ଜାତୀୟ

ପଞ୍ଜାବ ବଜେଟ: ୧.୧୩ ଲକ୍ଷ କୃଷକଙ୍କ ଋଣ ଛାଡ, ମାଗଣା ଯାତ୍ରା କରିବେ ମହିଳା

ଚଣ୍ଡିଗଡ଼,୮ ।୩: ପଞ୍ଜାବର କ୍ୟାପଟେନ ଅମରିନ୍ଦର ସିଂ ସରକାର ଶେଷ ବଜେଟରେ କର୍ମଚାରୀ, କୃଷକ ଓ ମହିଳାଙ୍କୁ ଖୁସି କରିବାକୁ ପ୍ରୟାସ କରିଛନ୍ତି । ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ବସରେ ଯାତ୍ରା ମାଗଣାରେ ଉବଲବ୍ଧ କରାଇବା ସହ ସରକାରୀ...

ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ଲାଗି ପ୍ରସ୍ତୁତି

ଡେରାଡୁନ୍‌,୮।୩: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କୁ ହଟାଇବା ପାଇଁ ଦାବି ତୀବ୍ର ହେବାରେ ଲାଗିଛି। ଭାଜପାର ଅସନ୍ତୁଷ୍ଟ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଲାଗି ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ୪ ଜଣଙ୍କ...

ମରାଠା ରିଜର୍ଭେଶନ ମାମଲା: ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୮।୩: ମହାରାଷ୍ଟ୍ରରେ ମରାଠାଙ୍କ ପାଇଁ ସ୍ଥାନ ରିଜର୍ଭେଶନ ମାମଲାରେ ସୁପ୍ରିମ୍‌କୋର୍ଟ ସୋମବାର ସମସ୍ତ ରାଜ୍ୟ ସରକାରଙ୍କ ମତାମତ ଲୋଡିଛନ୍ତି। ରିଜର୍ଭେଶନ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ କି ନାହିଁ ତାହା କୋର୍ଟଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏହି...

ଦୁର୍ଲଭ ବତକ ଦେଖି ଆଶ୍ଚର୍ଯ୍ୟ ହେଲେ ମୁଖ୍ୟମନ୍ତ୍ରୀ, ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

ଇଟ୍ଟାନଗର,୮।୩: ଅରୁଣାଚଳ ପ୍ରଦେଶରେ ପଶ୍ଚିମ ୟୁରୋପ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମାଣ୍ଡାରିନ ବତକ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି। ନିଜେ ଏହି ବତକକୁ ଦେଖି...

ମୁଖ୍ୟମନ୍ତ୍ରୀ ଝାଡୁରେ କଲେ ରାସ୍ତା ସଫା

ଭୋପାଳ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମହିଳା ସଫେଇ କର୍ମଚାରୀଙ୍କ ସହିତ ମିଶି ରାସ୍ତାରେ ଝାଡୁ ମାରିଛନ୍ତି। ସେ ଭୋପାଳର ନେହେରୁ ନଗରରେ ମହିଳା ସଫେଇ କର୍ମଚାରୀଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା...

ଟିକେଟ ମିଳିବା ପରେ ବି ଟିଏମ୍‌ସି ଛାଡୁଛନ୍ତି ନେତା!

କୋଳକାତା,୮ ।୩: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଆଉ ଏହାରି ଭିତରେ ସେଠାକାର ରାଜନୈତିକ ମାହୋଲ ବି ହେଉଛି ସରଗରମ । ବିଶେଷ କରି ଶାସନ ତୃଣମୂଳ କଂଗ୍ରେସ(ଟିଏମ୍‌ସି)କୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଛି ।...

ବୃକ୍ଷ ଚାରା ରୋପଣ ଦୁର୍ନୀତି: ଗାତ ଖୋଳା ପାଇଁ ୬୬୨ ନକଲି ଭାଉଚର

ଲକ୍ଷ୍ନୌ,୮।୩: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସରକାରରେ ହୋଇଥିବା ଏକ ବଡ଼ ଧରଣ ଦୁର୍ନୀତିର ପର୍ଦ୍ଦାଫାଶ୍‌ କରାଯାଇଛି। ରାଜ୍ୟରେ ବୃକ୍ଷ ଚାରା ରୋପଣରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ପ୍ରଧାନ ମହାଲେଖାକାରଙ୍କ ଅଡିଟ୍‌ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି। ରାଜ୍ୟରେ...

ନାରୀଶକ୍ତିଙ୍କୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି-ମୋଦି-ରାହୁଲ

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ନାରୀଶକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ମହିଳା ବହୁବିଧ କ୍ଷେତ୍ରରେ କୀର୍ତ୍ତି ସ୍ଥାପନ କରିଛନ୍ତି। ଏହା ଦେଶ ପାଇଁ ଅତ୍ୟନ୍ତ ଗୌରବର ବିଷୟ।...

କରୋନା ଆତଙ୍କ: ୯ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,୮।୩: ଭାରତରେ କରୋନା ପୁଣି ଆତଙ୍କ ସୃଷ୍ଟି କରିଛି। ପୂର୍ବରୁ ମହାରାଷ୍ଟ୍ର ଏବଂ ପଞ୍ଜାବ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ଏହି ତାଲିକାରେ କେରଳ, ତାମିଲନାଡୁ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ନାଟକ ଏବଂ ହରିୟାଣା ଆଦି...

ଆସାମ ବିଧାନସଭା ନିର୍ବାଚନ: ୩ ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଗୁଆହାଟୀ,୮ ।୩: ସାରା ଦେଶରେ ବେଳକୁ ବେଳ କଂଗ୍ରେସର ପ୍ରଦର୍ଶନ ଖରାପ ହୋଇ ଚାଲିଥିବା ବେଳେ ଏବେ ଏହାକୁ ସଜାଡିବାକୁ ପ୍ରୟାସ କରୁଛି ଦଳ । ରବିବାର ଆସାମ ବିଧାନସଭା ନିର୍ବାଚନର ୩ଟି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ଦଳ ପକ୍ଷରୁ...

ପାଳନ କରାଯାଉ ବିଶ୍ୱ ପୁରୁଷ ଦିବସ: ସୋନାଲ ମାନସିଂ

ନୂଆଦିଲ୍ଲୀ,୮ ।୩: ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ମହିଳା ଦିବସ । ମାର୍ଚ୍ଚ ୮ ତାରିଖରେ ଏହା ପାଳନ ହେଉଥିବା ବେଳେ ମହିଳାମାନେ ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏମାନଙ୍କୁ ସମ୍ମାନିତ ବି କରାଯାଇଥାଏ...

ବଜେଟ ଅଧିବେଶନ ଅବଧି କମ୍‌ କରିବାକୁ ଦାବି

ନୂଆଦିଲ୍ଲୀ,୮।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ନେଇ ବିରୋଧି ଦଳଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ୍‌ଗେ ଶୂନ୍ୟକାଳ ନିଲମ୍ବିତ କରିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri