ଜାତୀୟ

ଖଣ୍ଡା ଧରି ପୋଲିସକୁ ଗୋଡାଇଲେ କୃଷକ

ନୂଆଦିଲ୍ଲୀ,୨୬।୧: ମଙ୍ଗଳବାର ସାରା ଦେଶରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଦିଲ୍ଲୀ ସୀମାରେ ଦୀର୍ଘ ଦୁଇ ମାସ ହେବ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକମାନେ ଏକ ଟ୍ରାକ୍ଟର ରାଲି ଆରମ୍ଭ କରିଥିଲେ।...

ଲାଲକିଲ୍ଲାରେ ଅନ୍ନଦାତାଙ୍କ ଉପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୬ା୧- ଦେଶର ସାଧାରଣତନ୍ତ୍ର ଦିବସ ଅବସରରେ ବହୁ ସଂଖ୍ୟାରେ ଆନ୍ଦୋଳନରତ ଅନ୍ନଦାତାମାନେ ମଙ୍ଗଳବାର ବ୍ୟାରିକେଡ୍‌ ଡେଇଁ ଲାଲକିଲ୍ଲା ଉପରେ  ପତାକା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲା ପରିସରରୁ ଚାଷୀଙ୍କୁ ତଡ଼ିବା ଲାଗି ଲାଠି ଚାଳନା କରିଛି ପୋଲିସ। ମିଳିଥିବା ସୂଚନା ମୁତାବକ,...

ଦିଲ୍ଲୀରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ !

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।...

କୃଷି ଆଇନ ନ ହଟିବା ପଛରେ ଅଦୃଶ୍ୟ ଶକ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ସ୍ଥିତି ଅଣାୟତ ହୋଇଛି। ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଘଟଣାକୁ ଶିବସେନା ପକ୍ଷରୁ କଡ଼ା ନିନ୍ଦା କରାଯାଇଛି।...

ଲାଲ୍‌ କିଲ୍ଲାରେ ପତାକା ଉଡାଇଲେ ଆନ୍ଦୋଳନକାରୀ !

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଛି। କେତେକ ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ପ୍ରବେଶ କରି ପତାକା ଉଡାଇଥିଲେ। ସେମାନେ ପୋଲିସ ବାଧାକୁ ଖାତିର ନ କରି ଏଭଳି କରିଥିଲେ। ତେବେ...

ମନ୍ତ୍ରମୁଗ୍ଧ କଲା କଳାହାଣ୍ଡିର ‘ବଜାସାଲ’ ଲୋକନୃତ୍ୟ

ନୂଆଦିଲ୍ଲୀ, ୨୬।୧: ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଚଳିତ ଥର କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’ ପରେଡରେ ସାମିଲ ହୋଇଛିି। ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ପକ୍ଷରୁ ୮୦ ଜଣିଆ ନୃତ୍ୟଦଳ ରାଜପଥରେ...

ବାଡ଼ ଡେଇଁବେ ରାଜକୁମାର ସିଂ !

ପାଟନା, ୨୬/୧: ଏଲ୍‌ଜେପି ମୁଖ୍ୟ ଚିରାଗ ପାସୱାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହାର ମୁଖ୍ୟ କାରଣ ପାଲଟିଛନ୍ତି ଏଲଜେପିର ଏକ ମାତ୍ର ବିଧାୟକ ରାଜକୁମାର ସିଂ। ରାଜକୁମାର ଏଲ୍‌ଜେପି ବାଡ଼ ଡେଇଁବା ପାଇଁ ଯୋଜନା କରିଥିବା ରାଜନୈତିକ ମହଲରେ...

ଗଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସୈନ୍ୟ ବାହିନୀ

ନୂଆଦିଲ୍ଲୀ, ୨୬।୧: ଭାରତର ୭୨ତମ ଗଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ବାଂଲାଦେଶ ସୈନ୍ୟ ବାହିନୀ ସାମିଲ ହୋଇଛନ୍ତି। ବାଂଲାଦେଶର ୧୨୨ ଜଣିଆ ସୈନ୍ୟ ବାହିନୀ ରାଜରାସ୍ତାରେ କଦମ କଦମ ବଢ଼ାଇ ଯା… ଧୁନ୍‌ରେ ପରେଡ କରିଛନ୍ତି। ଭାରତ...

ଦଳ ଛାଡୁଥିବା ନେତାଙ୍କୁ ଅଟକାଇବାକୁ କଂଗ୍ରେସର ‘ଡ୍ୟାମେଜ କଣ୍ଟ୍ରୋଲ’ କମିଟି

ଗୁଜରାଟ,୨୬ ।୧: ଏବେ କଂଗ୍ରେସରୁ ଜଣକ ପରେ ଜଣେ ନେତା ଦଳଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଉଛନ୍ତି । ଯାହା ଫଳରେ ଗୁଜରାଟରେ ଦିନକୁ ଦିନ ଦୁର୍ବଳ ହୋଇ ପଡିଛି କଂଗ୍ରେସ । ଗୁଜରାଟରେ ଆଗକୁ ନିର୍ବାଚନ ଥିବା...

ହିଟଲର-ଟ୍ରମ୍ପ୍‌ ବାବା: ପହଞ୍ଚିଲେ ପ୍ରୟାଗରାଜ ମାଘମେଳାରେ

ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍‌ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ ମାଧବଦାସଙ୍କୁ ଗୁରୁଙ୍କଠାରୁ ହିଟଲର ନାମ ମିଳିଛି। ତାଙ୍କର ପ୍ରକୃତ ନାମ ଅଜୟ କୁମାର...

୪୦ କୋଟି ୟୁଜରଙ୍କ ଡାଟା ଚୋରି କରିଛି ଟେଲିଗ୍ରାମ୍‌ ଆପ୍‌

ନୂଆଦିଲ୍ଲୀ, ୨୬।୧: ଟେଲିଗ୍ରାମ୍‌ ଆପ୍‌ ଦ୍ୱାରା ଦେଶର ୪୦ କୋଟି ୟୁଜରଙ୍କ ଡାଟା ଚୋରି ହୋଇଛି। ଏହି ଆପ୍‌ ମାଧ୍ୟମରେ ଫେସ୍‌ବୁକ୍‌ ୟୁଜରଙ୍କ କଣ୍ଟେଟ୍‌ ସମ୍ପର୍କିତ ବିସ୍ତୃତ ତଥ୍ୟ ଚୋଲାଇ ନିଆଯାଇଛି। ହ୍ୟାକର ରିସର୍ଚ୍ଚ ସର୍ଚ୍ଚ ଟ୍ରିକ୍‌ ଦ୍ୱାରା ଫେସ୍‌ବୁକ୍‌...

ବ୍ୟାଣ୍ଡ୍‌-ବାଜା ସହ ପହଞ୍ଚିଲେ ବର, କନ୍ୟା ଘରେ ପଡିଥିଲା ତାଲା: ଆଉ ତା’ପରେ

ଚଣ୍ଡିଗଡ,୨୬।୧: ପଞ୍ଜାବର ମୋଗା ଜିଲାରେ ଏକ ରୋଚକ ଘଟଣା ଘଟିଛି। ବ୍ୟାଣ୍ଡବାଜା ସହ ବର କନ୍ୟା ଘରେ ପହଞ୍ଚିବା ପରେ ସେଠାରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। କନ୍ୟା ଘରେ ତାଲା ପଡିଥିବା ଦେଖି ବରଘର ପକ୍ଷ କୌଣସି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri