ଜାତୀୟ

ପ୍ରଥମଥର ଅନ୍ତର୍ଜାତୀୟ ମଞ୍ଚରେ ଏକାଠି ହେବେ ମୋଦି-ବାଇଡେନ୍‌

ନୂଆଦିଲ୍ଲୀ,୧୨।୩: କରୋନା ସଙ୍କଟ ସମୟ, ଚାଇନା ସହ ଚାଲିଥିବା ବିବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ QUAD ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନାବାଳିକା ବକ୍ସରଙ୍କୁ ବଳାତ୍କାର

ମୁମ୍ବାଇ,୧୨।୩ : ମୁଲନ୍ଦ ଅଞ୍ଚଳରେ ଜଣେ ନାବାଳିକା ବକ୍ସରଙ୍କୁ ବଳାତ୍କାର ଅଭିଯୋଗରେ ୩୦ ବର୍ଷୀୟ କୋଚ୍‌ଙ୍କୁ ଗିରଫ କରାଯାଇଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ସ୍ଥାନୀୟ ପୋଲିସ। ଏହି ଘଟଣା ରବିବାର ଘଟିଥିଲା। ପୀଡ଼ିତାଙ୍କୁ ବକ୍ସିଂ କ୍ଲବରେ ବଳାତ୍କାର...

ଟିଏମ୍‌ସି ଅଭିଯୋଗରେ ସତ୍ୟତା ନାହିଁ : ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୨।୩ : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ଲାଗି ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାର ୨୪ ଘଣ୍ଟା ପୂର୍ବରୁ ପୋଲିସ କମିଶନରଙ୍କୁ ହଟାଇ ଦିଆଯାଇଥିଲା ନିର୍ବାଚନ...

ଶସ୍ତାରେ ମିଳିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୧୧।୩: କେନ୍ଦ୍ର ସରକାର ଗୁରୁବାର କୋଭିଡ-୧୯ ଟିକାର ନୂଆ ଦର ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଖବରତାଦା ସମ୍ମିଳନୀରେ କେନ୍ଦ୍ର ସରକାର କୋଭିଡ ଟିକାର ମୂଲ୍ୟ ସଂଶୋଧନ କରିଥିବା ସୂଚନା ଦେଇଥିଲେ। ପୂର୍ବରୁ ଟିକାର...

ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ,୧୧।୩: ୪ ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିରେ ବିଧାନସଭା ର୍ନିବାଚନକୁ ଦୃଷ୍ଟିରେ ରଖି କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଉଠାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର...

ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ ଲକଡାଉନ୍‌: ଠାକରେ

ମୁମ୍ବାଇ,୧୧ ।୩: ମହାରାଷ୍ଟ୍ରରେ ବେଳକୁ ବେଳ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଥିବା ବେଳେ କେତେକ ଅଞ୍ଚଳରେ ଖୁବ୍‌ଶୀଘ୍ର ଲକଡାଉନ୍ ଲାଗିପାରେ ବୋଲି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ନାଗପୁରରେ ଏକ ସପ୍ତାହ ପାଇଁ ଲକଡାଉନ୍...

ଆମ ଦେଶର ଏହି ରାଜ୍ୟରେ ସବୁଠୁ ଅଧିକ ଭିକାରି, ସବୁଠୁ କମ୍‌ ରହିଛି …

ନୂଆଦିଲ୍ଲୀ,୧୧।୩: ଆମ ଦେଶର ଅଧିକାଂଶ ରାଜ୍ୟରେ ଲୋକେ ଭିକ୍ଷାବୃତ୍ତି କରି ପେଟ ପୋଷୁଛନ୍ତି। ଏହି ଭିକାରିଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ। ତେବେ ସବୁଠୁ ଅଧିକ ଭିକାରି ରହିଛନ୍ତି ପଶ୍ଚିମବଙ୍ଗରେ। ଭିକାରିଙ୍କ ସଂଖ୍ୟାକୁ ନେଇ ସାମାଜିକ ନ୍ୟାୟ ଏବଂ ଅଧିକାର...

ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା, ମାଙ୍କଡ଼ ନାମରେ ମାମଲା

ଭୋପାଳ,୧୧।୩: ମଧ୍ୟପ୍ରଦେଶର ଗୁରୁଜରବର୍ଡିଆ ଗ୍ରାମରେ ଥିବା ଏକ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଅନୁସନ୍ଧାନ ପରେ ପୋଲିସ କହିଛି, ଏହି ପ୍ରତିମୂର୍ତ୍ତିକୁ ମାଙ୍କଡ଼ ଭାଙ୍ଗି ନଷ୍ଟ କରିଛି। ମାଣ୍ଡସୋରର ଏସ୍‌ପି ସିଦ୍ଧାର୍ଥ...

ରାଜଯୋଗିନୀ ହୃଦୟମୋହିନୀଙ୍କ ପରଲୋକ

ମାଉଣ୍ଟଆବୁ,୧୧।୩: ରାଜସ୍ଥାନର ମାଉଣ୍ଟଆବୁଠାରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ହୃଦୟମୋହିନୀଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ ଧୀର୍ଘଦିନ ଦିନ ଅସୁସ୍ଥ ଥିଲେ। ମୁମ୍ବାଇର ହସ୍ପିଟାଲରେ...

ହ୍ବିଲଚେୟାରରେ କରିବି ପ୍ରଚାର: ମମତା

କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ହସ୍ପିଟାଲରୁ ଏକ ଭିଡ଼ିଓ ଜାରି କରିଛନ୍ତି। ଏଥିରେ ମମତା କହିଛନ୍ତି ଯେ, ସେ ହ୍ବିଲ୍‌ଚେୟାରରେ ପ୍ରଚାର କରିବେ। କିନ୍ତୁ ବିରୋଧୀଙ୍କୁ ଭୟ କରିବେ ନାହିଁ। କାଲି ହୋଇଥିବା ଆକ୍ରମଣରେ...

ବଡ଼ ପେଟ ଥିବା କନଷ୍ଟେବଳଙ୍କୁ ସକାଳେ-ସନ୍ଧ୍ୟାରେ ୪-୪ ଘଣ୍ଟା ଡ୍ୟୁଟି

ଗୋରଖପୁର,୧୧।୩: ବଡ଼ ପେଟ ଥିବା କନେଷ୍ଟବଳଙ୍କୁ ନେଇ ଉତ୍ତରପ୍ରଦେଶ ଗୋରଖପୁର ଜୋନ୍‌ ଏଡିଜି ଅଖିଳ କୁମାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସେମାନଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା ପାଇଁ ଡ୍ୟୁଟିରେ ପରିବର୍ତ୍ତନ କରାଯାଇଛି। ଏଣିକି ବଡ଼ ପେଟ ଥିବା କନେଷ୍ଟବଳଙ୍କୁ ସକାଳେ...

କମୁଛି ଆନ୍ଦୋଳନକାରୀ କୃଷକଙ୍କ ସଂଖ୍ୟା: ଚିନ୍ତାରେ ସଂଯୁକ୍ତ କୃଷକ ମୋର୍ଚ୍ଚା!

ନୂଆଦିଲ୍ଲୀ,୧୧ ।୩: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ଗାଜିପୁର, ଶାହାଜାହାଁପୁର, ଟିକରି ଓ ସିନ୍ଧୁ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ହେଲେ ଏବେ ଦେଖାଯାଇଛି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri