ଜାତୀୟ

ଏକାଥରେ ୯ ଜଣଙ୍କୁ ଫାଶୀ

ନୂୂଆଦିଲ୍ଲୀ,୫।୩ : ବିହାରର ଗୋପାଳଗଞ୍ଜ ଜିଲାରେ ୨୦୧୬ରେ ଘଟିଥିବା ମଦ ମୃତ୍ୟୁ ମାମଲାରେ ସ୍ବତନ୍ତ୍ର ଅବକାରୀ କୋର୍ଟ ୯ ଜଣଙ୍କୁ ଫାଶି ଦଣ୍ଡ ଦେଇଛନ୍ତି। ସମାନ ମାମଲାରେ ୪ ଜଣ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇ ଥିବାବେଳେ ପ୍ରତ୍ୟେକଙ୍କୁ ୧୦...

ଜଣେ ଯାତ୍ରୀ ଏମିତି କ’ଣ କହିଲେ ବାତିଲ ହୋଇଗଲା ଉଡ଼ାଣ

ନୂଆଦିଲ୍ଲୀ,୫।୩: ଶୁକ୍ରବାର ଇଣ୍ଡିଗୋ ବିମାନ ୬ଇ-୨୮୬ ଦିଲ୍ଲୀରୁ ଯାତ୍ରୀଙ୍କୁ ଧରି ପୁଣେ ଅଭିମୁଖେ ବାହାରିଥିଲା। ଠିକ୍‌ ବିମାନ ଉଡାଣ ବେଳେ ଯାତ୍ରୀ ଜଣକ କୋଭିଡ୍‌-୧୯ ପଜିଟିଭ ଥିବା ଘୋଷଣା କରି କର୍ମଚାରୀଙ୍କୁ ରିପୋର୍ଟ ଦେଖାଇଥିଲେ। ଏନେଇ ବିମାନରେ କିଛି ସମୟ...

ଆଣ୍ଟିଲିୟା ବାହାରେ ଥିବା ବିସ୍ଫୋରକ ଭର୍ତ୍ତି କାର ମାଲିକଙ୍କ ମୃତଦେହ ଉଦ୍ଧାର!

ମୁମ୍ବାଇ,୫ ।୩: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବହୁତଳ ପ୍ରାସାଦ ଆଣ୍ଟିଲିୟା ବାହାରେ ନିକଟରେ ଏକ ବିସ୍ଫୋରକ ଭତ୍ତି ସ୍କାର୍ପିଓକୁ ସନ୍ଦିଗ୍ଧ ଅବସ୍ଥାରେ ଜବତ କରାଯାଇଥିଲା । ଏବେ ଏହି ଗାଡିର ମାଲିକ ମନସୁଖ ହିରେନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ସୂଚନା...

ଅନ୍ତର୍ଜାତୀୟ ମହିଳା ଦିବସରେ କୃଷକ ଆନ୍ଦୋଳନର ନେତୃତ୍ୱ ନେବେ ମହିଳା!

ନୂଆଦିଲ୍ଲୀ,୫ ।୩: କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତିକୁ ବିରୋଧ କରି ଗତ ଡିସେମ୍ବରରୁ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଏହାରି ଭିତରେ ଦୀର୍ଘ ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ...

ଜି-୨୩ ବା ୨୪ କିଛି ନାହିଁ, ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ଗୋଟିଏ: ବିରପ୍ପା ମୋଇଲି

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-୨୩କୁ ନେଇ ବରିଷ୍ଠ ନେତା ବିରପ୍ପା ମୋଇଲି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସରେ ଜି-୨୩ ବା ୨୪ ବୋଲି କିଛି ନାହିଁ । ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ...

ସମସ୍ତ ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମ୍‌ସି, ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବେ ମମତା

କୋଲାକାତା,୫ ।୩: ପଶ୍ଚିମବଙ୍ଗର ଶାସକ ଦଳ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ଶୁକ୍ରବାର ୨୯୧ ଆସନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ବାକି ୩ଟି ଆସନକୁ ସହଯୋଗୀ ଦଳ ପାଇଁ ଛାଡିଛି...

ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଲେ ପ୍ରେମିକା, କାରଣ ଜାଣିଲେ…

ଲକ୍ଷ୍ନୌ,୫।୩: ଉତ୍ତରପ୍ରଦେଶର ବରେଲି ଜିଲାର ଜଣେ ପ୍ରେମିକା ପ୍ରେମିକଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ। ଅପ୍ରତ୍ୟାଶିତ ଘଟଣା କ୍ରମରୁ ହଡ଼ବଡ଼େଇ ଯାଇ ପ୍ରେମିକ ଜଣକ ପରିବାର ସଦସ୍ୟଙ୍କ ସହ ଘରେ ତାଲା ଦେଇ ଫେରାର ହୋଇଯାଇଥିଲେ। ଗୁରୁବାର ବିଳମ୍ବିତ ରାତି...

ମହଙ୍ଗା ମାଡକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମହଙ୍ଗା ମାଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଗାନ୍ଧୀ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି...

ସମସ୍ତଙ୍କୁ କରୋନା ଟିକା ମାଗଣା ଦେବାକୁ ମୋଦିଙ୍କୁ ପତ୍ର ଲେଖିଲେ ସିଦ୍ଧରମୈୟା

ବେଙ୍ଗାଲୁରୁ,୫ ।୩: କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ସେ ସମସ୍ତ ଭାରତୀୟଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବାକୁ ଅପିଲ କରିଛନ୍ତି । ସୂଚନାଯୋଗ୍ୟ,...

ପିଲା ସ୍କୁଲ ନ ଆସିବାରୁ ଶିକ୍ଷକ ପାଞ୍ଚିଲେ ଅନନ୍ୟ ଉପାୟ, ପରେ ଛୁଟିଲା ସୁଅ

ରାଞ୍ଚି,୫।୩: ଜାମସେଦପୁରରୁ ପ୍ରାୟ ୫୦ କିଲୋମିଟର ଦୂର ଟାଙ୍ଗରାଇନ ସ୍କୁଲକୁ ପିଲାମାନେ ଲକ୍‌ଡାଉନ୍‌ ପରେ ଆସିଲେ ନାହିଁ। ଫଳରେ ଶିକ୍ଷକ ପିଲାମାନଙ୍କୁ ସ୍କୁଲ ଆଣିବା ପାଇଁ ଏକ ଉପାୟ ପାଞ୍ଚିଲେ। ଫଳରେ ପିଲାମାନେ ସ୍କୁଲ ଆସିବାକୁ ମନ ବଳାଇଛନ୍ତି। ପ୍ରଧାନଶିକ୍ଷକ...

ରେଷ୍ଟୁରାଣ୍ଟର ୧୦ ଷ୍ଟାଫ୍‌ କରୋନା ପଜିଟିଭ୍‌: ବଢିଲା ଚିନ୍ତା

ମୁମ୍ବାଇ,୫।୩: ଦେଶର ଆର୍ଥିିକ ରାଜଧାନୀ ମୁମ୍ବାଇ କରୋନା ଗ୍ରାଫ୍‌ ବଢିବାରେ ଲାଗିଛି। ଏବେ ମୁମ୍ବାଇର ଏକ ପ୍ରସିଦ୍ଧ ରାଧାକୃଷ୍ଣ ରେଷ୍ଟୁରାଣ୍ଟର ୧୦ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ରେଷ୍ଟୁରାଣ୍ଟକୁ ୨ ଦିନ ପାଇଁ ବନ୍ଦ କରିଦିଆଯାଇଥିବା ବିଏମ୍‌ସି...

ସୁଶାନ୍ତ ମାମଲାରେ ଡ୍ରଗ୍ସ କନେକ୍ସନ: ଆଜି ଦାଖଲ ହେବ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍‌

ମୁମ୍ବାଇ,୫।୩: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ ମାମଲାରେ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏନଡିପିଏସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିବ। ଏହି ମାମଲାରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri