ଜାତୀୟ

ଅର୍ଣ୍ଣବ-ବିଏଆର୍‌ସି ପୂର୍ବତନ ସିଇଓଙ୍କ ଚାଟ୍‌ ଭାଇରାଲ

ମୁମ୍ବାଇ, ୧୭।୧: ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଗିରଫ ହୋଇଥିବା ଟିଭି ରେଟିଂ ସଂସ୍ଥା ବିଏଆର୍‌ସିର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ ଚାଟ୍‌ର ସ୍କ୍ରିନ୍‌ଶଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଅର୍ଣ୍ଣବଙ୍କ...

ବିଶ୍ୱଜିତ୍‌ ଚାଟାର୍ଜୀ ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ

ପଣଜୀ, ୧୭ା୧: ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ (ଆଇଏଫଏଫଆଇ)ର ୫୧ତମ ସଂସ୍କରଣ ଆୟୋଜିତ ହୋଇଛି। ମହୋତ୍ସବରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା, ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଗାୟକ ବିଶ୍ୱଜିତ୍‌ ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ...

ଦ୍ୱିତୀୟ ଲହର ରୋକିବ ଟିକା

ନୂଆଦିଲ୍ଲୀ, ୧୭।୧: ଭାରତରେ କରୋନା ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଥିବାବେଳେ ଶନିବାର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବ୍ରିଟେନର ନୂଆ ଷ୍ଟ୍ରେନ୍‌କୁ ନେଇ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ସମସ୍ତେ ଟିକା ନେବା ଜରୁରୀ ଏବଂ ଏହା...

ସୁପ୍ରିମକୋର୍ଟ ଗଲା ବିକେୟୁ

ନୂଆଦିଲ୍ଲୀ, ୧୭।୧(ପି.ଟି.): ବିବାଦୀୟ କୃଷି ଆଇନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ଏହାର ସମାଧାନ ସୂତ୍ର ବାହାର କରିବା ଲାଗି ସୁପ୍ରିମକୋର୍ଟ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଉକ୍ତ କମିଟିରୁ ଭୂପିନ୍ଦର ସିଂ ମାନ୍‌ ଓହରିଯାଇଥିବାବେଳେ ଅନ୍ୟ...

୧.୯ ଲକ୍ଷ ନେଲେ

ନୂଆଦିଲ୍ଲୀ, ୧୭।୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶରେ ବିଶ୍ୱର ସର୍ବବୃହତ୍‌ କୋଭିଡ୍‌ ଟିକାକରଣ ଅଭିଯାନ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ ଜଣଙ୍କୁ ଟିକା ଦେବା ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ଅପରାହ୍ନ ୫ଟା ୩୦ ସୁଦ୍ଧା...

ପ୍ରବଳ ତୁଷାରପାତ: ଘୋଡ଼ା ଚଢ଼ି ପାର୍ସଲ ବାଣ୍ଟୁଛନ୍ତି ଡେଲିଭରୀ ବୟ

ଶ୍ରୀନଗର,୧୬।୧: ଆଜିକାଲି ଜମ୍ମୁ-କଶ୍ମୀରରେ ପ୍ରବଳ ତୁଷାରପାତ ହେଉଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି। ଏପରି ସ୍ଥିତିରେ ଲୋକେ ଅନ୍‌ଲାଇନ୍‌ରେ ଜିନିଷ ମଗାଉଛନ୍ତି। ମାତ୍ର ସବୁଠୁ ବଡ଼ କଥା ହେଲା ମଗାଇଥିବା ସାମଗ୍ରୀ କିପରି ପାଇବେ ସେନେଇ ଚିନ୍ତାରେ ପଡ଼ିଛନ୍ତି।...

ପ୍ରଥମ କରୋନା ଟିକା ନେଲେ ଏମ୍‌ପି ମହେଶ ଶର୍ମା, ବିଧାୟକ ରବୀନ୍ଦ୍ରନାଥ ଚାଟାର୍ଜୀ

ନୂଆଦିଲ୍ଲୀ,୧୬।୧: ଭାରତରେ ପ୍ରଥମ ଏମ୍‌ପିଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଏମ୍‌ପି ଭାଜପା ନେତା ମହେଶ ଶର୍ମା ସ୍ବାସ୍ଥ୍ୟ କର୍ମୀ ଭାବେ କରୋନା ଟିକା ନେଇଛନ୍ତି। ଡ.ଶର୍ମା ନୋଏଡା ସେକ୍ଟର ୨୭ର ଏକ ଡାକ୍ତରଖାନାରେ ପୂର୍ବାହ୍ନରେ ଟିକା ନେଇଥିବା ସୂଚନା ଦିଆଯାଇଛି।...

ଅସନ୍ତୁଷ୍ଟଙ୍କୁ ମନାଇବେ ଅମିତ

ବେଙ୍ଗାଲୁରୁ,୧୬ ।୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ କର୍ନାଟକ ଗସ୍ତରେ ଶନିବାର ବେଙ୍ଗାଲୁରୁଠାରେ ପହଞ୍ଚିଛନ୍ତି । ବେଙ୍ଗାଲୁରୁ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ତାଙ୍କୁ ସ୍ୱାଗତ କରିଛନ୍ତି । ଏହି ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଶାହା ବେଲଗାବିରେ...

ସଞ୍ଜିବନୀ ଭଳି କାମ କରିବ କରୋନା ଭ୍ୟାକ୍ସିନ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬ ।୧: ସାରା ଦେଶରେ ଶନିବାର କରୋନା ମାହାମାରୀ ବିରୋଧରେ ଭ୍ୟାକ୍ସିନେଶନ ବା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ କରୋନା ଭ୍ୟାକ୍ସିନକୁ...

ଆଇଟିବିପିର ୨୦ ଯବାନଙ୍କୁ ଦିଆଗଲା କରୋନା ଟିକା

ନୂଆଦିଲ୍ଲୀ,୧୬ ।୧: କରୋନା ମହାମାରୀକୁ ନେଇ ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ଲଦ୍ଦାଖରେ ମୁତୟନ ଥିବା ଇଣ୍ଡୋ ତିବ୍ୱତ ବର୍ଡର ପୋଲିସ...

କିନ୍ନରଙ୍କୁ ପୋଲିସ ବିଭାଗରେ ମିଳିବ ନିଯୁକ୍ତି

ପାଟନା,୧୬।୧: ଏଣିକି ବିହାରରେ ପୋଲିସ ବିଭାଗରେ କିନ୍ନରଙ୍କୁ ନିଯୁକ୍ତି ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଛନ୍ତି। ସିପାହୀ ଏବଂ ଦାରୋଗା ପଦବୀରେ କିନ୍ନରଙ୍କୁ ସିଧାସଳଖ ନିଯୁକ୍ତି ମିଳିବ। ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ଦୃଷ୍ଟିରେ ରଖି ସରକାରଙ୍କ...

ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ପୁନାୱାଲା ନେଲେ କରୋନା ଟିକା

ପୁଣେ,୧୬ ।୧: କରୋନା ମହାମାରୀଠାରୁ ମୁକ୍ତି ପାଇବା ପାଇଁ ଦେଶକୁ ମିଳିଯାଇଛି ଟିକା । ଶନିବାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ସାମିଲ କରାଯାଇଛି । ଏହି କ୍ରମରେ ସିରମ ଇନଷ୍ଟିଚ୍ୟୁଟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri