ଜାତୀୟ

୮୦ ବର୍ଷୀୟ ଦମ୍ପତିଙ୍କୁ ୧୦ ବର୍ଷର ଜେଲ

ମୁମ୍ବାଇ,୧୨।୩ : ୨୦୧୩ରେ ଜଣେ ୪ ବର୍ଷୀୟା ନାବାଳିକାକୁ ଯୌନ ନିର୍ଯ୍ୟାତନା ମାମଲାରେ ୮୦ ବର୍ଷୀୟ ଦମ୍ପତିଙ୍କୁ ୧୦ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ। ଦମ୍ପତିଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୬ (ଯୌନ...

ପଶ୍ଚିମବଙ୍ଗ ନିର୍ବାଚନ: ୩୦ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୨ ।୩: ପଶ୍ଚିମବଙ୍ଗ ନିର୍ବାଚନର ହଟ୍ ସିଟ୍ ନନ୍ଦିଗ୍ରାମ ପାଇଁ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭଜପା)ର ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ନିଜର ପ୍ରାର୍ଥିପତ୍ର ଦାଖଲ...

କରୋନା ମହାମାରୀକୁ ଦୂରେଇବା ପାଇଁ ମୁମ୍ବାଇ ପୋଲିସର ମଜାଦାର ପୋଷ୍ଟ

ମୁମ୍ବାଇ,୧୨ ।୩: କରୋନା ମହାମାରୀକୁ ନେଇ ବିଭିନ୍ନ ରାଜ୍ୟର ପୋଲିସଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପୋଲିସ ଲୋକଙ୍କୁ ସଚେତନ କରୁଛି । ମୁମ୍ବାଇ ପୋଲିସର ଇନଷ୍ଟାଗ୍ରାମ ଏକାଉଣ୍ଟ ଏଥିପାଇଁ...

କୋଏମ୍ବାଟୁରରୁ ନିର୍ବାଚନ ଲଢିବେ କମଲ ହାସନ

ଚେନ୍ନାଇ,୧୨ ।୩: ତାମିଲନାଡୁରେ ମକ୍କତ ନିଧି ମୟମ(ଏମ୍‌ଏନ୍‌ଏମ୍‌) ଦଳ ଘୋଷଣା କରିଛି ଯେ ଏହାର ସଂସ୍ଥାପକ ତଥା ଅଭିନେତା କମଲ ହାସନ କୋଏମ୍ବାଟୁର ସାଉଥରୁ ନିଜର ଭାଗ୍ୟ ପରୀକ୍ଷା କରିବେ । ଏହା ପୂର୍ବରୁ ତାଙ୍କ ଦଳ ୬ ଏପ୍ରିଲରେ...

ସିରିୟଲ କିଲର: ୮ ବର୍ଷର ନାବାଳକ ୩ ଜଣଙ୍କୁ କଲେ ହତ୍ୟା

ପାଟଣା,୧୨।୩: ବିଶ୍ୱରେ ଏମିତି କିଛି ସିରିୟଲ କିଲର ଅଛନ୍ତି,ଯେଉଁମାନେ ବେଶ୍‌ ପରିଚିତ। କାହାକୁ ନ ଚିହ୍ନି ନ ଜାଣି ବିନା କାରଣରେ ହତ୍ୟା କରିଥାନ୍ତି ଏମାନେ। ଏମାନଙ୍କ ମଧ୍ୟରୁ କେତେଜଣ ଧରା ପଡ଼ିଥିବା ବେଳେ ଆଉ କେତେକଙ୍କୁ ଆଜି ବି...

ଡିଏମ୍‌କେ ଘୋଷଣା କଲା ପ୍ରାର୍ଥି ତାଲିକା: କୋଲାଥୁରରୁ ଲଢିବେ ଷ୍ଟାଲିନ

ଚେନ୍ନାଇ,୧୨ ।୩: ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦ୍ରାବିଡ ମୁନ୍ନେତ୍ର କଝଗମ (ଡିଏମ୍‌କେ) ଶୁକ୍ରବାର ପ୍ରାର୍ଥି ତାଲିକା ଘୋଷଣା କରିଛି । ଦଳ ମୁଖ୍ୟ ଏମ୍‌କେ ଷ୍ଟାଲିନ ୧୭୩ ପ୍ରାର୍ଥିଙ୍କ ନାମ ଘୋଷଣା କରିଛନ୍ତି । ତେବେ...

ଦାଣ୍ଡି ଯାତ୍ରାକୁ ସବୁଜ ସଙ୍କେତ ଦେଲେ ମୋଦି

ଅହମଦାବାଦ,୧୨ ।୩: ଆସନ୍ତା ୨୦୨୨ ମସିହାରେ ଦେଶ ପାଳନ କରିବାକୁ ଯାଉଛି ସ୍ୱାଧିନତାର ୭୫ ବର୍ଷ । ଏହାସହ ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହକୁ ବି ୯୧ ବର୍ଷ ପୂରଣ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ...

ନନ୍ଦିଗ୍ରାମରୁ ପ୍ରାର୍ଥିପତ୍ର ଦାଖଲ କଲେ ଶୁଭେନ୍ଦୁ

କୋଲକାତା,୧୨ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସେଠାରେ ରାଜନିତୀ ବେଳକୁ ବେଳ ରୋମାଞ୍ଚକ ହେବାକୁ ଲାଗିଛି । ସେଠାରେ ବିଶେଷ ଭାବେ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ପ୍ରତିଯୋଗୀତା ଲାଗିଛି । ଦୁଇ...

୧୬୯ ଦିନ ପରେ ରେଳ ଧାରଣାରୁ ଉଠିଲେ କୃଷକ

ଚଣ୍ଡିଗଡ଼,୧୨।୩: ଗତ ସାଢେ ୩ ମାସେ ହେବ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପଞ୍ଜାବରୁ ଏକ ଆଶ୍ୱସ୍ତିକର ଖବର ଆସିଛି। ଅମୃତସରରେ କୃଷି ଆଇନକୁ ବିରୋଧରେ ରେଳ ଧାରଣାରେ ବସିଥିବା କୃଷକମାନେ ଉଠିଯାଇଛନ୍ତି। ସୂଚନାଯୋଗ୍ୟ,...

ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ମିଳିବା ଘଟଣାରେ ନୂଆ ମୋଡ

ନୂଆଦିଲ୍ଲୀ,୧୨।୩: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ମାମଲାର ଲିଙ୍କ୍‌ ତିହାର ଜେଲ ସହ ରହିଥିବା ପ୍ରମାଣ ମିଳିଛି। ତିହାର ଜେଲ କର୍ତ୍ତୃପକ୍ଷ ସବ ଜେଲ ନଂ୮ରେ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲେ।...

ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨ ।୩: ଦେଶରେ ପୁଣିଥରେ ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩,୨୮୫ ନୂଆ...

ସାବରମତୀ ଆଶ୍ରମରେ ପହଞ୍ଚିଲେ ମୋଦି: ବାପୁଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୨।୩: ଚଳିତବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବ। ଏହି ଅବସରରେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅହମ୍ମଦାବାଦ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହାପୂର୍ବରୁ ମୋଦି ସାବରମତୀ ଆଶ୍ରମରେ ପହଞ୍ଚି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri