ଜାତୀୟ

କନ୍ୟା ସନ୍ତାନ ଜନ୍ମ ହେଲେ ସମସ୍ତ ଖର୍ଚ୍ଚ ବହନ କରିବ ଏହି ହସ୍ପିଟାଲ, ଡେଲିଭରି ନର୍ମାଲ ହେଉ କି ସିଜରିଆନ

ରାୟପୁର,୧୩।୨: ଛତିଶଗଡ଼ର ରାୟପୁରସ୍ଥିତ ବାଲାଜୀ ହସ୍ପିଟାଲକୁ ୧୨ ବର୍ଷ ପୂରିଲା। ଏହି ଅବସରରେ ହସ୍ପିଟାଲ ପ୍ରଥମଥର ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛି। ଯଦି ହସ୍ପିଟାଲରେ କୌଣସି ମହିଳା କନ୍ୟା ସନ୍ତାନ ଜନ୍ମ କରନ୍ତି ତେବେ ସମସ୍ତ ଖର୍ଚ୍ଚ ହସ୍ପିଟାଲ...

ଗଲଓ୍ବାନ ଘାଟି ଯିବେ ୩୦ ଜଣିଆ ସଂସଦୀୟ ପ୍ରତିରକ୍ଷା କମିଟି

ନୂଆଦିଲ୍ଲୀ,୧୩।୨: ପୂର୍ବ ଲଦାଖର ଗଲଓ୍ବାନ ଘାଟି ଏବଂ ପୋଙ୍ଗଙ୍ଗ ହ୍ରଦ ଗସ୍ତରେ ସଂସଦୀୟ ଦଳ ଯିବେ। ଏନେଇ ଶନିବାର ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ୍‌ ଓରାମ ସୂଚନା ଦେଇଛନ୍ତି। ମେ ୧୫ ପରେ ଏହି ଗସ୍ତ କାର୍ଯ୍ୟକ୍ରମ ହେବ।...

ରାଜ୍ୟପାଳ ଭଗତ ସିଂଙ୍କୁ ଫେରାଇ ନେବାକୁ କେନ୍ଦ୍ରକୁ ଅନୁରୋଧ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ,୧୩ ।୨: ଶିବସେନା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭାଜପା ଇସାରାରେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛି । ଏହାକୁ ନେଇ ମହାରାଷ୍ଟ୍ର ସରକାର କହିଛନ୍ତି କେନ୍ଦ୍ର ସରକାର ଯଦି ଚାହୁଁଛନ୍ତି ସମ୍ବିଧାନ ଠିକ୍ ରହୁ ବୋଲି ତେବେ...

ହିସାବ ନ ମାଗି ହିସାବ ଦିଅ: ଶାହା

ନୂଆଦିଲ୍ଲୀ,୧୩।୨: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କଂଗ୍ରେସ ଗତ ୧୭ ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ହିସାବ ମାଗି ଆସୁଛି। ତେବେ କଂଗ୍ରେସ ଦେଶର ସାଧାରଣ ଲୋକଙ୍କ ପାଇଁ କ’ଣ କରିଛି ତାହାର ହିସାବ...

୫ ରାଜ୍ୟକୁ ୩,୧୧୩ କୋଟିର ବିପର୍ଯ୍ୟୟ ସହାୟତା

ନୂଆଦିଲ୍ଲୀ,୧୩।୨: ଗତବର୍ଷ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଚାଷ ଜମିରେ ହୋଇଥିବା କୀଟ ଆକ୍ରମଣ ନେଇ ୫ଟି ରାଜ୍ୟକୁ ୩,୧୧୩ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଏହାକୁ ମଞ୍ଜୁର କରିଛନ୍ତି। ଜାତୀୟ...

ମୋଦି ହୁଅନ୍ତୁ ଅବା ମନମୋହନ ସବୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରୁଛନ୍ତି ରାହୁଲ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ କେନ୍ଦ୍ରୟ ବଜେଟ ଉପରେ ଚର୍ଚ୍ଚା କରିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଉପରେ ଖୁ୍‌ବ୍ ବର୍ଷିଛନ୍ତି । ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ରାଜନୈତିକ...

ପ୍ରଦର୍ଶନର ବି ରହିଛି ସୀମା: ଶାହିନ୍‌ ବାଗ ପୁନର୍ବିଚାର ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୨: ଶାହିନ୍‌ ବାଗ୍‌ରେ ନାଗରିକତା ସଂଶୋଧନ ଆଇନ ନେଇ ପ୍ରଦର୍ଶନ ଜାରି ରହିଥିଲା। କରୋନା ମହାମାରୀ ସଂକ୍ରମଣକୁ ନେଇ ଧାରଣା ଦେଇଥିବା ଲୋକଙ୍କୁ ଏଠାରୁ ହଟାଯାଇଥିଲା। ଏହାଦ୍ୱାରା ବାକ୍‌ ସ୍ବାଧୀନତାର ଉଲ୍ଲଂଘନ ହେଉଥିବା ନେଇ ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ...

ଜେଜେମା’, ପିତାଙ୍କ ହତ୍ୟାକୁ ନେଇ ମୁଁ ଗର୍ବ କରେ: ରାହୁଲ

ନୂଆଦିଲ୍ଲୀ,୧୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ତାଙ୍କ ଜେଜେମା’ ଓ ପିତାଙ୍କ ହତ୍ୟାକୁ ନେଇ ଗର୍ବ କରନ୍ତି । କାରଣ ତାଙ୍କ ଜେଜେମା’ ଓ ପିତା କୌଣସି ଜିନିଷକୁ ରକ୍ଷା କରିବାକୁ ଠିଆ...

ଲାଲ୍‌ କିଲ୍ଲାରେ ଦୀପ୍‌ ସିଦ୍ଧୁ: ରିକ୍ରିଏଟ୍‌ ହେବ ସିନ୍‌

ନୂଆଦିଲ୍ଲୀ,୧୩।୨: ଜାନୁୟାରୀ ୨୬ରେ ଲାଲ୍‌ କିଲ୍ଲାରେ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସାର ମୁଖ୍ୟ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁ ଏବେ ପୋଲିସ ହେପାଜତରେ। ଲାଲ କିଲ୍ଲାରେ ଘଟିଥିବା ଘଟଣାର ସିନ୍‌ ରିକ୍ରିଏଟ୍‌ ପାଇଁ ପୋଲିସ ଏବେ ତାଙ୍କୁ...

ବର୍ଷକରେ ୯୬୫ ଥର ଥରିଛି ଭାରତ

ନୂଆଦିଲ୍ଲୀ,୧୩।୨: ଦେଶରେ ଗତବର୍ଷ ୯୬୫ ଥର ଭୂକମ୍ପ ଘଟିଛି। ପ୍ରତିଦିନ ହାରାହାରି ୩ ଥର ଭୂକମ୍ପ ହୋଇଥିବା ନେଇ ବିଜ୍ଞାନ ଜ୍ଞାନକୌଶଳ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଫେବୃୟାରୀ ୫ରେ ଲୋକ ସଭାରେ ଉତ୍ତର ରଖିଥିଲେ। ୨୦୨୦ ଜାନୁୟାରୀ ୧ରୁ...

ଲୋକ ସଭାରେ ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା

ନୂଆଦିଲ୍ଲୀ,୧୩।୨: କେନ୍ଦ୍ରୀୟ ବଜେଟ୍‌ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ବଜେଟ ଉପରେ ହୋଇଥିବା ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶନିବାର ଲୋକ ସଭାରେ ନିଜର ମତ ରଖିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରିବା...

କୁହୁଡ଼ି ନେଲା ୬ ଜୀବନ

କନୌଜ,୧୩।୨: ଉତ୍ତରପ୍ରଦେଶ କନୌଜ ଜିଲାରେ କୁହୁଡ଼ି ଯୋଗୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ତାଲଗ୍ରାମ୍‌ ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନ ଯିବାରୁ ଏକ କାର ସହିତ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri