ଜାତୀୟ

ମାତ୍ର ୨୨ ବର୍ଷର ଝିଅକୁ ଡରିଗଲେ ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୧୫ ।୨: ପୋଲିସ ଟୁଲକିଟ ମାମଲାରେ ୨୨ ବର୍ଷିୟା ସାମାଜିକ କର୍ମୀ ଦିଶା ରବିଙ୍କୁ ଗିରଫ କରିଛି । ଏବେ ଏହାକୁ କୃଷକ ଓ କଂଗ୍ରେସ ନେତାମାନେ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ମହାସଚିବ ପିୟଙ୍କା...

ସୁସ୍ଥ ହେବା ପରେ ବି ୩ ଥର ଆସିଲା କରୋନା ପଜିଟିଭ ରିପୋର୍ଟ

ଆଗ୍ରା,୧୫ ।୨: ଆଗ୍ରାର ସରୋଜିନି ନାଇଡୁ ମେଡିକାଲ କଲେଜରେ ଏମିତି ୬ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେବା ପରେ ଠିକ୍ ହୋଇ ଯାଇଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ, ସେମାନଙ୍କ ଶରୀରରେ କରୋନା...

ଗୁଜରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଅହମଦାବାଦ,୧୫।୨: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରବିବାର ଏକ କାର୍ଯ୍ୟକ୍ରମରେ ସେ ମଞ୍ଚ ଉପରେ ଚେତା ହରାଇ ଥିଲେ। ତାଙ୍କ ମୁଣ୍ଡ ବୁଲାଇବାରୁ ଏଭଳି ହୋଇଥିଲା। ଏହାପରେ ତାଙ୍କୁ ୟୁଏନ୍‌ ମେହେଟ୍ଟା...

ୟୁଜରଙ୍କ ଗୋପନୀୟତା ସର୍ବୋପରି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୫।୨: ୟୁଜରଙ୍କ ଗୋପନୀୟତା ନେଇ ଫେସ୍‌ବୁକ୍‌ ଏବଂ ହ୍ବାଟସ୍‌ ଆପ୍‌କୁ ସୁପ୍ରିମ୍‌କୋର୍ଟ ଭର୍ସନା କରିଛନ୍ତି। ୟୁଜରଙ୍କ ଗୋପନୀୟତା ସର୍ବୋପରି। ଏଥିରେ ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ। ହ୍ବାଟସ୍‌ ଆପ୍‌ର ନୂଆ ଗୋପନୀୟତା ନୀତି ଯୋଗୁ ହୋଇଥିବା ବିବାଦର ଶୁଣାଣି ସମୟରେ...

ସିପିଆଇ ବିବାଦ ମଧ୍ୟରେ ଜେଡିୟୁ ନେତାଙ୍କୁ ଭେଟିଲେ କହ୍ନେୟା କୁମାର

ପାଟନା,୧୫ ।୨: ବିହାର ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ଏବେ ଚର୍ଚ୍ଚା ହେଉଛି କି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ସିପିଆଇ) ନେତା ତଥା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର...

ପାଠ ମନେ ରଖିବା ପାଇଁ ଛାତ୍ରୀଛାତ୍ରଙ୍କୁ ଇଞ୍ଜେକସନ ଦେଉଥିଲେ ଶିକ୍ଷକ

ନୂଆଦିଲ୍ଲୀ,୧୫।୨: ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକ ଛାତ୍ରୀଛାତ୍ରଙ୍କ ସ୍ମରଣଶକ୍ତି ବଢାଇବା ଇଞ୍ଜେକସନ ଦେଉଥିବାବେଳେ ଧରାପଡିଛନ୍ତି। ପୋଲିସ ଶିକ୍ଷକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଦିଲ୍ଲୀର ମଣ୍ଡାବାଲୀ ଅଞ୍ଚଳରେ ସନ୍ଦିପ ନାମକ ଜଣେ ବ୍ୟକ୍ତି...

ଚାଷୀଙ୍କ ଘରେ ଭୋଜନ: ଭାଜପାର ନିର୍ବାଚନୀ ଥୋପ

କୋଲକାତା,୧୫।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଭାଜପା ପକ୍ଷରୁ ରାଜ୍ୟରୁ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି। ଫେବୃୟାରୀ ୧୮ରେ ରାଜ୍ୟର ୧,୨୬୩ ମଣ୍ଡଳରେ ଭାଜପାର କୃଷକ...

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଅଜବ ଦାବି!

ଅଗରତାଲା,୧୫ ।୨: ତିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପୁଣିଥରେ ନିଜର ଅଜବ ଦାବିକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଅଗରତାଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା)କେବଳ ଦେଶ ନୁହେଁ ପଡୋଶୀ ଦେଶରେ ବି ନିଜ...

ପ୍ରେମ ପାଇଁ ମାଓବାଦୀ ଛାଡ଼ିଲେ ଲାଲ୍‌ କୋରିଡୋର

ଦନ୍ତେ ଓ୍ବାଡ଼ା,୧୫।୨: ପ୍ରେମ ଓ ଭଲ ପାଇବା ଆଗରେ ହାର ମାନିଛି ହିଂସା। କେବଳ ପ୍ରେମ ଲାଗି ମାଓବାଦୀଙ୍କ ହାତରୁ ଖସି ପଡ଼ିଛି ବନ୍ଧୁକ। ପୁଣି ସତ୍ୟ ସାବ୍ୟସ୍ତ ହୋଇଛି ଯେ, ହିଂସା ପ୍ରଣୋଦିତ ତରବାରୀ ଦ୍ୱାରା କରାଯାଇଥିବା ବିଜୟ...

ମହାକାଶକୁ ଯିବ ଶ୍ରୀମଦ୍‌ ଭଗବଦ୍‌ ଗୀତା, ମୋଦିଙ୍କ ଫଟୋ

ନୂଆଦିଲ୍ଲୀ,୧୫।୨: ଫେବୃୟାରୀ ୨୮ରେ ଶ୍ରୀହରିକୋଟାର ମହାକାଶ କେନ୍ଦ୍ରରୁ ଏକ ଉପଗ୍ରହ ମହାକାଶକୁ ପ୍ରେରଣ କରାଯିବ। ଏହାର ନାମ ସତୀଶ ଧାଓ୍ବନ ସାଟେଲାଇଟ୍‌ ( ଏସ୍‌ଡି ସାଟ୍‌) ରଖାଯାଇଛି। ପିଏସ୍‌ଏଲ୍‌ଭି-ସି-୫୧ ରକେଟ ଦ୍ୱାରା ମହାକାଶକୁ ପଠାଯାଉଥିବା ଏହି ନିଆରା ଉପଗ୍ରହରେ ଶ୍ରୀମଦ୍‌...

ନିଦ୍ରା ପାଲଟିଲା ମହାନିଦ୍ରା: ୧୬ ଶ୍ରମିକ ମୃତ

ଜଲଗାଓ୍ବଁ,୧୫।୨: ମହାରାଷ୍ଟ୍ର ଜଲଗାଓ୍ବଁରେ ଏକ ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଅମୃତ ଭଣ୍ଡା ବୋଝେଇ ଟ୍ରକ୍‌ ଜଲଗାଓ୍ବଁର ରାବେରକୁ ଯାଉଥିଲା। ତେବେ ରବିବାର-ସୋମବାର ବିଳମ୍ବିତ ରାତ୍ରରେ କିନଗାଓ୍ବଁ ନିକଟରେ ଟ୍ରକ୍‌ଟି ଭାରସାମ୍ୟ ହାରଇ ଓଲଟି ପଡ଼ିଥିଲା।...

ଗୁଜରାଟ ବ୍ୟବସାୟୀଙ୍କ ସ୍ବାର୍ଥରେ ଭାଜପା

ଗୁଆହାଟୀ,୧୫ା୨: ଗୁଜରାଟର ବ୍ୟବସାୟୀମାନଙ୍କ ସ୍ବାର୍ଥ ପାଇଁ ଭାଜପା କାମ କରୁଛି। ଆସାମର ସମ୍ପତ୍ତିକୁ ଗୁଜରାଟ ବ୍ୟବସାୟୀ ଯେପରି ଚୋରି କରିପାରିବେ ସେଥିଲାଗି ରାଜ୍ୟରେ ବିଭାଜନ ଉଦ୍ୟମ ଚାଲିଛି ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୈରିକ ଦଳକୁ ଟାର୍ଗେଟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri