମଜଭୂତ କରିବା ଭଳି...

ଭାଜପାର ନୂଆ ଗେମ୍‌ ପ୍ଲାନ୍‌: ମମତାଙ୍କୁ କରାଯିବନି ଆକ୍ଷେପ

କୋଲକାତା,୧୬।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ସ୍ଥିତିି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡ଼ ଭାଙ୍ଗିବା ଦ୍ୱାରା ଭୋଟର ତାଙ୍କ ଆଡ଼କୁ ମୁହାଁଇବା ସ୍ବାଭାବିକ ବୋଲି ଭାଜପା ଚିନ୍ତା...

୪ ମେଟ୍ରୋରେ ରାତ୍ରକାଳୀନ କର୍ଫ୍ୟୁ

ଅହମଦାବାଦ,୧୬।୩: ଗୁଜରାଟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅହମଦାବାଦ, ବଡୋଦରା, ସୁରଟ ଏବଂ ରାଜକୋଟ ଆଦି ୪ ମେଟ୍ରୋ ସହରରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ମାର୍ଚ୍ଚ ୧୭ରୁ ୩୧ ପର୍ଯ୍ୟନ୍ତ...

ରେଲଓ୍ବେର ହେବନି ସମ୍ପୂର୍ଣ୍ଣ ଘରୋଇ କରଣ

ନୂଆଦିଲ୍ଲୀ,୧୬।୩: ରେଲଓ୍ବେର ସମ୍ପୂର୍ଣ୍ଣ ଘରୋଇ କରଣ ହେବ ନାହିଁ। ଏହାର କିଛି ଅଂଶ ଘରୋଇ କରଣ ହେବ ବୋଲି ମଙ୍ଗଳବାର ରେଳମନ୍ତ୍ରୀ ପୀୟୂଷ ଗୋଏଲ୍‌ ଲୋକ ସଭାରେ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରଣାଳୟ ସରକାରୀ ସମ୍ପତ୍ତି ଏହା ସରକାରୀ ରହିବ।...

କୋଲକତାରେ ବସି ଷଡଯନ୍ତ୍ର ରଚୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ: ମମତା

କୋଲକତା,୧୬।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ବାଙ୍କୁରାରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ। ଏଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ମୁଁ ପ୍ରତିଦିନ୨୫-୩୦ କିଲୋମିଟର ଚାଲିଥାଏ। କିନ୍ତୁ ଏବେ ଛିଡା ହୋଇ କଥା କହି...

ବିରୋଧ ପରେ ଏମ୍‌ପି ପଦରୁ ଇସ୍ତଫା ଦେଲେ ସ୍ବପନ ଦାସଗୁପ୍ତା

କୋଲକତା,୧୬।୩: ଟିଏମସି ଏବଂ କଂଗ୍ରେସ ବିରୋଧ କରିବା ପରେ ରାଜ୍ୟ ସଭା ସଦସ୍ୟ ମନୋନୀତ ସ୍ବପନ ଦାସଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହୁଗୁଳି ଜିଲାର ତାରକେଶ୍ୱର ବିଧାନସଭା ଆସନରୁ ଭାଜପା ତାଙ୍କୁ ଟିକେଟ ଦେଇଛି। ତାଙ୍କୁ ପ୍ରାର୍ଥୀତ୍ୱକୁ ନେଇ...

ସ୍ବାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖି ସ୍ତ୍ରୀ କଲେ ଏମିତି

ମିରଟ,୧୬।୩: ଉତ୍ତର ପ୍ରଦେଶର ମିରଟ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ବୁଲିବା ମହଙ୍ଗା ପଡିଛି। ଏହା ଦେଖି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ  ବଜାର ଉପରେ ତାଙ୍କୁ ପିଟିଥିଲେ। ସୂଚନାଯୋଗ୍ୟ,ଅଦନାନ ଘରେ...

ବସ୍‌-ଟ୍ରକ୍‌-ଅଟୋରେ ଅଶ୍ଳୀଳ ଗୀତ ବଜାଇଲେ ପରିମିଟ୍‌ ହେବ ରଦ୍ଦ

ପାଟନା,୧୬।୩: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଏକ ଆଇନ ଜାରି କରିଛନ୍ତି। ଏଣିକି ବସ୍‌, ଟ୍ରକ୍‌ ଅଟୋ ଆଦି ଯାନରେ ଅଶ୍ଳୀଳ ଗୀତ ବଜାଇଲେ ଅବା ଭିଡ଼ିଓ ପ୍ରଦର୍ଶନ କଲେ ସମ୍ପୃକ୍ତ ଯାନ ମାଲିକଙ୍କର ପରିମିଟ୍‌ ରଦ୍ଦ କରିଦିଆଯିବ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri