ଜାତୀୟ

୧୦୦ କୋଟି ବଟି ଆଦାୟ ମାମଲାର ଯାଞ୍ଚ୍‌ କରିବ ସିବିଆଇ: ହାଇକୋର୍ଟ

ମୁମ୍ବାଇ,୫।୪: ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଆବେଦନ ଉପରେ ବିଚାର କରି ହାଇକୋର୍ଟ ସୋମବାର ବଡ଼ ଫଇସଲା ଶୁଣାଇଛନ୍ତି। ୧୦୦କୋଟି ଟଙ୍କାର ବଟି ଆଦାୟ ମାମଲାର ଯାଞ୍ଚ୍‌ ଏଣିକି ସିବିଆଇ କରିବ ବୋଲି କୋର୍ଟ କହିଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ...

ମତଦାନର ଗୋଟିଏ ଦିନ ପୂର୍ବରୁ ଭୋଟର ଲିଷ୍ଟରୁ ଶଶିକଳାଙ୍କ ନାମ ଗାଏବ

ଚେନ୍ନାଇ,୫।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ନିକଟତମ ବନ୍ଧୁ ଶଶିକଳାଙ୍କ ନାମ ଭୋଟର ଲିଷ୍ଟରୁ ଉଭାନ ହୋଇଯାଇଛି। ଏହାକୁ ନେଇ ବିବାଦ ଆରମ୍ଭ...

୨୪ ଘଣ୍ଟାରେ ୪୫ ଜଙ୍ଗଲରେ ନିଆଁ

ଡେରାଡୁନ୍‌,୫।୪: ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ୪୫ଟି ଜଙ୍ଗଲରେ ନିଆଁ ଲାଗିଛି। ରବିବାର ଏଭଳି ଘଟିଥିବା ଜଣାପଡ଼ିଛି। ଏହାଯୋଗୁ ୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୭ ପ୍ରାଣୀ ଜଳି ଯାଇଛନ୍ତି। ଜଙ୍ଗଲ ନିଆଁ ସମ୍ପର୍କରେ ରାଜ୍ୟ ସରକାର...

ମମତାଙ୍କୁ ସାହା ହେବେ ଜୟା

କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ର ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ। ଏପର୍ଯ୍ୟନ୍ତ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ମତଦାନରେ ଉଭୟ ତୃଣମୂଳ କଂଗ୍ରେସ ଏବଂ ଭାଜପା ବିଜୟ ଦାବି କରୁଛନ୍ତି। ଏହି ସମୟରେ, ଟିଏମସି ବାକି...

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅମିତ ଶାହା

ରାୟପୁର,୫।୪: ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ବିଜାପୁର ଗସ୍ତ କରିଛନ୍ତି। ଏହି ଅବସରରେ ସେ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।...

ରାଫାଲ କିଣାରେ ଦୁର୍ନୀତି: ମଧ୍ୟସ୍ଥିଙ୍କୁ ମିଳିଛି ୧୦ ଲକ୍ଷ ୟୁରୋ

ନୂଆଦିଲ୍ଲୀ,୫।୪: ରାଫାଲ ଯୁଦ୍ଧ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଫ୍ରାନ୍ସ୍‌ର ଓ୍ବେବସାଇଟ୍‌ ମିଡ଼ିଆ ପାର୍ଟରେ ଏନେଇ ତଥ୍ୟ ପ୍ରକାଶ ପାଇଛି। ଓ୍ବେବସାଇଟ୍‌ରେ ଉଲ୍ଲେଖ କରାଯାଇଛି ଯେ, ବିମାନ କିଣା ପାଇଁ ମଧ୍ୟସ୍ଥିଙ୍କୁ ୧୦ ଲକ୍ଷ...

୪ ରାଜ୍ୟରେ ପ୍ରଚାର ଶେଷ

ନୂଆଦିଲ୍ଲୀ, ୫।୪: ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ସେହିପରି ଆସାମରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଥିବାବେଳେ...

୫୦ ବର୍ଷ ପରେ ମିଳିଲା ପ୍ରଥମ ପ୍ରେମ

ଜୟପୁର, ୫।୪: ପ୍ରେମ ପାଇଁ ଫରକ୍‌ ପକାଇପାରେନି ବୟସ, ଯାହାର ପ୍ରମାଣ ଦେଖିବାକୁ ମିଳିଛି ରାଜସ୍ଥାନ ଜୈସାଲମୈରସ୍ଥିତ କୁଲଧାରା ଗ୍ରାମର ଚୌକିଦାର ଦରଓ୍ବାନ ସିଂଙ୍କ କ୍ଷେତ୍ରରେ। ୫୦ ବର୍ଷ ପରେ ଜୀବନର ପ୍ରଥମ ପ୍ରେମ ତାଙ୍କୁ ମିଳିବା ପରେ ଏବେ...

ନିରପେକ୍ଷତା ହରାଇଛନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୫ା୪: ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଏକ ସାମ୍ବିଧାନିକ ସଂସ୍ଥା। ଏହି ତଥାକଥିତ ସ୍ବାୟତ୍ତ ସଂସ୍ଥାରେ ଜଣେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଦୁଇଜଣ ନିର୍ବାଚନ କମିଶନର (ଇସି) ରହିଥାଆନ୍ତି। ଫୁଟ୍‌ବଲ ଖେଳରେ ରେଫରି ବା କ୍ରିକେଟରେ ଅମ୍ପାୟର...

ପ୍ରଚାର ପାଇଁ ଲୁଚିଥିଲା ସତ

ରାୟପୁର/ନୂଆଦିଲ୍ଲୀ(ଡି.ଏନ୍‌.ଏ.),୫ା୪: ଛତିଶଗଡ଼ର ବସ୍ତର ଅଞ୍ଚଳରେ ମାଓବାଦୀମାନଙ୍କ ଉପସ୍ଥିତି ନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବଳ ସେଠାକୁ ଏନ୍‌କାଉଣ୍ଟର କରିବାକୁ ଯାଇଥିଲା। ବିଜାପୁର ଓ ସୁକୁମା ସୀମାନ୍ତବର୍ତ୍ତୀ ତେରାମ୍‌ ଜଙ୍ଗଲରେ ଶନିବାର ମଧ୍ୟାହ୍ନରେ ମାଓବାଦୀଙ୍କ ସହ ଯବାନମାନେ ମୁହଁାମୁହିଁ...

ମାଓବାଦୀ ନେତା ହିଡ୍‌ମା କିଏ

ରାୟପୁର,୫।୪: ଛତିଶଗଡ଼ର ବିଜାପୁର-ସୁକୁମା ବର୍ଡର ଜଙ୍ଗଲରେ ଶନିବାର ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୨୨ରୁ ଊର୍ଦ୍ଧ୍ୱ ଯବାନଙ୍କ ଜୀବନ ଯାଇଥିବାବେଳେ ୩୨ ଆହତ ହୋଇଛନ୍ତି। ଏହି ସାଂଘାତିକ ସଂହାର ପଛରେ ପିପୁଲ୍ସ ଲିବରେଶନ ଗେରିଲା ଆର୍ମି (ପିଏଲ୍‌ଜିଏ) ନେତା ହିଡ୍‌ମାଙ୍କ ପ୍ରମୁଖ...

ଲକ୍ଷେ ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ, ୫।୪: ଭାରତରେ ପ୍ରଥମ ଥର ପାଇଁ କରୋନା ଦୈନିକ ସଂକ୍ରମଣ ୧ ଲକ୍ଷ ଅତିକ୍ରମ କରିଛି। ରବିବାର ରାତି ୧୨ଟା ସୁଦ୍ଧା ଗୋଟିଏ ଦିନର ସଂକ୍ରମଣ ସର୍ବାଧିକ ୧,୦୩,୭୬୪ ରେକର୍ଡ କରାଯାଇଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri