ଜାତୀୟ

ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୭ ।୧: ସାଧାଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଗଲାଣି । କୌଣସି ବି ଆକ୍ରମଣ ଘଟଣାକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ହାଇ ଆଲର୍ଟରେ ରହିଛି । ସାଧାରଣତନ୍ତ୍ର ଦିବସକୁ ନେଇ ପୋଲିସ...

ପ୍ରେମିକଙ୍କ ସହ ଫୋନ୍‌ରେ କଥା ହେଉଥିଲେ ଝିଅ, ବାପା ମନା କରିବାରୁ ଘଟାଇଲେ ଏମିତି କାଣ୍ଡ

ଭୋପାଳ,୧୭।୧: ମଧ୍ୟପ୍ରଦେଶର ବୈତୁଲରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ସହ କଥା ନ ହେବା ପାଇଁ ଝିଅକୁ ବାପା ମନା କରିବାରୁ ନାବାଳିକା ଝିଅଟି ପ୍ରେମିକ ଏବଂ ବନ୍ଧୁଙ୍କ ସହ ମିଶି ନିଜ ବାପାଙ୍କୁ ହତ୍ୟା କରିଛନ୍ତି।...

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ ବିିମାନ

ଭୋପାଳ,୧୭।୧: ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନକୁ ରବିବାର ମଧ୍ୟପ୍ରଦେଶର ଭୋପାଳ ବନ୍ଦରରେ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନରେ ଥିବା ସମସ୍ତ ୧୭୨ ଯାତ୍ରୀ ସୁରକ୍ଷିତ ରହିଥିବା ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା...

ଆତଙ୍କବାଦ ପଥ ଛାଡ଼ି ଘର ବାହୁଡ଼ି ଆସନ୍ତୁ ଯୁବବର୍ଗ

ଶ୍ରୀନଗର,୧୭।୧: ଜମ୍ମୁ-କଶ୍ମୀରରେ ସ୍ଥିତିରେ ଧୀରେଧୀରେ ପରିବର୍ତ୍ତନ ଆସିବାରେ ଲାଗିଛି। ତେବେ ଏବେ ବି ଏଠାରେ ୨୧୭ ଆତଙ୍କବାଦୀ ଲୁଚି ରହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ। ପାକିସ୍ତାନ ବିଭିନ୍ନ ପ୍ରଲୋଭନ ଦେଖାଇ ଏଠାକାର ଯୁବବର୍ଗଙ୍କୁ ଆତଙ୍କବାଦୀ...

ଛଅ ବର୍ଷ ପରେ ନିର୍ବାଚନ ଲଢିବେ ଶାହନବାଜ

ନୂଆଦିଲ୍ଲୀ,୧୭ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ଏହାର ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୟଦ ଶାହନବାଜ ହୁସେନଙ୍କୁ ବିହାର ବିଧାନ ପରିଷଦ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ଅନ୍ୟଏକ ଆସନରେ ବିକାଶଶୀଳ ଇଂସାନ ପାର୍ଟି(ବିଆଇପି)ର ମୁଖ୍ୟ ତଥା...

ଇତିହାସରେ ପ୍ରଥମ ଥର: ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ୮ ଟ୍ରେନ୍‌କୁ ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ,୧୭ ।୧: ଗୁଜରାଟର କେବଡିୟାରେ ନିର୍ମାଣ କରାଯାଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆକାଶ ଛୁଆଁ ପ୍ରତିମାକୁ ବିଶ୍ୱ ପର୍ଯ୍ୟଟନ ନକ୍ସାରେ ସ୍ଥାନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କେବଡିୟା ପର୍ଯ୍ୟନ୍ତ ୮ ଟେନ୍‌କୁ ଗ୍ରୀନ୍ ସିଗନାଲ ଦେଇଛନ୍ତି...

‘ଫୁକ୍‌ରେ’ ଅଭିନେତା ଓଲାନୋକିଓଟନଙ୍କ ପରଲୋକ

ମୁମ୍ବାଇ ,୧୭ ।୧: ବଲିଉଡ୍ ଅଭିନେତା ଓଲାନୋକିଓଟନ ଗଲାଁବୋ ଲ୍ୟୁକସଙ୍କର ପରଲୋକ ହୋଇଛି । ସେ ବଲିଉଡ୍ ମୁଭି ‘ଫୁକ୍‌ରେ’ ଓ ‘ଫୁକ୍‌ରେ ରିଟର୍ନସ’ରେ ରୁଚା ଚଢାଙ୍କ ବୟଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ତାଙ୍କ ଚରିତ୍ରର ନାଁ...

ପିଏମ୍‌ କେୟାର୍ସ ପାଣ୍ଠିର ହିସାବ ଦିଅ: ମୋଦିଙ୍କୁ ଚିଠି ଲେଖିଲେ ୧୦୦ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ନୂଆଦିଲ୍ଲୀ,୧୭।୧: ପିଏମ୍‌ କେୟାର୍ସ ପାଣ୍ଠିର ହିସାବ ମାଗିଛନ୍ତି ୧୦୦ ଜଣ ପ୍ରଶାସନିକ ଅଧିକାରୀ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖିଛନ୍ତି। ପାଣ୍ଠିର ହିସାବରେ ସ୍ବଚ୍ଛତା ଉପରେ ସେମାନେ ପ୍ରଶ୍ନ କରିଛନ୍ତି। କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚରେ...

ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଚାଲିବ ୮ଟ୍ରେନ୍‌

ନୂଆଦିଲ୍ଲୀ,୧୭ ।୧: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆକାଶଛୁଆଁ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବା ଏବେ ସହଜ ହେବ । ଗୁଜରାଟର କେବଡିୟା ଗାଁକୁ ନୂଆଦିଲ୍ଲୀରୁ ସିଧାସଳଖ ଟ୍ରେନ୍ ଚଳାଚଳ କରିବ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଦିଲ୍ଲୀରେ ଟିକା ନେବାର କିଛି ଘଣ୍ଟା ପରେ ୫୧ ଅସୁସ୍ଥ ଜଣେ ଗୁରୁତର

ନୂଆଦିଲ୍ଲୀ,୧୭।୧: ଭାରତରେ ଶନିବାରଠାରୁ ସାର୍ବଜନୀକ କରୋନା ପ୍ରତିଷେଧକ ଟିକାକରଣ ଆରମ୍ଭ ହୋଇଛି। ଟିକା ନେବାର କିଛି ଘଣ୍ଟା ପରେ ଦିଲ୍ଲୀରେ ୫୧ ଜଣଙ୍କଠାରେ ଆଲର୍ଜି ଦେଖା ଦେବାରୁ ସେମାନେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇଥିବା...

୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କଲା ବିଆର୍‌ଓ

ଶ୍ରୀନଗର,୧୭।୧: ମାତ୍ର ୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କରି ଭାରତୀୟ ବର୍ଡର ରୋଡ୍‌ ଅର୍ଗାନାଇଜେଶନ (ବିଆର୍‌ଓ) ଏବେ ପ୍ରଶଂସା ସାଉଁଟିବାରେ ଲାଗିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରାମ୍ବନର କେଲା ମୋରହଠାରେ ଥିବା ବାଲେ ପୋଲ ଜାନୁୟାରୀ...

୨ ଚାଇନା ନାଗରିକଙ୍କୁ ଗିରଫ କଲା ଇଡ଼ି

ନୂଆଦିଲ୍ଲୀ,୧୭।୧: ବେଆଇନ ଭାବେ ଟଙ୍କା ଠୁଳ କରିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୨ ଜଣ ଚାଇନା ନାଗରିକଙ୍କୁ ଗିରଫ କରାଯାଇଛି। ଚାର୍ଲି ପେଙ୍ଗ୍‌ ଏବଂ କାର୍ଟର ଲିଙ୍କ ନାମରେ ଅଭିଯୋଗ ଆସିବା ପରେ ଇଡ଼ି ପକ୍ଷରୁ ଏହାର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri