ଜାତୀୟ

ଭୁଟାନ, ମାଳଦ୍ୱୀପରେ ପହଞ୍ଚିଲା ଭାରତୀୟ ଟିକା

ନୂଆଦିଲ୍ଲୀ, ୨୧।୧: ଭାରତ ସରକାରଙ୍କ ଟିକା ମୈତ୍ରୀ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ପଠାଇଥିବା ୧,୫୦,୦୦୦ କୋଭିଶିଲ୍ଡ ଟିକା ବୁଧବାର ଭୁଟାନରେ ପହଞ୍ଚିଛି । ଭାରତର ‘ପଡୋଶୀ ପ୍ରଥମ’ ନୀତିର ଏହା ଏକ ଉଦାହରଣ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର...

ବଜେଟ ଅଧିବେଶନ: ୩୦ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୨୧।୧(ପି.ଟି.): ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୨୯ରୁ ଆରମ୍ଭ ହେଉଥିବାବେଳେ ୩୦ରେ ସର୍ବଦଳୀୟ ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରିବେ। ସରକାର ଆଣିବାକୁ ଥିବା ବିଧେୟକଗୁଡିକର କାର୍ଯ୍ୟସୂଚୀ ଉପରେ ଉକ୍ତ ବୈଠକରେ ଆଲୋଚନା...

ବ୍ରହ୍ମପୁତ୍ରରେ ଚାଇନାର ବନ୍ଧ ନିର୍ମାଣ ଉଦ୍ୟମ

ନୂଆଦିଲ୍ଲୀ, ୨୧।୧(ପି.ଟି.): ତିବ୍ବତର ମେଡୋଙ୍ଗଠାରେ ବ୍ରହ୍ମପୁତ୍ର ନଦୀରେ ଚାଇନା ନଦୀବନ୍ଧ ନିର୍ମାଣ ସହ ସୁପର ହାଇଡ୍ରୋ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ଉଦ୍ୟମ କରୁଛି। ବେଜିଂର ଏଭଳି ଉଦ୍ୟମକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। ନଦୀବନ୍ଧ ନର୍ମାଣ ତଳମୁଣ୍ଡରେ ଥିବା ଭାରତ...

ବେତନ ପାଇବା ମୌଳିକ ଅଧିକାର: ହାଇକୋର୍ଟ

ନୂଆଦିଲ୍ଲୀ, ୨୧।୧(ଆଇଏଏନ୍‌ଏସ୍‌): ବେତନ ଗ୍ରହଣ କରିବା ଏକ ମୌଳିକ ଅଧିକାର। ଭାରତୀୟ ସମ୍ବିଧାନରେ ଏହା ପ୍ରତିଷ୍ଠାପିତ ହୋଇଥିବା ଦିଲ୍ଲୀ ହାଇକୋର୍ଟ ବୁଧବାର କହିଛନ୍ତି। ଦିଲ୍ଲୀ ପୌର ନିଗମ ଏହାର କର୍ମଚାରୀମାନଙ୍କୁ ବେତନ ଓ ପେନ୍‌ସନ ଦେଇ ନ ଥିବାରୁ ଅଦାଲତ...

ନିଷ୍ପତ୍ତି କ୍ଷମତା କମିଟିର ନାହିଁ

ନୂଆଦିଲ୍ଲୀ, ୨୧।୧: ନୂଆ କୃଷି ଆଇନକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୁପ୍ରିମକୋର୍ଟ ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିଥିଲେ। କୃଷକ ସଂଗଠନଗୁଡ଼ିକ ଉକ୍ତ କମିଟିର ନିରପେକ୍ଷତାକୁ ନେଇ ସମାଲୋଚନା କରିଥିବାରୁ ସର୍ବୋଚ୍ଚ ଅଦାଲତ ସେମାନଙ୍କୁ ଭର୍ତ୍ସନା କରିଛନ୍ତିି।...

ସରକାରଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ, ୨୧।୧(ପି.ଟି.):ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ୫୮ ଦିନରେ ପହଞ୍ଚିଥିବାବେଳେ ଏଥିରେ ବ୍ୟତିବ୍ୟସ୍ତ ହୋଇ ସରକାର ପଛଘୁଞ୍ଚା ଦେଇଛନ୍ତି। ଶେଷରେ ନୂଆ କୃଷି ଆଇନକୁ ୧୮ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର...

ଚାଷୀ ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତୁତ: ସରକାର

ନୂଆଦିଲ୍ଲୀ, ୨୦।୧- ବିବାଦୀୟ ୩ ଚାଷୀ ଆଇନକୁ ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ। ଏ ନେଇ ଏକ ଆଫିଡେଭିଟ୍‌ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଜଣାଇବୁ ବୋଲି ବୁଧବାର ସନ୍ଧ୍ୟାରେ କୃଷକଙ୍କ ସହ ୧୦ମ ରାଉଣ୍ଡ ଆଲୋଚନାବେଳେ ଏହା କହିଛନ୍ତି...

୨୨ରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ

ନୂଆଦିଲ୍ଲୀ,୨୦।୧: ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡ୍‌ବ୍ଲ୍ୟୁସି)ର ବୈଠକ । ଏହି ବୈଠକରେ ଦଳର ସାଂଗଠନିକ ନିର୍ବାଚନ ଲାଗି ନିର୍ଦ୍ଧାରଣ ହେବ ତାରିଖ। ସଂସଦରେ ବଜେଟ୍‌ ଅଧିବେସନର ଏକ ସପ୍ତାହ ପୂର୍ବରୁ ଭିଡିଓ...

କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

ହାଇଦ୍ରାବାଦ,୨୦।୧: କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ତେଲଙ୍ଗାନାର ର୍ନିମଲ ଜିଲାର ଜଣେ ୪୨ ବର୍ଷିୟ ସ୍ବାସ୍ଥ୍ୟ କର୍ମୀ ବୋଲି ସୂଚନା ମିଳିଛି।  ସ୍ବାସ୍ଥ୍ୟ କର୍ମୀ ଜଣକ ୧୯ତାରିଖରେ ସ୍ଥାନୀୟ ଡାକ୍ତରଖାନାରେ...

ଏପ୍ରିଲରେ ହେବ ଆସାମ ବିଧାନସଭା ନିର୍ବାଚନ

ଗୁଆହାଟି,୨୦।୧: ଏପ୍ରିଲରେ ଆସାମ ବିଧାନସଭା ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ବୁଧବାର ସୂଚନା ଦେଇଛନ୍ତି। ରଙ୍ଗୋଲି ବିହୁ ପର୍ବ ଏବଂ ଦଶମ ଓ ଦ୍ୱାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲରେ...

ମମତାଙ୍କ ପାଇଁ କାହିଁକି ନନ୍ଦିଗ୍ରାମ ଗୁରୁତ୍ୱପୂର୍ଣ୍ଣ ?

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୀତି ପୂରା ସରଗରମ ହୋଇଉଠିଛି। ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମ ସିଟ୍‌ରେ ହିଁ ଛିଡ଼ା ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କର ଏହି ଘୋଷଣାରୁ ଜଣାପଡ଼ୁଛି ବର୍ତ୍ତମାନ କର-ବା-ମର ସ୍ଥିତିରେ ଛିଡ଼ା...

୧୧୩ ବର୍ଷୀୟା ଜେଜେମାଙ୍କ ପାଇଁ ନାତିଙ୍କ ଭାଗ୍ୟ ବଦଳିଲା

କୁହାଯାଏ, ନିର୍ବାଚନରେ ଗୋଟିଏ ଭୋଟ ବି ମୂଲ୍ୟବାନ। କେହି ଗୋଟିଏ ଭୋଟ୍‌ରେ ରାଜା ହୋଇ ଯାଆନ୍ତି ତ ଆଉ କିଏ ହାରିଯାଆନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେରେ। ଜଣେ ଜେଜେମାଙ୍କର ଗୋଟିଏ ମାତ୍ର ଭୋଟ ତାଙ୍କ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri