ଜାତୀୟ

ଲାଲୁଙ୍କୁ ଝଟ୍‌କା: ଅସୁସ୍ଥତା ପରେ ବି ମିଳିଲାନି ଜାମିନ

ରାଞ୍ଚି,୨୯ ।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟ ପୁଣିଥରେ ଲାଲୁଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି...

ଫେବୃୟାରୀ ୨୮ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍ ଅବଧି: ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୯ ।୧: ଗୋଟିଏ ପଟେ କରୋନା ମହାମାରୀ ସାରା ଦେଶରେ ଏକ ପ୍ରକାର କମ୍ ହାଇଯାଇଥିବା ବେଳେ ଅନ୍ୟପଟେ କିନ୍ତୁ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସ୍ଥିତି ସୁଧୁରି ନାହିଁ କହିଲେ ଚଳେ । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ପୁଣିଥରେ...

କୃଷକ ଆନ୍ଦୋଳନ: ଗାଜିପୁର ସୀମାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୨ ମାସରୁୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଏମାନଙ୍କର ଦାବି ନୂଆ କୃଷି ଆଇନକୁ...

ବଜେଟ୍‌ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯।୧: ବଜେଟ ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିଛନ୍ତି। କରୋନା ମହାମାରୀ ସମୟରେ ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ନୂତନ ଦଶନ୍ଧି ଏବଂ ନୂତନ ବର୍ଷ ହେଉଛି...

ତ୍ରିରଙ୍ଗାର ଅପମାନ ଦୁର୍ଭାଗ୍ୟଜନକ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯ ।୧: କରୋନା ମହାମାରୀର କଡା କଟକଣା ଭିତରେ ଶୁକ୍ରବାର ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ପ୍ରଥମେ ରାଷ୍ଟପତି ରାମନାଥ କୋବିନ୍ଦ ଅଧିବେଶନକୁ ସାମ୍ବାଧିତ କରିଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ସରକାରଙ୍କ ଯୋଜନାକୁ ନେଇ ରାଷ୍ଟ୍ରପତି...

ବଜେଟ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨୯।୧: ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଚଳିତ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି। ଦଶନ୍ଧିର ଭରପୂର ଉପଯୋଗ ନେଇ ଚଳିତ ଅଧିବେଶନରେ ସମସ୍ତ ଚର୍ଚ୍ଚା...

ଆଜି ଦେଶରେ ୧୮,୮୫୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୯।୧: ଦେଶରେ ଆଜି ଦିନକରେ ଆଉ ୧୮ ହଜାର ୮୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୨୦ ହଜାର ୦୪୮କୁ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ...

ଆଜିଠୁ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ,୨୯।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ୧୮ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ...

ମୁନାଓ୍ବରଙ୍କୁ ମିଳିଲାନି ଜାମିନ

ଭୋପାଳ,୨୯।୧: ହିନ୍ଦୁ ଦେବଦେବୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ଷ୍ଟାଣ୍ଡଅପ୍‌ କମେଡିଆନ ମୁନାଓ୍ବର ଫାରୁକିଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ସେ ଏଭଳି କରି ନ ଥିବାର କୌଣସି ପ୍ରମାଣ ନ ଥିବାରୁ...

ପାମେଲାଙ୍କ ୫ମ ବିବାହ

ନୂଆଦିଲ୍ଲୀ,୨୯।୧: କାନାଡା-ଆମେରିକୀୟ ଅଭିନେତ୍ରୀ ତଥା ବଓ୍ବୋଚ୍‌ ଷ୍ଟାର ପାମେଲା ଆଣ୍ଡେରସନ ୫୩ ବର୍ଷ ବୟସରେ ପୁଣି ବିବାହ କରିଛନ୍ତି। ଏହା ତାଙ୍କର ୫ମ ବିବାହ। ଏଥର ନିଜ ବଡିଗାର୍ଡ ଡେନ୍‌ ହେହର୍ଷ୍ଟଙ୍କୁ ବାହା ହୋଇଥିବା ପାମେଲା ଏକ ସାକ୍ଷାତକାରରେ ପ୍ରକାଶ...

କୃଷକ ନେତାଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ

ନୂଆଦିଲ୍ଲୀ,୨୯।୧(ଆଇଏଏନ୍‌ଏସ୍‌): ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡରେ ସମ୍ପୃକ୍ତ କୃଷକ ନେତା, ଯେଉଁମାନଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା, ଦିଲ୍ଲୀ ପୋଲିସ ଗୁରୁବାର ସେମାନଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ସେମାନେ ଯେପରି ଦେଶ ଛାଡ଼ି ପଳାଇ ନ ଯିବେ,...

ନାବାଳିକାଙ୍କ ହାତ ଧରିବା, ନିଜ ଜିପ୍‌ ଖୋଲିବା ଯୌନ ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ

ନାଗପୁର,୨୯।୧: ଜଣେ ନାବାଳିକାଙ୍କ ହାତ ଧରିବା ଓ ନିଜ ପ୍ୟାଣ୍ଟ୍‌ର ଜିପ୍‌ ଖୋଲିବା ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ଯୌନ ଅପରାଧ କିମ୍ବା ଉତ୍ତେଜିତ ଯୌନ ଉତ୍ପୀଡ଼ନ ପରିସରରେ ଆସୁନାହିଁ ବୋଲି ବମ୍ବେ ହାଇକୋର୍ଟର ନାଗପୁର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri