ଜାତୀୟ

ପଶ୍ଚିମବଙ୍ଗରେ ବହିଲା ରକ୍ତର ନଦୀ

କୋଲକାତା,୧୮ ।୨:ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲା ନିମଟିଟା ରେଲୱେ ଷ୍ଟେଶନରେ ବୁଧବାର ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ହୋଇଥିବା ବୋମା ମାଡରେ ମନ୍ତ୍ରୀ ଜାକିର ହୁସେନ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମନ୍ତ୍ରୀଙ୍କ ସହ ଅନ୍ୟ ୨ ବ୍ୟକ୍ତି ମଧ୍ୟ ଆହତ...

‘ ସମ୍ମାନଠାରୁ ମର୍ଯ୍ୟାଦା ବଡ଼ ’

ନୂଆଦିଲ୍ଲୀ,୧୭ା୨- ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମ୍ମାନର ଅଧିକାର ଆଗରେ ମହିଳାଙ୍କ ମର୍ଯ୍ୟାଦାକୁ ବଳି ପକାଯାଇ ପାରିବ ନାହିଁ। ସାମ୍ବାଦିକା ପ୍ରିୟା ରମାନୀଙ୍କୁ ଆପରାଧିକ ମାନହାନି ମାମଲାରେ ଛନ୍ଦିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.ଜେ. ଆକବରଙ୍କୁ ବୁଧବାର ଦିଲ୍ଲୀର ଏକ କୋର୍ଟ ଏହା...

ଦିବାଲୋକରେ ହାଇକୋର୍ଟ ଓକିଲ ଦମ୍ପତିଙ୍କୁ ନିର୍ମମ ହତ୍ୟା

ହାଇଦ୍ରାବାଦ୍‌, ୧୭।୨ : ତେଲାଙ୍ଗାନାର ପେଡାପଲ୍ଲି ଜିଲାର କାମାନପୁରଠାରେ ସ୍ପଷ୍ଟ ଦିବାଲୋକରେ ଖେଳିଯାଇଛି ଆତଙ୍କ। ତେଲାଙ୍ଗାନା ହାଇକୋର୍ଟ ଓକିଲ ଗାଟୁ ବମନ ରାଓ ଏବଂ ତାଙ୍କ ପତ୍ନୀ ନାଗମଣିଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏହି ଓକିଲ ଦମ୍ପତି ମନ୍ଥାନି...

ନାବାଳକ ଆଇନରେ ହେବ ସଂଶୋଧନ: ଜିଲା ମାଜିଷ୍ଟ୍ରେଟଙ୍କ ଅଧୀନରେ କାର୍ଯ୍ୟ କରିବ ଶିଶୁ ସୁରକ୍ଷା ୟୁନିଟ

ନୂଆଦିଲ୍ଲୀ୧୭।୨: ନାବାଳକ ଆଇନ(ଜୁଭେନାଇଲ ଜଷ୍ଟିସ୍‌ ଲ୍‌) ଅଧିନିୟମ ୨୦୧୫ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏଥିରେ ଜିଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟଙ୍କ କ୍ଷମତାକୁ ବଢାଇ ଦିଆଯାଇଛି। ଏହି ସମ୍ପର୍କରେ ଶିଶୁ ବିକାଶ ମନ୍ତ୍ରୀ...

ଗୁଟ୍‌ଖାଠୁ ଶସ୍ତା ମଣିଷ ଜୀବନ

ପାଟନା, ୧୭।୨ : ବିହାରର ରାଜଧାନୀ ଠାରୁ ୨୫୦ କିଲୋମିଟର ଦୂରରେ ଥିବା ସୁପାଲରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ବାକିରେ ଗୁଟ୍‌ଖା ଦେବାକୁ ମନା କରି ଦେବାରୁ ୩ ଜଣ ଦୁର୍ବୃତ୍ତ ଗୁଳି କରି ଜଣେ ଦୋକାନୀଙ୍କୁ...

ଘର ତିଆରି କରିବାକୁ ବାକ୍ସରେ ରଖିଥିଲେ ଲକ୍ଷାଧିକ ଟଙ୍କା, ଖାଇଗଲେ ଉଇ

ଭୋପାଳ,୧୭।୨: କୁହାଯାଏ, କଷ୍ଟ ଅର୍ଜିତ ଧନ ନଷ୍ଟ ହୁଏ ନାହିଁ, ମାତ୍ର ଯେତେବେଳେ ଭାଗ୍ୟ ସାଥ୍‌ ଦେଇ ନ ଥାଏ ତାହା ମଧ୍ୟ ଆପଣଙ୍କ ପାଖରେ ରହେ ନାହିଁ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ।...

ଅନ୍ୟ ଉପରେ ନିର୍ଭର କରୁଥିବା ଭାରତ ଏବେ ବାଣ୍ଟୁଛି କରୋନା ଟିକା: ମୋଦି

ନୂଆଦିଲ୍ଲୀ,୧୭।୨: ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଅନ୍ୟ ଦେଶ ଉପରେ ନିର୍ଭର କରୁଥିବା ଭାରତର ସ୍ଥିତି ଏବେ ବଦଳି ଯାଇଛି। ଆତ୍ମନିର୍ଭର ଭାରତ ଗଠନ ଉଦ୍ୟମ ସଫଳ ହୋଇଛି। କରୋନା ମହାମାରୀ କ୍ଷେତ୍ରରେ ଭାରତ ପ୍ରତିଷେଧକ ଟିକା ପ୍ରସ୍ତୁତ କରି ପୃଥିବୀରେ...

ଟ୍ରେନ୍‌ରୁ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ୍‌

କାନପୁର,୧୭।୨: ଉତ୍ତରପ୍ରଦେଶ କାନପୁରରେ ଟ୍ରେନ୍‌ରୁ ଟଙ୍କା ଭର୍ତ୍ତି ଲାଲ ରଙ୍ଗର ଟ୍ରଲି ବ୍ୟାଗ୍‌ ରେଲଓ୍ବେ ପୋଲିସ ଉଦ୍ଧାର କରିଛି। ସ୍ବତନ୍ତ୍ର ସଂଗ୍ରାମ ସେନାନୀ ସ୍ପେଶାଲ ଟ୍ରେନ୍‌ରୁ ବ୍ୟାଗ୍‌ ମିଳିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଗ୍‌ରେ କୋଟିଏ ୪୦ ଲକ୍ଷ...

ଚଳନ୍ତା ସ୍କର୍ପିଓରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ଡ୍ରାଇଭର

ରାଞ୍ଚି,୧୭।୨: ଝାଡ଼ଖଣ୍ଡର ଜାମସେଦପୁର ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସୋନାରୀ ଥାନା ଅନ୍ତର୍ଗତ ମେରାଇନ ଡ୍ରାଇଭ୍‌ସ୍ଥିତ ବାର୍‌ ନିକଟରେ ମଙ୍ଗଳବାର ରାତିରେ ଏହି ଘଟଣାଟି ଘଟିଛି। ରାସ୍ତାରେ ଯାଉଥିବା ଏକ ସ୍କର୍ପିଓରେ ହଠାତ୍‌ ନିଆଁ ଲାଗି ଯାଇଥିଲା।...

ଆଶାରାମଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା

ଯୋଧପୁର,୧୭।୨: ରାଜସ୍ଥାନର ଯୋଧପୁର ଜେଲରେ ଆଶାରାମଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଛି। ଏହି କାରଣରୁ ଆଶାରାମଙ୍କୁ ମହାତ୍ମା ଗାନ୍ଧୀ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି। ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ଆଶାରାମଙ୍କୁ ଡାକ୍ତରଖାନା ନିଆଯାଇଥିଲା। ନାବାଳିକାଙ୍କୁ...

ପଞ୍ଜାବରେ ମ୍ୟୁନିସିପାଲିଟି ନିର୍ବାଚନ: କଂଗ୍ରେସ ଆଗରେ, ଭାଜପା ସବୁଠୁ ପଛରେ

ଚଣ୍ଡିଗଡ,୧୭।୨: ପଞ୍ଜାବ ମ୍ୟୁନିସିପାଲିଟି ନିର୍ବାଚନ ମତଗଣନା ଆରମ୍ଭ ହୋଇଛି। ପଞ୍ଜାବରେ ଏପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକ ନମ୍ବରରେ, ଅକାଳି ଦଳ ଦ୍ୱିତୀୟ ସ୍ଥାନରେ, ଆମ ଆଦମୀ ପାର୍ଟି ତୃତୀୟ ସ୍ଥାନରେ ଏବଂ ଭାଜପା ଚତୁର୍ଥ ସ୍ଥାନରେ...

କଶ୍ମୀର ଗସ୍ତରେ ୨୪ ଦେଶର ପ୍ରତିନିଧି

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଚତୁର୍ଥ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ ଏଠାରେ ପହଞ୍ଚିଛନ୍ତି। ଦଳରେ ୨୪ଟି ଦେଶର ପ୍ରତିନିଧି ଅଛନ୍ତି। ଏଥିରେ ଆଫ୍ରିକା, ମଧ୍ୟ-ପୂର୍ବ ଏବଂ ୟୁରୋପୀୟ ଦେଶର ପ୍ରତିନିଧିଙ୍କୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri