ଜାତୀୟ

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୨୨ ।୧: କେନ୍ଦ୍ର ସରକାର ଦେଶର ପୂର୍ବତନ ସିଜେଆଇ ବା ଚିଫ୍ ଜଷ୍ଟିଶ ଅଫ୍ ଇଣ୍ଡିଆ ଅର୍ଥାତ୍ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ରାଜ୍ୟ ସଭା ଏମ୍‌ପି ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ ସୁରକ୍ଷା ପ୍ରଦାନ କରିଛନ୍ତି ।...

ପାକିସ୍ତାନୀଙ୍କୁ ପସନ୍ଦ ଭାରିତୀୟ ଥାଳି!

ନୂଆଦିଲ୍ଲୀ,୨୨ ।୧: ସ୍ୱାଦିଷ୍ଟ ଭୋଜନ ସମସ୍ତଙ୍କର ପସନ୍ଦ । ତେବେ କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍‌ଡାଉନ ସମୟରେ ଲୋକେ ଖାଦ୍ୟକୁ ନେଇ ୟୁଟ୍ୟୁବରେ ବହୁତ ଭିଡିଓ ଦେଖିଛନ୍ତି, ଶିଖିଛନ୍ତି ଗୁଗଲରେ ସର୍ଚ୍ଚ ବି କରିଛନ୍ତି । ଏବେ ଏହାକୁ...

ଭିଡିଓ କନଫରେନସିଂ ଜରିଆରେ କରୋନା ୱାରିୟର୍ସଙ୍କୁ ସମ୍ବୋଧିତ କଲେ ମୋଦି

ବାରାଣସୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀର କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଥିଲେ ୨୦୨୧ର ଆରମ୍ଭ ଶୁଭ ରହିଛି । ଦେଶରେ ଏବେ ବିଶ୍ୱର ସବୁଠାରୁ ବଡ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି ।...

ମମତାଙ୍କୁ ଆଉ ଏକ ଧକ୍କା

କୋଲକାତା,୨୨ ।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ବେଳକୁ ବେଳ ହେଉଛି ସରଗରମ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅର୍ଥାତ୍ ଶାସକ ତ୍ରୁଣମୂଳ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଧକ୍କା ବି ଲାଗୁଛି ।...

ୟୁପିରେ ଅପରାଧୀ କରୁଛନ୍ତି ତାଣ୍ଡବ, ମୁଖ୍ୟମନ୍ତ୍ରୀ ରାମ ନାମ ସତ୍ୟ ଜପୁଛନ୍ତି: ଅଖିଳେଶ

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତ ଭୁଶୁଡି ପଡିଛି। ଏଠାରେ ଅପରାଧୀ ତାଣ୍ଡବ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ନାମ ସତ୍ୟ ଜପୁଥିବା କହିଛନ୍ତି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ। ଅପରାଧୀଙ୍କୁ ଧରିବାରେ ପୋଲିସ...

ଆସନ୍ତା ମେ’ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୨୨।୧: କଂଗ୍ରେସର କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ବୈଠକରେ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମେ’ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଏହି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏବର୍ଷ ଅନୁଷ୍ଠିତ ହେବାକୁ ଥିବା...

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ନୂଆଦିଲ୍ଲୀ,୨୨।୧: କଂଗ୍ରେସର କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି)ର ବୈଠକ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ବୈଠକରେ ଦଳର ନୂତନ ସଭାପତି ନିର୍ବାଚନକୁ ନେଇ ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ନୂତନ ସଭାପତି ନିର୍ବାଚନ ସହିତ କୃଷକ ଆନ୍ଦୋଳନ ଏବଂ ଅନ୍ୟାନ୍ୟ...

ରାମ ମନ୍ଦିର ନିର୍ମାଣ ପାଇଁ ଦିବ୍ୟାଙ୍ଗ ଶ୍ରମିକ ଦାନ କଲେ ୫ଶହ ଟଙ୍କା

ଜମ୍ମୁ,୨୨ ।୧: ଆଯୋଧ୍ୟାରେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ତୋଳା କାମ । ଏଥିପାଇଁ ସାରା ଦେଶରୁ ଚାନ୍ଦା ଯୋଗାଡ କରାଯାଉଛି । ଏହି କ୍ରମରେ ଜମ୍ମୁ-କଶ୍ମୀରର ଜଣେ ଦିବ୍ୟାଙ୍ଗ ଶ୍ରମିକ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି...

ପୁଲଓ୍ବାମା ଆକ୍ରମଣ ଏକ ରାଜନୈତିକ ଷଡଯନ୍ତ୍ର: ଶିବସେନା

ପୁଣେ,୨୨।୧: ରିପବ୍ଲିକ ଟିଭିର ମୁଖ୍ୟ ଅର୍ନବ ଗୋସ୍ବାମୀଙ୍କ ହ୍ବାଟ୍ସଆନ୍‌ ଚାଟ୍‌ ଭାଇରାଲ ହେବା ପରେ ଭାଜପା ଉପରେ ବର୍ଷିଛି ଶିବସେନା। ଏହାର ମୁଖପତ୍ର ସାମ୍‌ନାରେ କୁହାଯାଇଛି ଯେ, ୨୦୧୯, ଫେବୃୟାରୀ ୧୪ରେ ପୁଲଓ୍ବାମାରେ ଆମ ସୈନିକଙ୍କ ହତ୍ୟା ଦେଶ ଭିତରେ...

କର୍ନାଟକରେ ବଡ ବିସ୍ଫୋରଣ, ୮ ଜୀବନ ଗଲା

ବେଙ୍ଗାଲୁରୁ,୨୨।୧: କର୍ନାଟକର ଶିବାମୋଗା ଜିଲାରେ ଗୁରୁବାର ରାତିରେ ଏକ ବିସ୍ଫୋରକ ବୋଝେଇ ଟ୍ରକ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଖପାଖ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ଏହି ବିସ୍ଫୋରକ ସାମଗ୍ରୀ...

ଭାରତକୁ ଟିକା ମାଗିଲେ ୯୨ ଦେଶ

ପୁଣେ, ୨୨।୧:ଭାରତର କୋଭିଡ୍‌ ଟିକା ଗୁରୁବାର ବାଂଲାଦେଶ ଓ ନେପାଳରେ ପହଞ୍ଚତ୍ଛି। ୩୦ ଲକ୍ଷ କୋଭିଶିଲ୍ଡ ଟିକା ନେଇ ଦୁଇଟି ଭାରତୀୟ ବିମାନ ଗୁରୁବାର ଢ଼ାକା ଓ କାଠମାଣ୍ଡୁରେ ଅବତରଣ କରିଛି। ଶୁକ୍ରବାର ସିଚେଲ୍ସ ଏବଂ ମ୍ୟାନ୍‌ମାରରେ ଏହି ଟିକା...

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ନୂଆ ଦଳର ଏଣ୍ଟ୍ରି

କୋଲକାତା,୨୧।୧- ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ମାସେ ପୂର୍ବରୁ ରାଜ୍ୟରେ ଉଭା ହୋଇଛି ଏକ ନୂଆ ରାଜନୈତିକ ଦଳ। ଫୁରଫୁରା ଶରିଫ ଦରଘାର ଧର୍ମ ପ୍ରଚାରକ ଆବାସ ସିଦ୍ଦିକି ଇଣ୍ଡିଆନ ସେକୁଲାର ଫ୍ରଣ୍ଟ (ଆଇଏଫ୍‌ଏସ୍‌) ନାମକ ଦଳ ଗଠନ କରିଛନ୍ତି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri