ଜାତୀୟ

ମମତାଙ୍କୁ ପୁଣି ଲାଗିପାରେ ଝଟ୍‌କା: ଭାଜପାରେ ସାମିଲ ହୋଇପାରନ୍ତି ଟିଏମ୍‌ସିର ୪ ହେଭିୱେଟ

କୋଲକାତା,୩୦ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)କୁ ଝଟ୍‌କା ପରେ ଝଟ୍‌କା ଲାଗି ଚାଳିଛି । ଶନିବାର ପୁଣିଥରେ ଟିଏମ୍‌ସିର ୪ ହେଭିୱେଟ ନେତା ନୂଆଦିଲ୍ଲୀ ଗସ୍ତ କରିବା ପରେ ଅନୁମାନ କରାଯାଇଛି କି ଏମାନେ...

ସର୍ବଦଳୀୟ ବୈଠକରେ ମୋଦି କହିଲେ କଥାବାର୍ତ୍ତା ଦ୍ୱାରା ହିଁ ବାହାରିବ କୃଷକ ଆନ୍ଦୋଳନର ସମାଧାନ

ନୂଆଦିଲ୍ଲୀ,୩୦ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନସିଂ ଜରିଆରେ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ବୈଠକରେ ସେ ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗା ଘଟଣାକ୍‌ୁ ନେଇ ଦୁଃଖ ପ୍ରକାଶ କରିଥିଲେ । ସେ ଆହୁରି...

ମହଙ୍ଗା ପଡ଼ିଲା ବିବାଦୀୟ ରାୟ: ସୁପାରିଶ ରୋକିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩୦।୧: ବମ୍ବେ ହାଇକୋର୍ଟଙ୍କ ଏକ ବିବାଦୀୟ ରାୟକୁ ନେଇ ଦେଶରେ ଚର୍ଚ୍ଚା ପରେ ସୁପ୍ରିମ୍‌କୋର୍ଟ ମାମଲାରେ ସମ୍ପୃକ୍ତ ବିଚାରପତିଙ୍କ ସୁପାରିଶ ରୋକିଛନ୍ତି। ସୁପ୍ରିମ୍‌କୋର୍ଟ କଲେଜିୟମ୍‌ରେ ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଡ଼ିଓ୍ବାଲାଙ୍କୁ ସ୍ଥାୟୀ ବିଚାରପତି କରାଯିବା ଲାଗି କେନ୍ଦ୍ର...

ଜାନୁୟାରୀ ୩୧ ପର୍ଯ୍ୟନ୍ତ ରାଜଧାନୀରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୩୦।୧: ରାଜଧାନୀ ଦିଲ୍ଲୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସିଙ୍ଘୁ, ଗାଜିପୁର,ଟିକରି ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ସ୍ଥାନରେ ଇଣ୍ଟରନେଟ୍‌ ସେବାକୁ ଜାନୁୟାରୀ ୩୧ ରାତ୍ର ୧୧ଟା ପର୍ଯ୍ୟନ୍ତ ବନ୍ଦ...

ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଉଲ୍‌-ହିନ୍ଦ୍‌ ଦାୟୀ !

ନୂଆଦିଲ୍ଲୀ, ୩୦।୧: ରାଜଧାନୀ ଦିଲ୍ଲୀରେ ଇସ୍ରାଏଲ୍‌ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଉଲ୍‌-ହିନ୍ଦ୍‌ ଦାୟୀ ନିଜକୁ ଦାୟୀ କରିଛି। ସଂଗଠନର ସୋସିଆଲ୍‌ ମିଡ଼ିଆ ପ୍ଳାଟଫର୍ମରେ ଏନେଇ ସୂଚନା ଦିଆଯାଇଛି। ଘଟଣାସ୍ଥଳରୁ ମିଳିଥିବା ବନ୍ଦ ଲଫାପାରେ ଥିବା...

ଚାଷୀ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଉପବାସ: ଗାଜିପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପୁଣ୍ୟତିଥି ଅବସରରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ୮ ଘଣ୍ଟିଆ ଉପବାସ କରିଛନ୍ତି। ପୂର୍ବାହ୍ନ ୯ଟାଠାରୁ ଉପବାସ ଆରମ୍ଭ ହୋଇଥିବାବେଳେ ଏହା ଅପରାହ୍ନ...

୨ ଆତଙ୍କବାଦୀଙ୍କ ଆତ୍ମ ସମର୍ପଣ

ଶ୍ରୀନଗର, ୩୦।୧: ଜମ୍ମୁ-କଶ୍ମୀରରେ ୨ ଆତଙ୍କବାଦୀ ମିଳିତ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ଜଣେ ଆହତ ଆତଙ୍କବାଦୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ଏକେ-୪୭ ସହିତ ଆତ୍ମ ସମର୍ପଣ କରିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ...

ଗାଙ୍ଗୁଲୀଙ୍କୁ ହସ୍ପିଟାଲରୁ ମିଳିବ ଛୁଟି

କୋଲକାତା, ୩୦।୧: ବିସିସିଆଇ ଅଧ୍ୟକ୍ଷ କ୍ରିକେଟର କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ଖୁବ୍‌ ଶୀଘ୍ର ଆପୋଲ ହସ୍ପିଟାଲରୁ ଛୁଟି ମିଳିବ। ଶନିବାର ଅବା ରବିବାର ଅପରାହ୍ନରେ ସେ ଘରକୁ ଫେରିପାରନ୍ତି ବୋଲି ହସ୍ପିଟାଲ ପକ୍ଷରୁ ପ୍ରକାଶ ପାଇଛି। ଛାତିରେ ଯନ୍ତ୍ରଣା ହେବାରୁ...

ମହାତ୍ମାଙ୍କ ୭୩ତମ ପୁଣ୍ୟତିଥି: ଦେଶ ଦେଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପୁଣ୍ୟତିଥିରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ମହାତ୍ମାଙ୍କ ଶାନ୍ତି, ଅହିଂସା, ମାନବୀୟ...

ଗାଜିପୁର ସୀମାରେ ବଢୁଛି ତମ୍ବୁ ସଂଖ୍ୟା: ଟିକାଏତ୍ କହିଲେ ବିଜୟୀ ହୋଇ ଫେରିବୁ

ନୂଆଦିଲ୍ଲୀ,୩୦ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୨ ମାସ ହେବ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆନ୍ଦୋଳନରେ ବସିଛନ୍ତି କୃଷକ । ବୁଧବାର ଘଟିଥିବା ଘଟଣା ପରେ ଏହି ଆନ୍ଦୋଳନ ନୂଆ ମୋଡ ନେଇଛି...

କୁହୁଡ଼ି ନେଲା ୧୦ ଜୀବନ: ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା

ମୋରାଦାବାଦ୍‌,୩୦।୧: ରାସ୍ତାରେ ଘନ କୁହୁଡ଼ି ଯୋଗୁ ଉତ୍ତରପ୍ରଦେଶ ମୋରାଦାବାଦ୍‌ରେ ରାସ୍ତା ନ ଦେଖାଯିବାରୁ ଏକ ଟ୍ରକ୍‌ ଏବଂ ମିନି ବସ୍‌ ମଧ୍ୟରେ ଶନିବାର ସକାଳ ୮ଟା ୧୦ରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କ...

‘ସୁପ୍ରିମକୋର୍ଟ ବିଚାରପତି ବ୍ୟଙ୍ଗ ଊର୍ଦ୍ଧ୍ୱରେ ନୁହନ୍ତି’

ନୂଆଦିଲ୍ଲୀ, ୩୦।୧ : ସୁପ୍ରିମକୋର୍ଟ ବିଚାରପତିମାନେ ଖୁବ୍‌ ପ୍ରଭାବଶାଳୀ କିନ୍ତୁ ସେମାନେ ବ୍ୟଙ୍ଗର ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ହାସ୍ୟାଭିନେତା କୁନାଲ କମ୍ରା କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ସମାଲୋଚନା କରିବା ସହ ଏହାର ବ୍ୟଙ୍ଗଚିତ୍ର କରି ମର୍ଯ୍ୟାଦା ହାନି କରିଥିବା ଅଭିଯୋଗରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri