ଜାତୀୟ

୨ ମହିଳାଙ୍କ ସାଇକେଲ ଅଭିଯାନ: ଅତିକ୍ରମ କରିବେ ୫,୦୦୦ କିମି

ଅମୃତସର, ୩।୨: ପ୍ରଦୂଷଣ ମୁକ୍ତ ପରିବେଶ ବାର୍ତ୍ତା ନେଇ ୨ ମହିଳା ଓ୍ବାଘା ବର୍ଡରଠାରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ସାଇକେଲ ଅଭିଯାନ ଆରମ୍ଭ କରିଛନ୍ତି। ବିହାରର ସାଓ୍ବିତା ମାହତାଭ ଏବଂ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ସୃଷ୍ଟି ରାଓ୍ବତ ଏହି ଅଭିଯାନରେ ସାମିଲ୍‌...

ରାଜ୍ୟସଭାରେ ହଙ୍ଗାମା: ଏଏପିର ୩ ଏମ୍‌ପିଙ୍କୁ ବାହାର କଲେ ମାର୍ଶଲ

ନୂଆଦିଲ୍ଲୀ,୩।୨: କୃଷି ଆଇନକୁ ନେଇ ବୁଧବାର ମଧ୍ୟ ରାଜ୍ୟସଭା ଅଚଳ ହୋଇପଡ଼ିଛି। ବିରୋଧୀ ଦଳ ସଦସ୍ୟ କୃଷି ଆଇନକୁ ନେଇ ଗୃହରେ ହଙ୍ଗାମା ଆରମ୍ଭ କରିଛନ୍ତି। ଗୃହରେ ହଟ୍ଟଗୋଳ ସୃଷ୍ଟି କରି କାର୍ଯ୍ୟରେ ବାଧା ସୃଷ୍ଟି କରୁ ଥିବା ଆମ୍‌...

ଭାରତୀୟଙ୍କୁ ସତର୍କ କରାଇଲା ଦୂତାବାସ

ନୂଆଦିଲ୍ଲୀ, ୩।୨(ପି.ଟି.): ମ୍ୟାନ୍‌ମାରରେ ସାମରିକ ବିଦ୍ରୋହ ପରେ ସେଠାରେ ଥିବା ଭାରତୀୟମାନଙ୍କୁ ଦୂତାବାସ ପକ୍ଷରୁ ସତର୍କ କରିଦିଆଯାଇଛି। ଅତି ଜରୁରୀ ନ ଥିଲେ ବାହାରକୁ ନ ବାହାରିବା ଲାଗି ୟାଙ୍ଗୁନ୍‌ସ୍ଥିତ ଭାରତୀୟ ଦୂତାବାସ ଆଡଭାଇଜରି ଜାରି କରିଛି। ଆବଶ୍ୟକ ପଡ଼ିଲେ...

ଗିରଫ ଚାଷୀଙ୍କୁ ନ ଛାଡ଼ିଲେ ଆଲୋଚନା ହେବନି

ନୂଆଦିଲ୍ଲୀ, ୩।୨(ପି.ଟି.): ପୋଲିସ ଓ ପ୍ରଶାସନର ନିର୍ଯାତନା ବନ୍ଦ ନ ହେବା ଏବଂ ଗିରଫ ଚାଷୀଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ସରକାରଙ୍କ ସହ ଆନୁଷ୍ଠାନିକ ଆଲୋଚନା ଆରମ୍ଭ ହୋଇପାରିବ ନାହିଁ ବୋଲି ମଙ୍ଗଳବାର ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ...

ଏକତରଫା ପ୍ରେମ: ନାବାଳିକାଙ୍କ ଗଳା କାଟିଦେଲେ ଯୁବକ

ବାଲେଶ୍ୱର ଅଫିସ, ୩।୨- ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧୀନ ନୂଆବଜାର ଅଞ୍ଚଳର ଜଣେ ଯୁବକ ଏକ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ସୋମବାର ସାରେ ନାବାଳିକାଜଣକ ଟ୍ୟୁଶନରୁ ଫେରୁଥିବା ବେଳେ ଉକ୍ତ...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷାର ସୂଚୀ

ନୂଆଦିଲ୍ଲୀ,୨।୨- ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବୋର୍ଡ ପରୀକ୍ଷାର ସୂଚୀ। ଆସନ୍ତା ମେ’୪ରୁ ଜୁନ୍‌ ୧୧ ତାରିଖ ପର୍ଯ୍ୟନ୍ତ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ହେବ। ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ...

ଭାରତୀୟ ସେନା ଗାଡ଼ିରେ ଶିଶୁକନ୍ୟା ଜନ୍ମ ଦେଲେ ମହିଳା

ଶ୍ରୀନଗର,୨।୨: କେନ୍ଦ୍ର ଶାସିତ ଅଞ୍ଚଳ କଶ୍ମୀରରେ ଜାରି ରହିଥିବା ତୁଷାର ପାତ ଯୋଗୁ ଜଣେ ଗର୍ଭବତି ମହିଳା ମେଡିକାଲ ଯାଇପାରି ନ ଥିଲେ। ଭାରତୀୟ ସେନା ତାଙ୍କୁ ଉଦ୍ଧାର କରି ମେଡିକାଲ ନେଉଥିବାବେଳେ ଉକ୍ତ ମହିଳା ଜଣକ ସେନା ଗାଡ଼ିରେ...

ଟେଲି ଅଭିନେତ୍ରୀଙ୍କ ପିଛା କଲେ ମଦ୍ୟପ, ଆଉ ତା ପରେ..

ନୂଆଦିଲ୍ଲୀ,୨।୨: ପରିବାର ସହ ରାତ୍ରିଭୋଜନ କରି ସ୍ବାମୀଙ୍କ ସହ ଫେରୁଥିବା ଜଣେ ଜଣାଶୁଣା ଟେଲି ଅଭିନେତ୍ରୀଙ୍କ ପଛରେ ପଡ଼ିଗଲେ ୪ ମଦ୍ୟପ ବ୍ୟକ୍ତି। ଅଭିନେତ୍ରୀଙ୍କ ଘର ପର୍ଯ୍ୟନ୍ତ କାରରେ ପିଛା କଲେ। ଏ ନେଇ ସୋମବାର ସନ୍ଧ୍ୟାରେ ଅଭିଯୋଗ ପରେ...

ଜିଦ୍‌ରେ ଅଡି ବସିଛନ୍ତି କୃଷକ ନେତା !

ନୂଆଦିଲ୍ଲୀ,୨ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ବି କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ ଭାରତୀୟ କୃଷକ ୟୁନିୟନର ଅଧ୍ୟକ୍ଷ ରାକେଶ ଟିକାଏତ୍ ଗାଜିପୁର ସୀମାରେ ଧାରଣ ପ୍ରଦର୍ଶନ...

ପୂରଣ ହେଲା ଆତ୍ମନିର୍ଭର ଭାରତର ସଂକଳ୍ପ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨ ।୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ଏଚ୍‌ଏଏଲ୍‌)ର ଦ୍ୱିତୀୟ ଏଲ୍‌ସିଏ(ଲାଇଟ୍ କମ୍ବାଟ୍ ଏୟାରକ୍ରାପ୍ଟ)ର ପ୍ରଡକ୍ସନ ଲାଇନର ଉଦ୍‌ଘାଟନ କରିଛନ୍ତି । ଚୁକ୍ତି ଅନୁଯାୟୀ ବାୟୁସେନାକୁ ତେଜସ ଏଲ୍‌ସିଏର ଡେଲିଭରି ମାର୍ଚ୍ଚ...

ଦାୟିତ୍ୱକୁ ନେଇ ବିବାଦ: କୋର୍ଟ ଅଫ୍‌ ଇନକ୍ୱାରୀ ନିର୍ଦ୍ଦେଶ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ, ୨।୨: ଭାରତୀୟ ସେନାର ଦୁଇ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱକୁ ନେଇ ସୃଷ୍ଟି ହୋଇଥିବା ମାମଲାରେ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାଓ୍ବଣେ କୋର୍ଟ ଅଫ୍‌ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଏଭଳି ବିବାଦ ବିରଳ...

ମୃତକଙ୍କୁ ୨ କିମି କାନ୍ଧରେ ବୋହି ନେଲେ ମହିଳା ଏସ୍‌ଆଇ

ବିଶାଖାପଟ୍ଟନମ୍‌, ୨।୨: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲାର କାସିବୁଗାରେ ଅଞ୍ଚଳରେ କାର୍ଯ୍ୟ କରୁଥିବା ମହିଳା ଏସ୍‌ଆଇ କୋଟ୍ଟୁରୁ ଶ୍ରୀଷା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସୋମବାର ଜଣେ ଅଜଣାବ୍ୟକ୍ତିଙ୍କ ମୃତଦେହ ଅଦାଭି କୋଟୁଟୁ ଗାଁରେ ପଡ଼ି ରହିଥିବା ଖବର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri