ଜାତୀୟ

‘ନିରପେକ୍ଷ ରହିବୁ ସବୁ ସଦସ୍ୟ’

ନୂଆଦିଲ୍ଲୀ,୨୦ା୧(ପି.ଟି.): କେନ୍ଦ୍ରର କୃଷି ଆଇନ ଉପରେ ସମୀକ୍ଷା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ସଦସ୍ୟମାନେ ନିରପେକ୍ଷ ରହିବେ ଓ ନିଜ ବ୍ୟକ୍ତିଗତ ମତ ଉପସ୍ଥାପନ କରିବେ ନାହିଁ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ବେଳେ ସେମାନଙ୍କ...

୦.୧୮%ଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୦ା୧: ଭାରତରେ ଦିଆଯାଉଥିବା କରୋନା ଟିକା ସୁରକ୍ଷିତ। ଏବେ ସୁଦ୍ଧା ସାଢ଼େ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଭାକ୍ସିନ ଦିଅ।ଯାଇସାରିଛି। ସେମାନଙ୍କ ମଧ୍ୟରୁ ମାତ୍ର ୦.୧୮ ପ୍ରତିଶତଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ପରିଲିକ୍ଷିତ ହୋଇଛି ଏବଂ ୦.୦୦୨ ପ୍ରତିଶତ ଲୋକଙ୍କୁ...

ମହଙ୍ଗା ହେବ ଏମ୍‌ପିଙ୍କ ଖାଦ୍ୟ

ନୂଆଦିଲ୍ଲୀ,୨୦ା୧: ପାର୍ଲାମେଣ୍ଟ କ୍ୟାଣ୍ଟିନ୍‌ରେ ଆଉ ସବ୍‌ସିଡି ଖାଦ୍ୟ ମିଳିବ ନାହିଁ। ଜାନୁୟାରୀ ୨୯ରେ ଆରମ୍ଭ ହେବାକୁ ଥିବା ଅଧିବେଶନରୁ ଏହାକୁ ବନ୍ଦ କରାଯିବ। କ୍ୟାଣ୍ଟିନକୁ ନର୍ଦ୍ଦର୍ନ ରେଲଓ୍ବେଜ୍‌ ପରିବର୍ତ୍ତେ ଇଣ୍ଡିଆ ଭାରତ ପର୍ଯ୍ୟଟନ ବିକାଶ ନିଗମ (ଆଇଟିଡିସି) ପରିଚାଳନା କରିବ...

‘କୃଷିକୁ ଧ୍ୱଂସ କରିବ କେନ୍ଦ୍ରର ଆଇନ’

ନୂଆଦିଲ୍ଲୀ,୨୦ା୧ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଦେଶରେ କୃଷି କ୍ଷେତ୍ରକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ। ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରାଗଲେ ହିଁ କୃଷକମାନଙ୍କ ସମସ୍ୟାର ସମାଧାନ ହେବ ବୋଲି ମଙ୍ଗଳବାର କଂଗ୍ରେସ ନେତା ରାହୁଲ...

ଓ୍ବେବ ସିରିଜ୍‌ ‘ତାଣ୍ଡବ’ରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୧୯।୧: ଆମାଜନ ପ୍ରାଇମରେ ଗତ ଶୁକ୍ରବାର ରିଲିଜ ହୋଇଥିବା ଓ୍ବେବ ସିରିଜ୍‌ ‘ତାଣ୍ଡବ’ର କିଛି ଦୃଶ୍ୟ ଓ ଡାଇଲଗରେ ପରିବର୍ତ୍ତନ କରାଯିବ। ଏ ନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ମେକର୍ସ। ୯ ଏପିସୋଡ୍‌ ବିଶିଷ୍ଟ ଓ୍ବେବ ସିରିଜ୍‌ ରିଲିଜ...

ଭ୍ୟାକ୍ସିନ ନେବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି ୦.୧୮ ପ୍ରତିଶତ ଲୋକେ

ନୂଆଦିଲ୍ଲୀ,୧୯।୧: ପୂରା ଦେଶରେ ଏପର୍ଯ୍ୟନ୍ତ ୪.୫୪ ଲକ୍ଷ ଲୋକ କୋଭିଡ୍‌-୧୯ ଭାକ୍ସିନ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଅସୁସ୍ଥ ହୋଇପଡ଼ିଛନ୍ତି ୦.୧୮ ପ୍ରତିଶତ ଲୋକେ। ଏ ନେଇ ସରକାର  ସ୍ପଷ୍ଟ କରିଛନ୍ତି। ପୂରା ଦେଶରେ ଚାଲିଥିବା ଟିକାକରଣ ପ୍ରକ୍ରିୟା ମଙ୍ଗଳବାର ପହଞ୍ଚିଛି...

ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜକୁ ଗୁଗୁଲ୍‌ର ଏଚ୍‌ଆର୍‌ ମ୍ୟାନେଜର୍‌ କହି ୫୦ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ ଏହି ଯୁବକ

ଅହମଦାବାଦ,୧୯।୧: ଗୁଜରାଟର ଅହମଦାବାଦରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜକୁ ଗୁଗୁଲ୍‌ର ଏଚ୍‌ଆର୍‌ ମ୍ୟାନେଜର୍‌ କହି ୫୦ରୁ ଅଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ। ପରେ ସେମାନଙ୍କୁ ଧୋକା ଦେଇଥିଲେ। ପୋଳିସ ସମ୍ପୃକ୍ତ...

ଭାଜପା ନିଜ ଲୋକ ପଠାଇ ଟିଏମ୍‌ସି ବୈଠକରେ କରୁଛି ଉପଦ୍ରବ: ମମତା

କୋଲକାତା,୧୯ ।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି । ରାଜନୈତିକ ପାର୍ଟି ମଧ୍ୟରେ କଥାକଟାକଟି ମଧ୍ୟ ଜାରି ରହିଛି । ମଙ୍ଗଳବାର ପୁରୁଲିଆରେ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ...

ଫେରାଇ ନିଆଗଲା ‘ଭ୍ୟାକ୍ସିନ ନ ନେଲେ ମିଳିବ ନାହିଁ ଦରମା’ ନିର୍ଦ୍ଦେଶ

କୋଡରମା,୧୯ ।୧: କରୋନା ଭ୍ୟାକ୍ସିନକୁ ନେଇ ଝାଡ଼ଖଣ୍ଡରେ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯାହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ଝାଡ଼ଖଣ୍ଡର କୋଡରମାରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏକ ନିର୍ଦ୍ଦେଶ ଜାରି କରି କହିଥିଲେ ଯେଉଁ...

ଚାରି-ପାଞ୍ଚ ଜଣ ଏବେ ଦେଶର ମାଲିକ: କଂଗ୍ରେସ

ନୂଆଦିଲ୍ଲୀ,୧୯ ।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି । ଏଥିରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି...

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଏଥିରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...

ପଞ୍ଚାୟତ ନିର୍ବାଚନ: ସଂଖ୍ୟା ଗରିଷ୍ଠତା ହାସଲ କଲା ଶିବସେନା

ମୁମ୍ବାଇ,୧୯।୧: ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ ଶାସକ ଶିବସେନା ନିଜର ପରାକ୍ରମ ଦେଖାଇଛି। ରାଜ୍ୟର ୩୪ ଜିଲାର ୧୨,୭୧୧ ଗ୍ରାମ ପଞ୍ଚାୟତରେ ହୋଇଥିବା ନିର୍ବାଚନରେ ଶିବସେନା ୩୧୧୩ ଆସନ ହାତେଇ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ସେହିପରି ଭାଜପା ୨୬୩୨ ଆସନରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri