ଜାତୀୟ

‘ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବାକୁ…’ ଏଏପି ଆଣିଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ମାମଲାରେ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କ ମୁଖ୍ୟ ସଚିବଙ୍କ ଚିଠିରେ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ଆସିଛି। ଦିଲ୍ଲୀ ସରକାରୀ ମନ୍ତ୍ରୀ ତଥା ଏଏପି ନେତା ଆତିଶୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ହତ୍ୟା...

କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଇଡି

ଚଣ୍ଡିଗଡ,୨୦।୭: ହରିୟାଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ସଂସ୍ଥା ଶନିବାର ସୋନିପତରୁ କଂଗ୍ରେସ ବିଧାୟକ ଥିବା ସୁରେନ୍ଦ୍ର ପାନୱାରଙ୍କୁ ଗିରଫ କରିଛି। ସୂଚନାନୁସାରେ, ବେଆଇନ ଖଣି ମାମଲାରେ ପାନୱାରଙ୍କୁ ଇଡି ଗିରଫ କରିଥିବା ଜଣାପଡିଛି। ନିକଟରେ ବେଆଇନ...

ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୦।୭: ବ୍ୟକ୍ତିଗତ କାରଣ ଦର୍ଶାଇ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ସରିବା ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି। ୨୦୨୯ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିଥିଲା। ହେଲେ ମନୋଜ...

ମୁଖ୍ୟମନ୍ତ୍ରୀ ଧାମିଙ୍କ ଐତିହାସିକ ନିଷ୍ପତ୍ତି: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଙ୍କୁ ୫୦% ସଂରକ୍ଷଣ

ଡେରାଡୁନ୍‌,୨୦ା୭ : ଉତ୍ତରାଖଣ୍ଡର ସମସ୍ତ ସରକାରୀ ତଥା ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲିଙ୍ଗଗତ ସମାନତା ଆଣିବା ସହ ଛାତ୍ରୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ...

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ଯୌନ ଶୋଷଣ ମାମଲା: ଉଭୟ କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୨୦।୭: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥିବା ରାଜଭବନର ମହିଳା କର୍ମଚାରୀଙ୍କ ଆବେଦନକୁ ଭିତ୍ତିକରି ସୁପ୍ରିମକୋର୍ଟ ଶୁକ୍ରବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଭାରତୀୟ ସମ୍ବିଧାନର...

ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ତାଙ୍କ ଝିଅଙ୍କୁ ପଳାତକ ଘୋଷଣା କଲେ କୋର୍ଟ

ଲକ୍ଷ୍ନୌ, ୧୯।୭: ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟିର ସଭାପତି ସ଼୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଲକ୍ଷ୍ନୌ କୋର୍ଟ ପଳାତକ ଘୋଷିତ କରିଛନ୍ତି। ମୌର୍ଯ୍ୟଙ୍କ ଝିଅ ତଥା ପୂର୍ବତନ ସାଂସଦ ସଂଘମିତ୍ରା ମୌର୍ଯ୍ୟଙ୍କୁ ମଧ୍ୟ କୋର୍ଟ...

ବଢ଼ିଲା ପୂଜାଙ୍କ ଅଡ଼ୁଆ, ଏଫ୍‌ଆଇଆର୍‌ ଦାଏର କଲା ୟୁପିଏସ୍‌ସି

ନୂଆଦିଲ୍ଲୀ, ୧୯।୭: ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ୍‌ ଅଧିକାରୀ ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବିବାଦରେ ପଡ଼ିବା ପରେ ଲୋକ ସେବା ଆୟୋଗ ବା ୟୁପିଏସ୍‌ସି ପୂଜାଙ୍କ ବିରୋଧରେ ଏଫ୍‌ଆଇର ଦାଏର କରିଛି । ଏହା ସହିତ...

ପୋଲିସକୁ ପିଟିଲା ପୋଲିସ, ଜାଣନ୍ତୁ ପୂରା ଘଟଣା

ରାଞ୍ଚି,୧୯।୭: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ପୋଲିସ ସହ ପୋଲିସର ସଂଘର୍ଷ ହୋଇଥିଲା। ସହକାରୀ ପୋଲିସର ପ୍ରଦର୍ଶନରେ ବିଶୃଙ୍ଖଳା ହୋଇଥିଲା। ବେତନ ବୃଦ୍ଧି ଏବଂ ସ୍ଥାୟୀକରଣ ଦାବିରେ ସହକାରୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ଯାଉଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ବ୍ୟାରିକେଡ...

ଜନସଂଖ୍ୟା ନିୟନ୍ତ୍ରଣର ବ୍ରାଣ୍ଡ ଆମ୍ବାସଡର ହୋଇ ଯାଆନ୍ତୁ ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀଙ୍କ ଉପଦେଶ

ଗୁଆହାଟି,୧୯।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଶୁକ୍ରବାର ଦାବି କରିଛନ୍ତି ଯେ ତାଙ୍କ ରାଜ୍ୟରେ ମୁସଲମାନ ଜନସଂଖ୍ୟା ୨୦୪୧ ସୁଦ୍ଧା ସଂଖ୍ୟାଗରିଷ୍ଠ ହେବ। ସେ କହିଛନ୍ତି ଯେ ଆସାମରେ ମୁସଲମାନମାନଙ୍କର ଜନସଂଖ୍ୟା ପ୍ରତି ଦଶ ବର୍ଷରେ ପ୍ରାୟ ତିରିଶ...

ଆମେରିକାକୁ କଡା ଜବାବ ଦେଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୭: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସୱାଲ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀଙ୍କ ‘ରଣନୀତିକ ସ୍ବାୟତ୍ତତା’ ଉପରେ ଦେଇଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅନ୍ୟାନ୍ୟ ଦେଶ ପରି ଭାରତ ମଧ୍ୟ...

ଏମିତି କ’ଣ କହିଦେଲେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଖୁସି ହୋଇଗଲା କଂଗ୍ରେସ; ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୭: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ପ୍ରମୁଖ ମୋହନ ଭାଗବତ ଗୁରୁବାର ଝାଡ଼ଖଣ୍ଡରେ ଆୟୋଜିତ ଗ୍ରାମସ୍ତରୀୟ କର୍ମକର୍ତ୍ତା ବୈଠକରେ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଏଭଳି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ କଂଗ୍ରେସ ଖୁସି ହେବା ସହ ପ୍ରଧାନମନ୍ତ୍ରୀ...

ବାଚସ୍ପତିଙ୍କ କାରର ବଡ଼ ଦୁର୍ଘଟଣା, ଡିଭାଇଡରରେ ପିଟିହୋଇ…

ନୂଆଦିଲ୍ଲୀ, ୧୯ା୭: ଗୋଆ ବିଧାନସଭା ବାଚସ୍ପତି ରମେଶ ତୱାଡକର ଶୁକ୍ରବାର ଦିନ କହିଛନ୍ତି ଯେ ଏହି ସପ୍ତାହ ଆରମ୍ଭରେ ଦକ୍ଷିଣ ଗୋଆର ନ୍ୟୁ ଜୁଆରି ବ୍ରିଜରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରରେ ବୈଷୟିକ ତ୍ରୁଟି ଦେଖାଦେବା କାରଣରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri