ଜାତୀୟ

ଗେହଲଟ୍‌ଙ୍କ ସ୍ବତନ୍ତ୍ର କୋଭିଡ୍‌ ପ୍ୟାକେଜ୍‌: ୫୦ ହଜାର ଟଙ୍କାର ସୁଧମୁକ୍ତ ଋଣ

ଜୟପୁର,୨୪।୨: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାର ବୁଧବାର ବଜେଟ ଉପସ୍ଥାପନା କରିଛନ୍ତି। ରାଜ୍ୟରେ କୋବିଡ୍‌ ମୁକାବିଲା ପାଇଁ ବଜେଟରେ ସ୍ବତନ୍ତ୍ର ପ୍ୟାକେଜ୍‌ ଆବଣ୍ଟିତ କରାଯାଇଛି। ସେହିପରି ବେକାରଙ୍କ ରୋଜଗାର ପାଇଁ ୫୦ ହଜାର ଟଙ୍କାର ସୁଧମୁକ୍ତ ଋଣ ଘୋଷଣା...

ରୁଜିରା-ପାମେଲାଙ୍କୁ ନେଇ ଟିଏମ୍‌ସି-ଭାଜପା ମୁହାଁମୁହିଁ

କୋଲକାତା,୨୪।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ତୃଣମୂଳ କଂଗ୍ରେସ( ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ତେବେ ଦୁଇ ରାଜନୈତିକ ଦଳ ରୁଜିରା ନରୁଲା ଏବଂ ପାମେଲା ଗୋସ୍ବାମୀଙ୍କୁ ନେଇ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ

ନୋଏଡା,୨୪।୨: ଯମୁନା ଏକ୍ସପ୍ରେସ୍‌ଓ୍ବେରେ ମଙ୍ଗଳବାର-ବୁଧବାର ମଧ୍ୟରାତ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୭ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ବୃନ୍ଦାବନ ଦର୍ଶନ ସାରି ଇନୋଭାରେ ଘରକୁ ଫେରୁଥିଲେ। ତେବେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ...

୫ ରାଜ୍ୟବାସୀଙ୍କୁ ଦିଲ୍ଲୀ ମନା

ନୂଆଦିଲ୍ଳୀ,୨୪।୨: ଦେଶର କରୋନା ସଂକ୍ରମଣ ପୁଣି ଫେରିଛି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ୫ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏସବୁ ରାଜ୍ୟବାସୀଙ୍କୁ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ସେମାନଙ୍କ ନମୁନା ପରୀକ୍ଷା...

ଭାଜପା ଦଖଲରେ ଗୁଜରାଟର ୬ ପୌର ନିଗମ

ଅହମଦାବାଦ, ୨୪।୨ : ଗୁଜରାଟ ପୌର ନିର୍ବାଚନ ଭୋଟଗଣତି ମଙ୍ଗଳବାର ଜାରି ରହିଥିବାବେଳେ ଭାଜପା ୬ଟି ଯାକ ମହାନଗର ନିଗମ ଦଖଲ କରିଛି। ରାତି ୧୧ଟା ସୁଦ୍ଧା ମୋଟ୍‌ ୫୭୬ ଆସନ ମଧ୍ୟରୁ ଗୈରିକ ଦଳକୁ ୪୮୫ଟି ଆସନ ମିଳିଛି।...

ଟ୍ରକ୍‌ ପୋଡ଼ି ମାମଲାରେ ଓ୍ବାରାଓ୍ବାରାଙ୍କୁ ଜାମିନ

ନୂଆଦିଲ୍ଲୀ, ୨୪।୨ : ତେଲୁଗୁ କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରା ରାଓଙ୍କୁ ମଙ୍ଗଳବାର ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ ଅନ୍ୟ ଏକ ମାମଲାରେ ୬ ମାସ ପାଇଁ ଜାମିନ ପ୍ରଦାନ କରିଛନ୍ତି। ୨୦୧୬ରେ ମହାରାଷ୍ଟ୍ରର ସୁରଜଗଡ଼ ଲୁହାପଥର ଖଣି...

ବିସ୍ଫୋରଣରେ ୬ ମୃତ

ଚିକ୍କାବଲପୁର, ୨୪।୨ : କର୍ନାଟକର ଚିକ୍କାବଲପୁର ଏବଂ ବେଙ୍ଗାଲୁରୁ ସୀମାନ୍ତ ଏକ ଗ୍ରାମରେ ମଙ୍ଗଳବାର ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ ଜିଲେଟିନ୍‌ ଷ୍ଟିକ୍‌ଗୁଡ଼ିକୁ ଗାଡ଼ିରେ ନେବାବେଳେ...

ବ୍ରିଟିଶ ରାଣୀଙ୍କ ସମ୍ପର୍କୀୟଙ୍କୁ ଜେଲ

ଲଣ୍ଡନ, ୨୪।୨ : ବ୍ରିଟିଶ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜଣେ ସମ୍ପର୍କୀୟଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ୧୦ ମାସ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଗତବର୍ଷ ଫେବୃୟାରୀରେ ଷ୍ଟ୍ରାଥ୍‌ମୋରର ୟର୍ଲ ସାଇମନ ବୋଓ୍ବେସ୍‌-ଲିଓନ୍‌ ସ୍କଟଲାଣ୍ଡସ୍ଥିତ ତାଙ୍କ ପୈତୃକ ଦୁର୍ଗରେ ଜଣେ ମହିଳାଙ୍କୁ...

ଇଡି, ସିବିଆଇକୁ ଅସ୍ତ୍ର କରୁଛି କେନ୍ଦ୍ର

ନୂଆଦିଲ୍ଲୀ, ୨୪।୨ (ଆଇଏଏନ୍‌ଏସ୍‌): ପୁଡ଼ୁଚେରୀରେ କଂଗ୍ରେସ ସରକାର ଭାଙ୍ଗିବା ପରେ ବର୍ଷକ ମଧ୍ୟରେ ଏହି ଦଳ ଦୁଇଟି ରାଜ୍ୟରେ କ୍ଷମତା ହରାଇଛି। ଏହା ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ହାତରୁ କ୍ଷମତା ଯାଇଥିଲା। ଉଭୟ ରାଜ୍ୟରେ ଦଳୀୟ ବିଧାୟକମାନଙ୍କ ଇସ୍ତଫା ଯୋଗୁ...

ସଂକ୍ରମଣର କେନ୍ଦ୍ର ପାଲଟିଛି ବିଦର୍ଭ

ମୁମ୍ବାଇ/ଭୋପାଳ, ୨୪।୨ : ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁଣେ ପରେ ଏବେ ବିଦର୍ଭ ଅଞ୍ଚଳ କରୋନା ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି। ଏହି ଅଞ୍ଚଳର ୟାଭତମାଲ, ଆକୋଲା, ଅମରାବତୀ ଏବଂ ଓ୍ବାର୍ଦ୍ଧା ଜିଲାରେ ଦୈନିକ ସଂକ୍ରମଣ ହାର ବଢ଼ିଚାଲିଛି। ସେଠାରେ ସଂକ୍ରମଣ...

ଭାଷଣ ଅଧାରୁ ମଞ୍ଚ ଛାଡ଼ିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୪।୨- ଉତ୍ତର ପ୍ରଦେଶର ମଥୁରାଠାରେ ମଙ୍ଗଳବାର କୃଷକ ଆନ୍ଦୋଳନକୁ ସମ୍ବୋଧିତ କରୁଥିବାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଷଣ ଅଧାରୁ ମଞ୍ଚ ଛାଡ଼ି ଦେଇଛନ୍ତି। ସେ ଭାଷଣ ଦେଉଥିବାବେଳେ ଜଣେ ମହିଳା ନ୍ୟାୟ ଦାବି କରି ସ୍ଲୋଗାନ ଦେଇଥିଲେ।...

ରାଜନୀତିରେ ପାଦ ଦେଇପାରନ୍ତି ଅଭାଗା କ୍ରିକେଟର

କୋଲକାତା,୨୪ା୨- ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ। ଭାରତୀୟ କ୍ରିକେଟର ଅଭାଗା କ୍ରିକେଟର କୁହାଯାଉଥିବା ତିଓ୍ବାରୀ ବୁଧବାର ହୁଗଲି ଜିଲାର ଚିନସୁରରେ ହେବାକୁ ଥିବା ରାଲିବେଳେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri