ଜାତୀୟ

ଖଟ୍ଟର ସରକାର ଟଳମଳ: ଅବିଶ୍ୱାସ ପ୍ରସ୍ତାବ ଆଣିବ କଂଗ୍ରେସ

ଚଣ୍ଡିଗଡ,୫।୩: ଶୁକ୍ରବାର ଅପରାହ୍ନରେ ହରିୟାଣା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ବଜେଟ ଅଧିବେଶନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଖଟ୍ଟର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସରକାରଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ...

କର୍ମଚାରୀ ଏବଂ ତାଙ୍କ ପରିବାରର ଟିକା ଖର୍ଚ୍ଚ ବହନ କରିବେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୫।୩: ଇନଫୋସିସ, ଆସେଞ୍ଚର, ଟିିସିଏସ ପରେ ଏବେ ଦେଶର ସର୍ବବୃହତ କର୍ପୋରେଟ ହାଉସ ରିଲାଏନ୍ସ କମ୍ପାନୀ ତା’ର କର୍ମଚାରୀ ଓ କର୍ମଚାରୀଙ୍କ ପରିବାର ଲୋକଙ୍କ ଟିକା ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଛି। ରିଲାଏନ୍ସର ନିର୍ଦ୍ଦେଶକ ତଥା ମୁକେଶ...

୪୯୭ ଦିନ ପରେ ପ୍ରଥମଥର ବିଦେଶ ଯିବେ ପ୍ରଧାନମନ୍ତ୍ରୀ ମୋଦି

କୋଲକାତା,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୪୯୭ ଦିନ ପରେ ବିଦେଶ ଗସ୍ତରେ ଯିବେ। କରୋନା ସଂକ୍ରମଣ ସମୟ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ବାଂଲେଦେଶ ଗସ୍ତରେ ଯିବେ। ୨୬ ଏବଂ ୨୭ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ବାଂଲାଦେଶରେ ପହଞ୍ଚିବେ।...

ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ

ନୂଆଦିଲ୍ଲୀ,୫।୩: ଟ୍ରେନ୍‌ ପ୍ଲାଟଫର୍ମ ଟିକେଟ୍‌ ଦାମ ବୃଦ୍ଧି ପାଇଛି। ରେଲଓ୍ବେ ପ୍ଲାଟଫର୍ମ ଟିକେଟ୍‌ ଦାମ ୩ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍‌ ପାଇଁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ଏବେ ୩୦ ଟଙ୍କା ଦେବାକୁ ପଡିବ।...

ଭାରତ ଆଂଶିକ ସ୍ବାଧୀନ

ନୂଆଦିଲ୍ଲୀ,୫ା୩:‘ସ୍ବାଧୀନ’ରୁ ‘ଆଂଶିକ ସ୍ବାଧୀନ’ ସ୍ତରକୁ ଭାରତର ପଦାବନତି ଘଟିଛି। ବୈଶ୍ୱିକ ଗଣତାନ୍ତ୍ରିକ ନେତା ହେବାର ସମ୍ଭାବନାକୁ ଭାରତ ତ୍ୟାଗ କରିଦେଇଥିବା ମନେହେଉଛି ବୋଲି ସଦ୍ୟ ପ୍ରକାଶିତ ଗଣତନ୍ତ୍ର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହି ରିପୋର୍ଟ ଉପରେ ଭାଜପା ନେତୃତ୍ୱାଧୀନ...

ଆଉ ଯିବାକୁ ପଡ଼ିବନି ଆର୍‌ଟିଓ

ନୂଆଦିଲ୍ଲୀ, ୫।୩:ଲର୍ନର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଗାଡ଼ି ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ସେବା ପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)କୁ ଦୌଡ଼ିବାକୁ ପଡ଼ିବ ନାହିଁ। କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି...

ଟ୍ରୋଲ ହେଉଛି ‘ସାଇନା’ର ପୋଷ୍ଟର

ନୂଆଦିଲ୍ଲୀ,୪।୩ : ବ୍ୟାଡ୍‌ମିଣ୍ଟନରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍‌ ପଦକ ଆଣିଥିବା ସାଇନା ନେହ୍ବାଲଙ୍କ ଜୀବନ ଉପରେ ଆଧାରିତ ବଲିଉଡ୍‌ ଫିଲ୍ମ ‘ସାଇନା’ ପୋଷ୍ଟରକୁ ସୋସିଆଲ ମିଡ଼ିଆରେ ପ୍ରବଳ ଟ୍ରୋଲ କରାଯାଉଛି। ଫିଲ୍ମର ଏକ ପୋଷ୍ଟରରେ ମୁଖ୍ୟ ଭୂମିକାରେ ଥିବା...

ପଶ୍ଚିମବଙ୍ଗ ନିର୍ବାଚନ ଟିଏମ୍‌ସିକୁ ସମର୍ଥନ ଦେବ ଶିବସେନା

କୋଲକାତା, ୪।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସହ ଛିଡ଼ା ହେବ ଶିବସେନା। ଏ ନେଇ ଶିବସେନା ପକ୍ଷରୁ ଗୁରୁବାର ସ୍ପଷ୍ଟ କରିିଛି। ତେବେ ଶିବସେନା ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ ନାହିଁ। ପୂର୍ବରୁ...

ଗର୍ଭବତୀ ଗାଈର ଜୀବନ ନେଲା ପ୍ଲାଷ୍ଟିକ

ଫରିଦାବାଦ୍‌,୪।୩ : ହରିୟାଣାର ପରିଦାବାଦରେ ପ୍ରାଣି ଚିକିତ୍ସକଙ୍କ ଏକ ଦଳ ଗର୍ଭବତୀ ଗାଈ ପେଟରୁ ୭୧ କିଲୋଗ୍ରାମ ଆବର୍ଜନା ବାହାର କରିଛି। ଗାଈ ପେଟରେ ପ୍ଲାଷ୍ଟିକ, ନଖ ଓ ଅନ୍ୟ ଆବର୍ଜନା ରହିଥିଲା। କିନ୍ତୁ ସବୁ ଚେଷ୍ଟା ପରେ ମଧ୍ୟ...

ୟୁପି ବିଧାନସଭା ଆଗରେ ଆତ୍ମହତ୍ୟା କଲେ ଏସ୍‌ଆଇ

ଲକ୍ଷ୍ନୌ,୪।୩: ଉତ୍ତର ପ୍ରଦେଶ ବିଧାନସଭା ବାହାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କାର୍ଯ୍ୟରତ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ବିଧାନସଭାର ପାର୍କିଂ ଅଞ୍ଚଳ ଗେଟ ନଂ ୭ରେ...

ମା’ବାପାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଲେ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ,୪।୩: ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଗୁରୁବାର ବାପା ଗୋବିନ୍ଦ ରାମ କେଜ୍ରିୱାଲ ଏବଂ ମା’ ଗୀତା ଦେବୀଙ୍କ ସହ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଉତ୍ପାଦିତ କୋଭିଶିଲ୍ଡ ଟିକା ନେଇଛନ୍ତି। ଟିକାକରଣ...

ପଶ୍ଚିମବଙ୍ଗରେ ୩୪ ପ୍ରତିଶତ ବିଧାୟକ କୋଟିପତି

କୋଲକାତା,୪ ।୩: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହି ଅବସରରେ ଜାଣିବାକୁ ମିଳିଛି କି ପଶ୍ଚିମବଙ୍ଗର ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରୁ ୩୪ ପ୍ରତିଶତ ହେଉଛନ୍ତି କୋଟିପତି । ସେହିପରି ୩୨ ପ୍ରତିଶତ ବିଧାୟକ ଆପରାଧିକ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri