ଜାତୀୟ

କରୋନା ମହାମାରୀ ବିଶ୍ୱ ଭାତୃତ୍ୱ ସମ୍ପର୍କରେ ଦେଲା ଶିକ୍ଷା: ରାଷ୍ଟ୍ରପତି

ବେଙ୍ଗାଲୁରୁ, ୭।୨: କରୋନା ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ବିଶ୍ୱ ଭାତୃତ୍ୱ ଜାଗି ଉଠିଛି। ଅନ୍ୟମାନେ ଅସୁସ୍ଥ ରହିଲେ ଆମେ କେବେ ମଧ୍ୟ ସୁସ୍ଥ ରହି ପାରିବା ନାହିଁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କର୍ନାଟକର ରାଜୀବ ଗାନ୍ଧୀ ସ୍ବାସ୍ଥ୍ୟ...

ଆଫଗାନିସ୍ତାନକୁ କରୋନା ଭ୍ୟାକ୍ସିନ ପଠାଇଲା ଭାରତ

ମୁମ୍ବାଇ,୭ ।୨: ପୁଣିଥରେ ମାନବିକତାର ପରିଚୟ ଦେଇଛି ଭାରତ । କରୋନା ମହାମାରୀକୁ ନେଇ ସାରା ବିଶ୍ୱର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଏବେବି ମାନବିକତାର ପରିଚୟ ଦେଇ ଆଫଗାନିସ୍ତାନକୁ କରୋନା ଟିକା ଦେଇଛି ଭାରତ । ରବିବାର ମୁମ୍ବାଇ-ଦିଲ୍ଲୀ-କାବୁଲ...

ଟିକିରି ସୀମାରେ ୨ କୃଷକ ମୃତ

ନୂଆଦିଲ୍ଲୀ,୭ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ତେବେ ରବିବାର ଆନ୍ଦୋଳନ ସ୍ଥଳରେ ଜଣେ କୃଷକ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା...

ଚାମୋଲିରେ ହିମସ୍ଖଳନ: ବହୁ କ୍ଷୟକ୍ଷତି ଆଶଙ୍କା

ଜୋଶୀମଠ, ୭।୨: ଉତ୍ତରାଖଣ୍ଡ ଚାମୋଲି ଜିଲାର ଜୋଶୀମଠ ଅଞ୍ଚଳର ତପୋବନସ୍ଥିତ ରେଣି ଗାଁଠାରେ ଥିବା ହିମସ୍ଖଳନ ହୋଇଛି। ଏଥିରେ ଋଶିଗଙ୍ଗା ବିଦ୍ୟୁତ୍‌ ପ୍ରୋଜେକ୍ଟରେ ବହୁ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ଏନ୍‌ଟିପିସି ପ୍ରକଳ୍ପର ମଧ୍ୟ କ୍ଷତି ଘଟିଛି। ଘଟଣାସ୍ଥଳକୁ...

ଟ୍ରାକ୍ଟର ରୁଟ୍‌ ଉଲ୍ଲଂଘନ ଅଭିଯୋଗ: ୨ ଚାଷୀ ନେତା ନିଲମ୍ବିତ

ନୂଆଦିଲ୍ଲୀ, ୭।୨: ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି କରାଯାଇଥିଲା। ତେବେ ରାଲି ସମୟରେ ଧାର୍ଯ୍ୟ କରାଯାଇଥିବା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ବଦଳରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଟ୍ରାକ୍ଟର ରାଲିର ରୁଟ୍‌ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା...

ଲିଭ୍‌ ଇନ୍‌ ପାର୍ଟନରଙ୍କୁ ହତ୍ୟା କରି ବାଥ୍‌ରୁମ୍‌ କାନ୍ଥରେ ସିମେଣ୍ଟ ଦେଲେ ଯୁବକ

ପାଲଘର, ୭।୨: ମହାରାଷ୍ଟ୍ର ପାଲଘରରେ ଜଣେ ଯୁବକ ତାଙ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା କରିଛନ୍ତି। ସ୍ଥାନୀୟ ବୃନ୍ଦାବନ ଦର୍ଶନ କମ୍ପ୍ଲେକ୍ସ୍‌ରେ ଫ୍ଲାଟ୍‌ ନମ୍ବର ୧୦୧ରେ ବାସରୁଥିବା ସୂରଜ ହଲମଲ୍‌କର ନାମକ ଜଣେ ଯୁବକ ତାଙ୍କ ଲିଭ୍‌...

ବୁରାଡ଼ି ହିଂସା: ୨୪ ଆନ୍ଦୋଳନକାରୀଙ୍କ ଫଟୋ ଜାରି

ନୂଆଦିଲ୍ଲୀ, ୭।୨: ଜାନୁୟାରୀ ୨୬ରେ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବୁରାଡ଼ିରେ ଘଟିଥିବା ହିଂସାରେ ସମ୍ପୃକ୍ତ ଥିବା ୨୪ ଜଣ ଆନ୍ଦୋଳନକାରୀଙ୍କ ଫଟୋ ଦିଲ୍ଲୀ ପୋଲିସ ପକ୍ଷରୁ...

ମୋଦିଙ୍କ ସହ ଏକାଠି ମଞ୍ଚରେ ବସିବେ ନାହିଁ ଦିଦି

କୋଲକାତା,୭ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ କରି ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରିୟ ଅଧ୍ୟକ୍ଷ ଜେବି ନଡ୍ଡା ଫେରିବାର ୨୪ ଘଣ୍ଟା ନ ପୁରୁଣୁ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଫଳରେ...

ରାଜ୍ୟ ସଭାରେ ଗୁଲାମ ନବୀଙ୍କ ବିକଳ୍ପ ଖୋଜୁଛି କଂଗ୍ରେସ

ନୂଆଦିଲ୍ଳୀ,୭।୨: ଏବେ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାରେ ଗୁଲାମ ନବୀ ଆଜାଦଙ୍କ ବିକଳ୍ପ ଖୋଜା ଆରମ୍ଭ ହୋଇଛି। ଫେବୃୟାରୀ ୧୫ରେ ଗୁଲାମ ନବୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କ ସ୍ଥାନରେ ରାଜ୍ୟ ସଭାରେ କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା...

ଚନ୍ଦା କୋଚରଙ୍କୁ ସମନ

ନୂଆଦିଲ୍ଲୀ,୭।୨: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ସ୍ବତନ୍ତ୍ର କୋର୍ଟ ସମନ କରିଛି। ଘରୋଇ କମ୍ପାନୀ ଭିଡିଓକନ ଗ୍ରୁପ୍‌ର ଅଧ୍ୟକ୍ଷ ଭେନୁଗୋପାଳ ଧୂତ୍‌ଙ୍କୁ କୋଚର ଅହେତୁକ ଅନୁକମ୍ପା ଦେଖାଇବା ଘଟଣା ସାମ୍ନାକୁ ଆସିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି...

‘ବିଦାୟ ନେବ ଟିଏମ୍‌ସି ଶାସନ’

ନବଦ୍ୱୀପ,୭ା୨(ପି.ଟି.): ପଶ୍ଚିମବଙ୍ଗ ଜନସାଧାରଣ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଶାସନର ଅନ୍ତ ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନରେ ସେମାନେ ମମତା ବାନାର୍ଜୀଙ୍କ ସରକାରକୁ ବିଦାୟ ଦେବେ ବୋଲି ଶନିବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦୃଢ଼ୋକ୍ତି ବାଢ଼ିଛନ୍ତି।...

ଚାଷୀଙ୍କ ସପକ୍ଷରେ ସୁସାନ

ନୂଆଦିଲ୍ଲୀ, ୭।୨: ଭାରତରେ ଚାଷୀ ଆନ୍ଦୋଳନକୁ ହଲିଉଡ୍‌ର ବର୍ଷୀୟାନ ଅଭିନେତ୍ରୀ ସୁସାନ ସରାଣ୍ଡନ୍‌ ସମର୍ଥନ ଜଣାଇଛନ୍ତି। ପପ୍‌ ଷ୍ଟାର ରିହାନାଙ୍କ ଟୁଇଟ୍‌କୁ ଦେଇ ବିବାଦ ଦେଖାଦେବା ପରେ ହଲିଉଡ୍‌ର ଏହି ୭୪ ବର୍ଷୀୟା ସେଲିବ୍ରିଟି କୃଷକମାନଙ୍କ ସମର୍ଥନରେ ବାହାରିଛନ୍ତି। ନ୍ୟୁୟର୍କ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri