ଜାତୀୟ

ଦୁର୍ନୀତି ସୂଚକାଙ୍କ: ୬ ପାଦ ଖସିଲା ଭାରତ

ନୂଆଦିଲ୍ଲୀ,୨୯।୧(ପି.ଟି.): ୨୦୨୦ରେ ଦୁର୍ନୀତି ସୂଚକାଙ୍କ ବା କରପଶନ୍‌ ପର୍ସେପଶନ୍‌ ଇଣ୍ଡେକ୍ସ (ସିପିଆଇ)ରେ ଭାରତ ୬ ପାଦ ତଳକୁ ଖସିଛି। ୧୮୦ ଦେଶ ଓ ଭୂଖଣ୍ଡକୁ ନେଇ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ ପ୍ରସ୍ତୁତ ଏହି ତାଲିକା ଗୁରୁବାର ପ୍ରକାଶ ପାଇଛି। ସରକାରୀ...

ଦୀପ ସିଦ୍ଧୁ ଫେରାର

ଜଳନ୍ଧର,୨୯।୧: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ହିଂସାର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗୁରୁବାର ଫେରାର ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରାଯାଇଛି। ମଙ୍ଗଳବାର କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର...

ଲାଲ୍‌କିଲ୍ଲା ହିଂସା ନେଇ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ,୨୯।୧(ପି.ଟି.): ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ଲାଲ୍‌କିଲ୍ଲାରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ହିଂସାରେ ସମ୍ପୃକ୍ତ କୃଷକଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦେଶଦ୍ରୋହ ଏବଂ ୟୁଏପିଏ (ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ)ରେ ମାମଲା ରୁଜୁ କରିଛି। ଆଇପିସି ଧାରା...

ଏନ୍‌ଜିଓରେ ବିକ୍ରି ହେଉଥିଲା ଅଣ୍ଡା, ମଟନ

ଇନ୍ଦୋର,୨୯।୧: ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ହଜାର ହଜାର ସଂଖ୍ୟାରେ ବିଚିତ୍ର ଘଟଣା ଦେଖିବାକୁ ମିଳେ। କିଛି ଆମର ମନୋରଞ୍ଜ କରେ, ଆଉ କିଛି ଚକିତ କରିଦିଏ। ଆହୁରି କିଛି ଘଟଣା ଥାଏ, ଯାହାକି ଏଣ୍ଟରଟେନମେଣ୍ଟ ଯୋଗାଇବା ସହିତ ଚକିତ...

ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଫେବୃୟାରୀ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ

ନୂଆଦିଲ୍ଲୀ,୨୯।୧: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୁରୁବାର ଦେଶ ତଥା ଦେଶରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଉପରେ ସ୍ଥଗିତାଦେଶକୁ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ବିଦେଶରେ କରୋନାର ନୂତନ ଷ୍ଟ୍ରେନ ମାମଲା ବୃଦ୍ଧିକୁ...

ତେଲାଙ୍ଗାନାରେ ଖୁବ୍‌ ଶୀଘ୍ର ଆରମ୍ଭ ହୋଇପାରେ ବେକାରି ଭତ୍ତା

ହାଇଦ୍ରାବାଦ୍‌,୨୮।୧: ରାଜ୍ୟ ସରକାର କର୍ମଚାରୀଙ୍କ ଦରମା ଓ ପେନସନ ବଢ଼ାଇବା ପରେ ତେଲାଙ୍ଗାନାରେ ଖୁବ୍‌ ଶୀଘ୍ର ଘୋଷଣା ହୋଇପାରେ ବେକାରି ଭତ୍ତା। ସରକାରରେ ଥିବା କେ. ଚନ୍ଦ୍ରଶେଖରଙ୍କ ନେତୃତ୍ୱାଧୀନ ଟିଆରଏସ୍‌ ଗତ ବିଧାନସଭା ନିର୍ବାଚନ ବେଳେ ବେକାର ଯୁବତୀଯୁବକଙ୍କୁ ଭତ୍ତା...

ଗାଜିପୁର ସୀମାରୁ ହଟିବାକୁ ରାଜି ନୁହନ୍ତି ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୨୮।୧: ଉତ୍ତର ପ୍ରଦେଶ(ୟୁପି) ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗାଜିପୁର ସୀମାରୁ ହଟିବାକୁ ମନା କରି ଦେଇଛନ୍ତି ଆନ୍ଦୋଳନରତ କୃଷକ। ଭାରତୀୟ କିଷାନ ୟୁନିୟନ ପ୍ରବକ୍ତା ରାକେଶ ଟିକାଇଟ୍‌ କହିଛନ୍ତି, କୃଷକଙ୍କ ଆନ୍ଦୋଳନ ଜାରି ରହିବ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା...

ସାଧାରଣତନ୍ତ୍ର ଦିବସ ହିଂସା: କେଜରିଓ୍ବାଲଙ୍କୁ ଦାୟୀ କଲେ ଗମ୍ଭୀର

ନୂଆଦିଲ୍ଲୀ,୨୮।୧: କ୍ରିକେଟରରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି । ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସା ପାଇଁ ଆମ ଆଦମି ପାର୍ଟି (ଏଏପି)...

ଚିନ୍ତା ବଢାଉଛି କେରଳ, ମହାରାଷ୍ଟ୍ର

ନୂଆଦିଲ୍ଲୀ,୨୮।୧: ଜାନୁୟାରୀ ୨୮ତାରିଖ ସୁଦ୍ଧା ଦେଶରେ ୨୫ ଲକ୍ଷ କୋଭିଡ ଟିକାକରଣ କରାଯାଇଛି। ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାରକୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର...

ଫେବୃୟାରୀ ୨ରେ ଘୋଷଣା କରାଯିବ ସିବିଏସ୍‌ଇ ଦଶମ-ଦ୍ୱାଦଶ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ,୨୮ ।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଶ୍ରେଶୀ ବୋର୍ଡ ପରୀକ୍ଷା ଲାଗି ଫେବୃୟାରୀ ୨ରେ ପରୀକ୍ଷା ସୂଚୀ ଘୋଷଣା କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଗୁରୁବାର ଏହି ସୂଚନା...

ବଜେଟ ଅଧିବେଶନ: କଂଗ୍ରେସ ସମେତ ୧୬ ରାଜନୈତିକ ଦଳ କରିବେ ରାଷ୍ଟ୍ରପତିଙ୍କ ଅଭିଭାଷଣର ବହିଷ୍କାର

ନୂଆଦିଲ୍ଲୀ,୨୮ ।୧: ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୋଦି ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ଗୁଡିକ ଏକାଠି ହେଲେଣି । କଂଗ୍ରେସ ସମେତ ୧୬ ରାଜନୈତିକ ଦଳ ମିଶି ୨୯ ଫେବୃୟାରୀକୁ ବଜେଟ ଅଧିବେଶନର ପ୍ରଥମ ଦିନ ସଂସଦରେ...

କୃଷି ଆଇନକୁ ନେଇ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମମତା

କୋଲକାତା,୨୮ ।୧: ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ସ୍ଲୋଗାନକୁ ନେଇ ଉଠିଥିବା ବିବାଦ ଥମିବାର ନାଁ ନେଉନାହିଁ । ଅନ୍ୟପଟେ ଯେଉଁ ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସନ ନାହିଁ ସେମିତି ରାଜ୍ୟ ଭଳି ପଶ୍ଚିମବଙ୍ଗ ବି ଏବେ କେନ୍ଦ୍ର ସରକାରଙ୍କ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri