ଜାତୀୟ

ପ୍ରଧାନ ମନ୍ତ୍ରୀଙ୍କ ପୁଡୁଚେରୀ ଗସ୍ତକୁ ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ବୋଲି ବୁଧବାର ଏକ ପ୍ରେସ ବିବୃତିରେ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ପୂର୍ବତନ...

ପୁଡୁଚେରୀରେ ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ,୨୪।୨: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫା ଦେବାର ଗୋଟିଏ ଦିନ ପରେ ବୁଧବାର କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅନୁମୋଦନ କରିଛି। ପୁଡୁଚେରୀ ବିଧାନସଭା ର୍ନିବାଚନର ୩ ମାସ...

ୟୁଜର୍ସଙ୍କୁ ଭାଗ ଭାଗ କରିଦେଲା ମୋଟେରା ଷ୍ଟାଡିୟମର ନାମକରଣ

ନୂଆଦିଲ୍ଲୀ,୨୪।୨: ଗୁଜରାଟର ଅହମ୍ମଦାବାଦ ସ୍ଥିତ ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଛି। ୧.୩୨ ଲକ୍ଷ ଦର୍ଶକଙ୍କ କ୍ଷମତା ବିଶିଷ୍ଟ ଷ୍ଟାଡିୟମର ନାମ ଏବେ ଠାରୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ଜଣାଯିବ। ଭାରତ-ଇଂଲଣ୍ଡ...

ମାର୍ଚ୍ଚ ୧ରୁ ବୟସ୍କଙ୍କୁ କରୋନା ଟିକା

ନୂଆଦିଲ୍ଲୀ,୨୪।୨: କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏହି ଟିକା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ କରୋନା ଯୋଦ୍ଧାମାନଙ୍କୁ ପ୍ରଥମ...

ଟିଏମ୍‌ସି ହାତ ଧରିଲେ ଏହି କ୍ରିକେଟର, ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

କୋଲକାତା,୨୪।୨: ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ ବୁଧବାର ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ହୁଗୁଳୁ ଜିଲାରେ ହୋଇଥିବା ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଦଳର ହାତ ଧରିଛନ୍ତି। ପୂର୍ବରୁ ସେ ଏନେଇ ଟୁଇଟରରେ ସମ୍ୟକ୍‌ ସୂଚନା...

ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ହେଲା ମୋଟେରା

ଅହମଦାବାଦ,୨୪।୨: ପୃଥିବୀର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ମୋଟେରାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ନାମକରଣ କରାଯାଇଛି। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଶାହା ଷ୍ଟାଡିୟମ୍‌ର...

ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ

ଅହମଦାବାଦ,୨୪।୨: ପୃଥିବୀର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ ହୋଇଛି। ଗୁଜରାଟର ମୋଟେରା ଷ୍ଟାଡିୟମ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ଏହାର ନିର୍ମାଣରେ ୮୦୦ କୋଟି ଟଙ୍କା ଖର୍ଚ୍ଚ...

୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୨୪।୨: ଜମ୍ମୁ-କଶ୍ମୀର ଅନନ୍ତନାଗରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେଶନ ସମୟରେ ୪ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଦକ୍ଷିଣ କଶ୍ୱୀର ଅନନ୍ତନାଗର ଶ୍ରୀଗୁଫଓ୍ବାରାର ଶାଲଗୁଲ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବା ଖବର ମିଳିଥିଲା। ଖବର ପାଇ ମିଳିତ...

ୟୁପିଏସ୍‌ସି ପରୀକ୍ଷା: ଓଭର ଏଜ୍‌ ପ୍ରାର୍ଥୀଙ୍କୁ ମିଳିବନି ଅତିରିକ୍ତ ସୁଯୋଗ

ନୂଆଦିଲ୍ଲୀ,୨୪।୨: ୟୁପିଏସ୍‌ସି ପରୀକ୍ଷା ନେଇ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଝଟ୍‌କା ଲାଗିଛି। ୨୦୨୦ ଅକ୍ଟୋବରରେ କରୋନା ମହାମାରୀ ସମୟରେ ପରୀକ୍ଷା ଦେଇଥିବା ଓଭର ଏଜ୍‌ ପ୍ରାର୍ଥୀଙ୍କୁ ଆଉ ଅତିରକ୍ତ ସୁଯୋଗ ମିଳିବନି ବୋଲି କୋର୍ଟ ବୁଧବାର କହିଛନ୍ତି। ଏହା...

କରୋନା ନୂଆ ଷ୍ଟ୍ରେନ୍‌: ଅଧିକ ମାରାତ୍ମକ ହେବା ଆଶଙ୍କା

ନୂଆଦିଲ୍ଲୀ,୨୪।୨: ଦେଶରେ ପୁଣି କରୋନା ଆତଙ୍କ ଆରମ୍ଭ ହୋଇଛି। ମହାରାଷ୍ଟ୍ର,କେରଳ ଏବଂ ତେଲଙ୍ଗାନାରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟକ ହୋଇଛି। ଭାରତରେ ମିଳିଥିବା ନୂଆ ଷ୍ଟ୍ରେନ୍‌ ବ୍ରିଟେନଠାରୁ ଅଧିକ ମାରାତ୍ମକ ହେବାର ଆଶଙ୍କା ରହିଥିବା ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ଚଣ୍ଡିଗଡ଼...

ନାତୁଣୀଙ୍କୁ ପଢାଇବା ପାଇଁ ଘର ବିକ୍ରି କଲେ ଅଟୋଚାଳକ

ମୁମ୍ବାଇ,୨୪।୨: ସମୟ ସହିତ ସୋସିଆଲ ମିଡିଆ ଏପରି ଏକ ମାଧ୍ୟମ ପାଲଟିଛି, ଯାହା ମାଧ୍ୟମରେ ସାହାଯ୍ୟ ମଧ୍ୟ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚୁଛି । ଏହିପରି ଅନେକ ଉଦାହରଣ ପୂର୍ବରୁ ଦେଖାଯାଇଛି। ଏବେ ଏଭଳି ଏକ ମାମଲା ମୁମ୍ବାଇରୁ ଆସିଛି।...

ଯୌତୁକରେ ମିଳିଲା ୧୧ ଲକ୍ଷ ଟଙ୍କା: ବରର ପିତା ଟଙ୍କା ନେଇ କଲେ ଏମିତି କାମ

ଜୟପୁର,୨୪।୨: ଆଜିବି ସମାଜରେ ଯୌତୁକ ଏକ ବ୍ୟାଧି ଭାବେ ପରିଗଣିତ ହେଉଛି। କେଉଁଠି ଯୌତୁକ ଯୋଗୁ ବଧୂହତ୍ୟା ହେଲାଣି ତ ଆଉ କେଉଁଠି ଯୌତୁକ ପାଇଁ ମହିଳାଙ୍କୁ ଘରୁ ତଡି ଦିଆଯାଉଛି। ତେବେ ରାଜସ୍ଥାନର ବୁନ୍ଦି ଜିଲାର ପିପରୱାଲା ଗାଁର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri