ଜାତୀୟ

୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଲେ ଶିନ୍ଦେ, ଅମିତ ଶାହା ଦେଲେ ଏମିତି ଜବାବ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ସରକାର ଗଠନର ଫର୍ମୂଲା ପାଖାପାଖି ଫାଇନାଲ ହୋଇଯିବା ଭଳି ନଜର ଆସୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପଦ ପଦବୀକୁ ନେଇ ସସପେନ୍ସ ଜାରି ରହିଛି। ଏନେଇ ଅଫିସିଆଲି ଭାବେ କୌଣସି ସୂଚନା ମିଳିନାହିଁ। ଶିବସେନା ମୁଖ୍ୟ...

ବଢିବ ଭାଜପାର ଟେନସନ, ନିର୍ବାଚନ ହାରିବା ପରେ ଉଦ୍ଧବଙ୍କ ନୂଆ ପ୍ଲାନ

ମୁମ୍ବାଇ,୪।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ତାଙ୍କ ଦଳ ମାତ୍ର ୨୦ ଟି ଆସନ ଜିତିବାରେ ସଫଳ ହୋଇଥିଲା। ତେବେ ବର୍ତ୍ତମାନ ଲାଗୁଛି ଯେ ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ...

ରାଜଧାନୀରେ ଚାଞ୍ଚଲ୍ୟ: ମର୍ନିଂ ଓ୍ବାର୍କରେ ଯାଇଥିଲା ପୁଅ, ମା’-ବାପାଙ୍କ ସହ ଝିଅଙ୍କ ଗଳା କାଟିଦେଲେ…

ନୂଆଦିଲ୍ଲୀ,୪।୧୨: ରାଜଧାନୀ ଦିଲ୍ଲୀରେ ବୁଧବାର ଟ୍ରିପଲ୍‌ ମର୍ଡରକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଦକ୍ଷିଣ ଦିଲ୍ଲୀର ନେବ ସରାୟର ଦେବଲିରେ ସ୍ବାମୀ-ସ୍ତ୍ରୀ ଏବଂ ଝିଅଙ୍କୁ ଛୁରି ଭୂସି ହତ୍ୟା କରାଯାଇଛି। ଘଟଣା ସମୟରେ ପୁଅ ମର୍ନିଂ ଓ୍ବାର୍କରେ ଯାଇଥିଲେ। ସେ ଫେରି...

ଲୋକ ସଭାରେ ଆସନକୁ ନେଇ INDIA ମେଣ୍ଟ-କଂଗ୍ରେସ ମଧ୍ୟରେ ଫାଟ: ସମସ୍ତେ ଚାହାନ୍ତି ‘୮ମ ଧାଡ଼ି’ରେ ସିଟ୍‌; କାରଣ…

ନୂଆଦିଲ୍ଲୀ,୪।୧୨: ଲୋକ ସଭାରେ ଜାରି ଶୀତକାଳୀନ ଅଧିବେଶନ ସମୟରେ ତେଲୁଗୁ ଦେଶମ ପାର୍ଟିର ବରିଷଠ ଏମ୍‌ପି ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡି ଗୃହରେ ତାଙ୍କୁ ମିଳିଥିବା ଆସନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ୫ଥରର ଏମ୍‌ପି। ହେଲେ ତାଙ୍କୁ ୮ମ...

ନିର୍ବାଚନ ପରେ ରାହୁଲଙ୍କୁ ବଡ଼ ଝଟ୍‌କା ଦେଲେ ଉଦ୍ଧବ, କହିଲେ…

ମୁମ୍ବାଇ,୪।୧୨: ନିକଟରେ ହୋଇଥିବା ମହାରାଷ୍ଟ୍ର ନିର୍ବାଚନରେ ମହାବିକାଶ ଅଗାଡିର ଶୋଚନୀୟ ପରାଜୟ ହୋଇଥିବାବେଳେ ମହାୟୁତି ପ୍ରଚଣ୍ଡ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଏମଭିଏକୁ ବଡ଼ ଝଟ୍‌କର ଲାଗିଛି। ଫଳାଫଳ ଏପରି ରହିଛି କି, ଦଳ ବିରୋଧୀ ଦଳ ହେବାକୁ...

ସିଇସି ନିଯୁକ୍ତି ମାମଲା ଶୁଣାଣିରୁ ଓହରିଲେ ସିଜେଆଇ

ନୂଆଦିଲ୍ଲୀ,୪ା୧୨(ପି.ଟି.):ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ଚୟନ ପାଇଁ ଉଦ୍ଦିଷ୍ଟ କମିଟିରୁ ଭାରତର ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦିଆଯାଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର କରାଯାଇଥିଲା। ଏହି ପିଟିଶନଗୁଡ଼ିକର ଶୁଣାଣିରୁ ସିଜେଆଇ...

ଭୂକମ୍ପ ଝଟ୍‌କାରେ ଥରିଲା ତେଲେଙ୍ଗାନା-ହାଇଦ୍ରାବାଦ-ମହାରାଷ୍ଟ୍ର 

ହାଇଦ୍ରାବାଦ,୪।୧୨: ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ବୁଧବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା। କେବଳ ଏତିକି ନୁହେଁ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭.୨୦ରୁ ୭.୨୬ ମଧ୍ୟରେ...

ଅମୃତସର ସ୍ବର୍ଣ୍ଣ ମନ୍ଦିର ବାହାରେ ସୁଖବୀର ସିଂ ବାଦଲଙ୍କ ଉପରେ ଫାୟାରିଂ

ଅମୃତସର,୪।୧୨: ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରେ ଆକ୍ରମଣ। ଅମୃତସରର ସ୍ବର୍ଣ୍ଣ ମନ୍ଦିର ବାହାରେ ସୁରକ୍ଷାକର୍ମୀ ଭାବେ ସେବା ଯୋଗାଉଥିବା ବେଳେ ତାଙ୍କ ଉପରେ କେହି ଗୁଳି ଚଳାଇଥିଲେ। ହେଲେ...

ବରଙ୍କୁ ବନ୍ଧକ ରଖିଲେ କନ୍ୟା ପକ୍ଷ

ଅମେଠି,୪।୧୨ (ପି.ଟି.):ଉତ୍ତର ପ୍ରଦେଶର ଅମେଠିରୁ ଏକ ଅଜବ ବିବାହ ମାମଲା ସାମ୍‌ନାକୁ ଆସିଛି। ବିବାହ କରିବା ପାଇଁ ବିଳମ୍ବରେ ପହଞ୍ଚିବାରୁ ଜଣେ ବରଙ୍କୁ କନ୍ୟାପକ୍ଷ ବନ୍ଧକ ରଖିଛନ୍ତି। ଘଟଣା ହେଉଛି ଅମେଠିର ଶୁକୁଲ୍‌ ବଜାର ଥାନା ଖୋଦବ୍‌୍‌ ଗ୍ରାମର। ଅଯୋଧ୍ୟାର...

ଚାଇନା ଆଲୋଚନା ପାଇଁ ଜୟଶଙ୍କରଙ୍କ ୩ ସିଦ୍ଧାନ୍ତ

ନୂଆଦିଲ୍ଲୀ,୪ା୧୨(ପି.ଟି.):ସୀମା ପ୍ରସଙ୍ଗର ଉତ୍ତମ ତଥା ଆପୋଷରେ ଗ୍ରହଣୀୟ ହେଲା ଭଳି ସମାଧାନ ପାଇଁ ଭାରତ ଚାଇନା ସହ ଆଲୋଚନା ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଲୋକ ସଭାରେ କହିଛନ୍ତି। ତେବେ ଏଥିପାଇଁ ସେ...

୫ରେ କେବଳ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୪ା୧୨:ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇ ନ ଥିବାବେଳେ ଗୁରୁବାର ଶପଥଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨,୦୦୦ ଭିଭିଆଇପି ଯୋଗଦେବେ। ୫ ତାରିଖରେ କେବଳ...

ଭାରତରେ ସର୍ବାଧିକ ମୋବାଇଲ ମାଲଓ୍ବେର ଆକ୍ରମଣ: ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୪।୧୨:ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ମୋବାଇଲ ମାଲଓ୍ବେର ଆକ୍ରମଣ ଜନିତ ମାମଲା ସର୍ବାଧିକ ରହିଥିବା ନେଇ ଆମେରିକୀୟ କ୍ଲାଉଡ୍‌ ସିକ୍ୟୁରିଟି କମ୍ପାନୀ ଜେଡ୍‌ସ୍କେଲର ପ୍ରକାଶ କରିଛି। ମୋବାଇଲ ମାଲଓ୍ବେର ଆକ୍ରମଣ ଜନିତ ମାମଲାରେ ଆମେରିକା ଏବଂ କାନାଡା ପରି ଦେଶକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri