ଜାତୀୟ

କପେ ଚା’ ଦାମ ୧୦୦୦ ଟଙ୍କା

କୋଲକାତା,୨।୩: କପେ ଚା’ର ଦାମ ୧୦୦୦ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମୁକୁନ୍ଦପୁରରେ ଥିବା ପ୍ରତିମ ଗାଙ୍ଗୁଲୀଙ୍କର ଚା’ ଦୋକାନରେ ୧୨ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ଦାମର...

ପଶ୍ଚିମବଙ୍ଗ-ଆସାମ ବିଜୟ ଲକ୍ଷ୍ୟ: ମୋଦି କରିବେ ୨୬ ରାଲି, ଶାହା-ନଡ୍ଡା ୫୦-୫୦

କୋଲକାତା,୨।୩: ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଟ ୨୬ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୨୦ଟି ରାଲି ହେବ। ଅପରପକ୍ଷରେ ଆସାମରେ ୬ଟି ରାଲି କରାଯିବା। ପଶ୍ଚିମବଙ୍ଗ ଭାଜପା ୟୁନିଟ୍‌ ପକ୍ଷରୁ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କର...

ମତୁଆ ସମ୍ପ୍ରଦାୟଙ୍କ ୭୦ ବିଧାନସଭା ଆସନ ହାତେଇବା ଲକ୍ଷ୍ୟରେ ଭାଜପା-ତୃଣମୂଳ

କୋଲକାତା,୨।୩: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଜୋର୍‌ଦାର ଉଦ୍ୟମ କରାଯାଉଛି। ଭାଜପା ପକ୍ଷରୁ ରାଜ୍ୟର ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ...

ରାଜ୍ୟ ସରକାର ଚାହିଁଲେ ଦେଇ ପାରିବେ ମାଗଣା କରୋନା ଟିକା!

ନୂଆଦିଲ୍ଲୀ,୨ ।୩: କରୋନା ମହାମାରୀକୁ ଦୂରେଇ ଦେବାକୂ ଏବେ ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି । ହେଲେ ଏହା ସରକାରୀ ହସ୍ପିଟାଲରେ ମାଗଣାରେ ମିଳୁଥିବା ବେଳେ ବେସରକାୀ ହସ୍ପିଟାଲରେ ଗୋଟିଏ ଡୋଜକୁ ପ୍ରାୟ ୨୫୦ ଟଙ୍କା...

ଆସାମରେ ଚା’ପତ୍ର ତୋଳିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨।୩: ଆଗକୁ ଆସାମରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା, କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରହିଛି। ପ୍ରତି ରାଜନୈତିକ ଦଳ ନିର୍ବାଚନୀ ରାଜନୀତି ଆରମ୍ଭ କରିଛନ୍ତି। କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ...

ପାକିସ୍ତାନରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ,୨ ।୩: ଶରଜାହାରୁ ଲକ୍ଷ୍ନୌ ଆସୁଥିବା ଏକ ଇଣ୍ଡିଗୋ ବିମାନ ମଙ୍ଗଳବାର ପାକିସ୍ତାନର କରାଚି ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏଥିରେ ଥିବା ଜଣେ ଯାତ୍ରୀ ଅସୁସ୍ଥ ହୋଇପଡିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା । ହେଲେ...

ଖରାଦିନ ତାପମାତ୍ରା ପୁଣି କନ୍ଦାଇବ: ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨।୩: ଖରାଦିନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ମାର୍ଚ୍ଚଠାରୁ ମେ ପର୍ଯ୍ୟନ୍ତ ୩ ମାସ ପାଇଁ ଦେଶର ତାପମାତ୍ରାର ପୂର୍ବାନୁମାନ କରାଯାଇଛି। ଏଥର ଖରାଦିନ ପୁଣି କନ୍ଦାଇବ ବୋଲି ପାଣିପାଗ ବିଭାଗ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶର ଉତ୍ତର,...

ମିଶିଲା ଲୋକ ସଭା, ରାଜ୍ୟ ସଭା ଟିଭି

ନୂଆଦିଲ୍ଲୀ,୨ ।୩: ଲୋକ ସଭା ଓ ରାଜ୍ୟ ସଭା ଟିଭି ମିଶି ସଂସଦ ଟିଭି ହୋଇଛି । ଅବସରପ୍ରାପ୍ତ ଆଇଏଏସ୍ ରବି କପୁର ଏହାର ଚିଫ୍ ଏକ୍‌ଜ୍ୟୁକିଟିଭ ଅଫିସର(ସିଇଓ) ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏହି ପଦବୀରେ ଗୋଟିଏ...

କମିବ ପେଟ୍ରୋଲ-ଡିଜେଲ ଦାମ !

ନୂଆଦିଲ୍ଲୀ,୨।୩: ଦେଶରେ ପେଟ୍ରୋଲ-ଡିଜେଲ ଦାମ ଦିନକୁ ଦିନ ବୃଦ୍ଧି ପାଉଥିବାର ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡ଼ିଛି। ବିଭିନ୍ନ ସମାଗ୍ରୀର ମୂଲ ବୃଦ୍ଧି ଯୋଗୁ ଖାଉଟି ହନ୍ତସନ୍ତ ହେଉଛନ୍ତି। ଏପରିସ୍ଥଳେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଦାମ କମାଇବା...

କରୋନାରେ ଆକ୍ରାନ୍ତ ହୋଇ ଭାଜପା ଏମ୍‌ପି ନନ୍ଦକୁମାରଙ୍କ ପରଲୋକ

ଭୋପାଳ,୨।୩: ମଧ୍ୟପ୍ରଦେଶର ଖଣ୍ଡଓ୍ବାର ଭାଜପା ଏମ୍‌ପି ନନ୍ଦକୁମାର ସିଂ ଚୌହ୍ବାନଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।୧ ୧ ଜାନୁୟାରୀରେ ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ଭୋପାଳ ହସ୍ପିଟାଲରେ...

୧୦୦ ଦିନ ଆନ୍ଦୋଳନ

ନୂଆଦିଲ୍ଲୀ,୨ା୩: : ପାଣିରେ ଭିଜିଲେ, ହାଡ଼ଭଙ୍ଗା ଶୀତରେ ଥରିଲେ। ଶତାଧିକ ଆଖି ବୁଜିଦେଲେ। କେତେବେଳେ ଖଲିସ୍ତାନୀ ଅପମାନ ତ ପୁଣି କେବେ ଆନ୍ଦୋଳନଜୀବୀ ନଚେତ୍‌ ଟୁଲ୍‌କିଟ୍‌ ଉପାଖ୍ୟାନ। ୨୦୨୦ ନଭେମ୍ବର ୨୬ର ‘ଦିଲ୍ଲୀ ଚଲୋ’ ଡାକରାକୁ ୧୦୦ ଦିନ ପୂରିବାକୁ...

ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ଜୟଦୀପ

ନୂଆଦିଲ୍ଲୀ, ୨ା୩(ପିଆଇବି): ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଜୟଦୀପ ଭଟ୍ଟନାଗର ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୬ ବ୍ୟାଚର ଭାରତୀୟ ସୂଚନା ସେବା ଅଧିକାରୀ ଭଟ୍ଟନାଗର ପୂର୍ବରୁ ଦୂରଦର୍ଶନ ସମାଚାର ବିଭାଗରେ କାର୍ଯ୍ୟ କରିବା ସହ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri