ଜାତୀୟ

ମୋଦିଙ୍କ ନକଲ କରିବାରୁ ଏତଲା

ନୂଆଦିଲ୍ଲୀ, ୨୧ା୨: ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ କରିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲାଙ୍କୁ ମହଙ୍ଗା ପଡ଼ିଛି। ଏଥିଯୋଗୁ ତାଙ୍କ ନାଁରେ ଥାନାରେ ଏତଲା ରୁଜୁ...

ବୈଠକରେ କୌଣସି ରାଜ୍ୟ ଉଠାଇଲେ ନାହିଁ କୃଷି ଆଇନ କଥା!

ନୂଆଦିଲ୍ଲୀ,୨୧ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବାହାରେ ବିରୋଧୀ ଖୁବ୍ ବିରୋଧ କରୁଥିଲେ ବି ଭିତରେ ଚୁପ୍ ରହିବା ଏବେ ଆଲୋଚନା ପରିସରକୁ ଆସିଛି । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍‌୍ର ମୋଦି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରୁଥିଲେ...

ବିକ୍ଷୋଭ ଯଦି ଦେଶଦ୍ରୋହ, ଜେଲରେ ରହିବି

ନୂଆଦିଲ୍ଲୀ, ୨୧।୨: ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ଯଦି ଦେଶଦ୍ରୋହ ହୁଏ, ତେବେ ଜେଲରେ ରହିବା ଭଲ ବୋଲି ଜଳବାୟୁ କର୍ମୀ ଦିଶା ରବିଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରଓ୍ବାଲ କହିଛନ୍ତି। ଶନିବାର ଦିଲ୍ଲୀର ଏକ ଅଦାଲତରେ ଦିଶାଙ୍କ ଜାମିନ ଆବେଦନର...

ଭାରତ-ଚାଇନା ମଧ୍ୟରେ ଦୀର୍ଘ ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକ: ବିବାଦୀୟ ଅଞ୍ଚଳରୁ ସେନା ହଟାଇବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୨୧ ।୨: ପୂର୍ବ ଲଦ୍ଦାଖର ପୋଙ୍ଗୟାଙ୍ଗ ହ୍ରଦ ପରେ ଅନ୍ୟ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ସେନାଙ୍କୁ ଫେରାଇ ନେବା ଲାଗି ଭାରତ-ଚାଇନା ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ଶନିବାର ପାଖାପାଖି ୧୬ ଘଣ୍ଟା ଧରି ଚାଲିଛି । ଏହି ବୈଠକ ସକାଳ...

ମୋଦିଙ୍କୁ ଚିଠି ଲେଖିଲେ ଅମରିନ୍ଦର: କୃଷକ ଆନ୍ଦୋଳନର ସମାଧାନ ବାହାର କରନ୍ତୁ

ଚଣ୍ଡିଗଡ,୨୦।୨: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟଟେନ୍‌ ଅମରିନ୍ଦର ସିଂ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। କୃଷକ ଆନ୍ଦୋଳନର ସମାଧାନର ବାଟ ବାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଶନିବାର ସେ ଅପିଲ କରି କହିଛନ୍ତି ଯେ, କୃଷକଙ୍କ...

ଜମ୍ମୁ କଶ୍ମୀରରେ ରକ୍ତପାତ ବନ୍ଦ ହେଉ: ମେହବୁବା

ଶ୍ରୀନଗର,୨୦।୨: ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ପୋଲିସ ଶହୀଦ ହେବାର ଗୋଟିଏ ଦିନ ପରେ ପିଡିଏଫ ମୁଖ୍ୟ ମେହବୁବା ମୁଫତି ପାକିସ୍ତାନ ସହ ଆଲୋଚନା କରିବାକୁ କେନ୍ଦ୍ରକୁ ଆହ୍ବାନ କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳରେ ଅଞ୍ଚଳରେ କୌଣସି...

ଅବତରଣବେଳେ ବିଦ୍ୟୁତ୍‌ ଖୁଣ୍ଟ ସହ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ

ବିଜୟୱାଡା,୨୦।୨: ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ହୋଇଛି। ୬୪ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ବିଜୟୱାଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଛି। ବିମାନରେ ଥିବା ସମସ୍ତ...

ତୈଳ ଦରକୁ ନେଇ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୦।୨: ବୃଦ୍ଧି ପାଉଥିବା ପେଟ୍ରୋଲ, ଡିଜେଲ, ଗ୍ୟାସ ଦରକୁ ନେଇ ଶନିବାର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତଳଦର ବୃଦ୍ଧି ଦେଶ ପାଇଁ ଚିନ୍ତାର ବିଷୟ। ସମସ୍ୟାର ସମାଧାନ ଦର ହ୍ରାସ ହିଁ ଏକମାତ୍ର...

ନିର୍ବାଚନ ପ୍ରସ୍ତୁତି ଆରମ୍ଭ: ୫ ରାଜ୍ୟରେ ପହଞ୍ଚିଲେ ସିଏପିଏଫ୍‌ ଯବାନ

ନୂଆଦିଲ୍ଲୀ,୨୦।୨: ଚଳିତ ବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି। ରାଜ୍ୟଗୁଡ଼ିକ ହେଉଛି ଆସାମ, ପଶ୍ଚିମବଙ୍ଗ, ପୁଡୁଚେରୀ, ତାମିଲନାଡୁ ଏବଂ କେରଳ। ନିର୍ବାଚନ ଆୟୋଗଙ୍କ ଆଦେଶ ଅନୁଯାୟୀ, ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ ବାତାବରଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ...

ଅମିତାଭ ବଚ୍ଚନଙ୍କ ଘରର ସୁରକ୍ଷା ବଢିଲା

ମୁମ୍ବାଇ,୨୦।୨: ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ପାଟୋଲଙ୍କ ବିବୃତ୍ତି ପରେ ବଚ୍ଚନଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଛି। ଏଥି ସହିତ କଂଗ୍ରେସ ନେତା...

ଟୁଲକିଟ ମାମଲା: ଫେବୃୟାରୀ ୨୩ରେ ଦିଶା ରବିଙ୍କ ଜାମିନ ଆବେଦନ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦।୨: ଟୁଲକିଟ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଜାମିନ ଆବେଦନ ଶନିବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଥିଲା। ଆଡିସନାଲ ସେଶନ ଜଜ୍‌ ଧର୍ମେନ୍ଦ୍ର ରାଣାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଦିଶା ରବିଙ୍କ ଜାମିନ...

ଆଉ ଗୋଟିଏ ବ୍ୟାଙ୍କ ଉପରେ ଲାଗିଲା ପ୍ରତିବନ୍ଧକ, ୬ ମାସ ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ଗ୍ରାହକ

ବେଙ୍ଗାଲୁରୁ,୨୦।୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କର୍ନାଟକର ଡେକାନ ଅର୍ବାନ କେଅପରେଟିଭ୍‌ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଫଳରେ ଏବେ ବ୍ୟାଙ୍କ ପକ୍ଷରୁ କୌଣସି ନୂଆ ଋଣ ଦିଆଯିବ ନାହିଁ। କେବଳ ନୁହେଁ, ନୂଆ ରାଶି ମଧ୍ୟ ଗ୍ରହଣ କରାଯିବ ନାହିଁ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri