ଜାତୀୟ

ନିଜ ସରକାର ବିରୋଧରେ ମୋର୍ଚ୍ଚା ଖୋଲିଲେ ସିଦ୍ଧୁ

ଚଣ୍ଡିଗଡ଼,୩।୩: ପଞ୍ଜାବ ବିଧାନସଭାରେ ବଜେଟ ଉପସ୍ଥାପିତ ହେବା ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ପୁଣିଥରେ ନିଜ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଏକ ଭିଡିଓ ସେୟାର କରି ସିଦ୍ଧୁ ଅଭିଯୋଗ କରିଛନ୍ତି...

କରୋନା ପରେ ଏବେ ମହଙ୍ଗା ମାଡ଼: ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ମଧ୍ୟବିତ୍ତ

ନୂଆଦିଲ୍ଲୀ,୩।୩: କରୋନା ମହାମାରୀ ପରେ ଏବେ ଦେଶରେ ସୃଷ୍ଟି ହୋଇଥିବା ମହଙ୍ଗା ମାଡ଼ ଯୋଗୁ ସଙ୍କଟ ଦେଖାଦେଇଛି। କରୋନା ଯୋଗୁ ବହୁ ଲୋକ ଚାକିରି ହରାଇ ବେରୋଜାଗାର ହୋଇଯାଇଛନ୍ତି। ଏହା କର୍ମଜୀବୀଙ୍କଠାରୁ ଆରମ୍ଭ କରି ଶ୍ରମିକ, ଛୋଟ ବ୍ୟବସାୟୀ ସଭିଙ୍କୁ...

ନିଜକୁ ଗୁଳି ମାରିଲେ ଲେଫନାଣ୍ଟ କର୍ନେଲ

ଶ୍ରୀନଗର,୩।୩:ଶ୍ରୀନଗର ଉପକଣ୍ଠ ଖାନମୋହରେ ଜଣେ ଲେଫ୍ଟନାଣ୍ଟ କର୍ନେଲ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେନା ଅଧିକାରୀ କାହଁିକି ଏପରି ଭୟାନକ ପଦକ୍ଷେପ ନେଇଛନ୍ତି ତାହାର ଅନୁସନ୍ଧାନ କରାଯାଉଛି। ବୁଧବାର ଡିପୋରେ କାର୍ଯ୍ୟରତ ଲେଫ୍ଟନାଣ୍ଟ କର୍ନେଲ ସୁଦୀପ ଭାଗବତ ନିଜକୁ...

୨୧ ବର୍ଷୀୟ ଯୁବକ ନିର୍ମାଣ କଲେ ବିଶ୍ୱର ସବୁଠୁ ଛୋଟ ଭାକ୍ୟୁମ କ୍ଲିନର୍‌

ହାଇଦ୍ରାବାଦ,୩।୩: ଆନ୍ଧ୍ରପ୍ରଦେଶର ୨୧ ବର୍ଷୀୟ ତପାଲା ନାଦମୁନି ଏକ ନିଆରା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ଚିତ୍ତୁର ଜିଲାର ଏକ ଛୋଟ ଗାଁର ଏହି ଯୁବକ ବିଶ୍ୱର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର୍‌ ନିର୍ମାଣ କରିଛନ୍ତି ଏବଂ ଏହି କାରଣରୁ...

ପୁଣି କମିଲା ସୁନା ଦର

ନୂଆଦିଲ୍ଲୀ,୩।୩: ପୁଣି ସୁନା ଦର କମିଛି। ସୁନା ୦.୧୧ ପ୍ରତିଶତ ହ୍ରାସ ହୋଇ ୧୦ ଗ୍ରାମ ପ୍ରତି ୪୫,୫୦୦ ଟଙ୍କା ହୋଇଛି। ସେହିପରି ରୂପା କିଲୋଗ୍ରାମ ପିଛା ୬୯,୨୧୬ ଟଙ୍କା ରହିଲା। ସୂଚନାଯୋଗ୍ୟ, ୨୦୨୦ ଅଗଷ୍ଟରେ ସୁନା ଦର ରେକର୍ଡ...

ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବୃଦ୍ଧି ପାଉଛି: ମୋଦି

ନୂଆଦିଲ୍ଲୀ,୩।୩: ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବଢ଼ିଚାଲିଛି। ଏହା ଭାରତର ଗୁଣବତ୍ତାକୁ ସୂଚିତ କରୁଛି। ବୁଧବାର ଶିକ୍ଷା,ଅନୁସନ୍ଧାନ ଓ କୌଶଳ ବିକାଶ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଅନ୍‌ଲାଇନ୍‌ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଆତ୍ମନିର୍ଭର ଭାରତ ଗଠନ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ କିଏ ଲେଖନ୍ତି ଜାଣନ୍ତି କି

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶକ୍ତିଶାଳୀ ତଥା ଆକର୍ଷଣୀୟ ଭାଷଣ ପାଇଁ ଜଣାଶୁଣା। ‘ମନ କି ବାତ’ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଉ, ମୋଦି ପ୍ରାୟ ପ୍ରତିଦିନ ଭାଷଣ ଦିଅନ୍ତି। ଭାଜପା ରାଲି ଏବଂ ନିର୍ବାଚନ...

ମୋଦିଙ୍କ ଦାଢ଼ି ବଢୁଛି, ଦେଶର ଜିଡ଼ିପି କମୁଛି: ଶଶି ଥରୁର୍‌

ନୂଆଦିଲ୍ଲୀ,୩।୩: କଂଗ୍ରେସ ପକ୍ଷରୁ ଶଶି ଥରୁର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାଗେର୍ଟ କରି ଟୁଇଟରରେ ଏକ ରୋଚକ ଗ୍ରାଫିକ୍ସ୍‌ ଅପଲୋଡ୍‌ କରିଛନ୍ତି। ସେ ମୋଦିଙ୍କ ଦାଢ଼ିକୁ ନେଇ କହିଛନ୍ତି ଯେ, ଦେଶର ଜିଡ଼ିପି କମି ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ଦାଢ଼ି ବଢ଼ିବାରେ...

ଏମ୍‌ସିଡି ଉପନିର୍ବାଚନ ଫଳାଫଳ: ଝାଡୁ ପାହାରରେ ହାତ-ପଦ୍ମ ଘାଇଲା

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ନଗର ନିଗମ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମୋଟ ୫ଟି ଆସନ ମଧ୍ୟରୁ ଆମ୍‌ ଆଦ୍‌ମୀ ପାର୍ଟି ୪ରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ଗୋଟିଏ ଆସନ ମିଳିଛି। ଅପରପକ୍ଷରେ ଭାଜପା ଖାତା ଖୋଲିବାକୁ ସକ୍ଷମ ହୋଇ ପାରି...

ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ-ବାମଦଳ-ଆଇଏସ୍‌ଏଫ୍‌ ଆସନ ଭାଗବଣ୍ଟା

କୋଲକାତା,୩।୩: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ଏନେଇ କଂଗ୍ରେସ, ବାମଦଳ ଏବଂ ଆଇଏସ୍‌ଏଫ୍‌ ମେଣ୍ଟ ମଧ୍ୟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି। ରାଜ୍ୟର ୨୯୪ ବିଧାନସଭା ଆସନ ମଧ୍ୟରୁ ବାମଦଳକୁ ୧୬୫, କଂଗ୍ରେସକୁ ୯୨ ଏବଂ ଇଣ୍ଡିଆନ୍‌ ସେକ୍ୟୁଲାର୍‌ ଫ୍ରଣ୍ଟ...

ଦ୍ୱିତୀୟ କରୋନା ଡୋଜ୍‌ ନେବା ପରେ ଜୀବନ ଗଲା

ମୁମ୍ବାଇ,୩।୩: ମହାରାଷ୍ଟ୍ରରେ ଦ୍ୱିତୀୟ କରୋନା ଡୋଜ୍‌ ନେବା ପରେ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଭିଓ୍ବାଣ୍ଡି ବାସିନ୍ଦା ସୁଖଦେବ କିରଦାତ୍‌ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେବାର ୧୫ ମିନିଟ୍‌ ପରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ...

୪ ମାସରେ ଗ୍ୟାସ୍‌ ଦାମ ୭ ଥର ବୃଦ୍ଧି: କାଠ ଜଳାଉଛନ୍ତି ଉଜ୍ଜ୍ୱଳା ଯୋଜନା ହିତାଧିକାରୀ

ନୂଆଦିଲ୍ଲୀ,୩।୩: ଦେଶରେ ଗତ ୪ମାସ ମଧ୍ୟରେ ଗ୍ୟାସ୍‌ ଦାମ ୭ ଥର ବୃଦ୍ଧି ପାଇଛି। ସିଲିଣ୍ଡର ଦାମ ବଢ଼ିବା ଯୋଗୁ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ଏବେ ଆଉ ଗ୍ୟାସ୍‌ ଜଳାଇବାକୁ ପସନ୍ଦ କରୁ ନାହାନ୍ତି। ଦେଶର ୮ କୋଟି ହିତାଧିକାରୀଙ୍କୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri