ଜାତୀୟ

ପ୍ରଶାନ୍ତ କିଶୋରଙ୍କୁ ଆପଣାଇଲେ ଅମରିନ୍ଦର

ଚଣ୍ଡିଗଡ଼, ୨।୩: ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପୁଣି ଥରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ପ୍ରମୁଖ ଉପଦେଷ୍ଟା ନିଯୁକ୍ତ କରିଛନ୍ତି। ୨୦୨୨ରେ ପଞ୍ଜାବରେ କଂଗ୍ରେସ ପାଇଁ ରାଜନୈତିକ ପ୍ରଚାରକୁ ପରିଚାଳନା...

୮ ପର୍ଯ୍ୟାୟ ନିର୍ବାଚନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨।୩(ପି.ଟି.): ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ (ଇସି) ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଇସିଙ୍କ ନିଷ୍ପତ୍ତି ବିରୋଧରେ ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ସୋମବାର ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଲାଲାଙ୍କ ସ୍ବପ୍ନ ଭାରତ-ପାକ୍‌ ବନ୍ଧୁତା

ନୂଆଦିଲ୍ଲୀ, ୨ା୩: ସୀମା ଓ ବିଭାଜନର ପୁରୁଣା ଫିଲୋସୋଫି ଆଉ କାମ କରୁନାହିଁ। ଭାରତ ଏବଂ ପାକିସ୍ତାନର ଲୋକେ ଶାନ୍ତିରେ ବଞ୍ଚତ୍ବାକୁ ଚାହଁ।ନ୍ତି। ଏହି ଦୁଇ ଦେଶ ମଧ୍ୟରେ ଉତ୍ତମ ବନ୍ଧୁତା ମୋ ସ୍ବପ୍ନ ବୋଲି କହିଛନ୍ତି ନୋବେଲ ଶାନ୍ତି...

ମାସକରେ ବଢ଼ିଲାଣି ୧୦୦

ନୂଆଦିଲ୍ଲୀ,୨ା୩: କରୋନା ମହାମାରୀ ଯୋଗୁ ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର କ୍ରମାଗତ ଭାବେ ବଢ଼ି ଚାଲିଛି। ଦେଶର ପ୍ରମୁଖ ଗ୍ୟାସ୍‌...

ବଳାତ୍କାର ପରେ ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ

ବାଲିଆ,୧।୩ : ଉତ୍ତର ପ୍ରଦେଶର ବାଲିଆରେ ଜଣେ ବାଳିକାକୁ ବଳାତ୍କାର ଓ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ସୋମବାର ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଚନ୍ଦ୍ରମା ରାଜଭର (୨୪)। ଦୀର୍ଘ ଏକ ବର୍ଷ...

ଭାରତରେ ପ୍ରସ୍ତୁତ ଟିକା ଉପରେ ଚାଇନା ହ୍ୟାକର୍ସଙ୍କ ନଜର

ନୂଆଦିଲ୍ଲୀ,୧।୩ : ଭାରତରେ କରୋନା ଟିକା ପ୍ରସ୍ତୁତ କରୁଥିବା ଦୁଇ ଭାକ୍ସିନ ପ୍ରସ୍ତୁତକାରୀ କମ୍ପାନୀର ଆଇଟି ସିଷ୍ଟମ ଉପରେ ଗତ ସପ୍ତାହରେ ସାଇବର ଆଟାକ୍‌ କରିଛି ଚାଇନା ସମର୍ଥତ୍ତ ହ୍ୟାକିଂ ଗ୍ରୁପ। ଏ ନେଇ ସାଇବର ଇଣ୍ଟେଲିଜେନ୍ସ ଫାର୍ମ ସିଫର୍ମା...

ବେଡ୍‌ ଓଦା କରିବାରୁ ନାବାଳକକୁ ନିର୍ଯ୍ୟାତନା ଦେଲେ ଦମ୍ପତି

ଥାନେ,୧।୩ : ମହାରାଷ୍ଟ୍ରର ଥାନେ ସହରରେ ବେଡ୍‌ ଓଦା କରିବା କାରଣରୁ ଜଣେ ୯ ବର୍ଷୀୟ ନାବାଳକ ଉପରେ ଅକଥନିୟ ଅତ୍ୟାଚାର କରିଛନ୍ତି ଜଣେ ପୁରୁଷ ଓ ତାଙ୍କ ଦ୍ୱିତୀୟ ପତ୍ନୀ। ଏପରି କି ନାବାଳକଙ୍କ ପ୍ରାଇଭେଟ ପାଟର୍‌ସରେ ଚେଙ୍କ...

ସ୍ତ୍ରୀଙ୍କୁ ବେଲ୍ଟରେ ପିଟି ପିଟି ହତ୍ୟା

କୋଟା,୧।୩ : ରାଜସ୍ଥାନର ଝାଲାଓ୍ବର ଜିଲାରେ ଜଣେ ମଦ୍ୟପ ସ୍ବାମୀ ଚମଡ଼ା ବେଲ୍ଟରେ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ଏ ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ଝାଲାଓ୍ବର ପୋଲିସ। ପୋଲିସ ଅନୁଯାୟୀ,...

ବାଇସେପ୍‌- ଆବ୍ସ ପରେ ଏବେ ଚର୍ଚ୍ଚାରେ ରାହୁଲଙ୍କ ପୁଶ୍‌ଅପ୍‌: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧।୩: ଆଜିକାଲି ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ୫୦ ବର୍ଷୀୟ ରାହୁଲ ନିକଟରେ ମତ୍ସଜୀବୀମାନଙ୍କ ସହ ସମୁଦ୍ରକୁ ଡେଇଁଥିଲେ। ଏହାର ଭିଡିଓ ଏବଂ ଫଟୋ ଖୁବ୍‌ ଭାଇରାଲ ହୋଇଥିଲା। ଏହାପରେ ତାଙ୍କର ଅନ୍ୟ ଏକ...

ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ବିରୋଧୀଦଳ ନେତା ଟିକାନେବା ଉଚିତ

ନୂଆଦିଲ୍ଲୀ,୧।୩: କୋଭିଡ୍‌-୧୯କୁ ହରାଇବା ପାଇଁ ମାର୍ଚ୍ଚ ୧ତାରିଖରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଛନ୍ତି। ଟିକା ନିରାପଦ ବୋଲି ସେ ଦେଶବାସୀଙ୍କୁ ଉଦାହରଣ ଦେଇଥିବା କେନ୍ଦ୍ର...

୯ ସେକେଣ୍ଡରେ ନନ୍‌ଷ୍ଟପ୍ ୧୩ ପୁସ୍‌ଅପ୍ ମାରିଲେ ରାହୁଲ

ଚେନ୍ନାଇ,୧ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ତାମିଲନାଡୁ ଗସ୍ତରେ ଅଛନ୍ତି । ସୋମବାର ସେ କନ୍ୟାକୁମାରୀରେ ଏକ ରୋଡ ଶୋ’ରେ ଯୋଗ ଦେଇଥିଲେ । ସେଠାରେ ଯେ ଯୁବ ଛାତ୍ରୀଛାତ୍ରଙ୍କ ସହ କଥା ହୋଇଥିଲେ ।...

ପୂର୍ବରୁ କାହିଁକି ଟିକା ନେଲେ ନାହିଁ ପ୍ରଧାନମନ୍ତ୍ରୀ: ଅଧୀର ରଞ୍ଜନ

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ୧ ତାରିଖରୁ ଦେଶରେ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କରୋନା ଟିକା ନେଇ ଏହାର ଶୁଭାରମ୍ଭ କରିଥିଲେ। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri