ଜାତୀୟ

ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ: ୭୫ତମ ସ୍ବାଧୀନତା ଦିବସ ସୁଦ୍ଧା ହେବ ଶେଷ

ନୂଆଦିଲ୍ଲୀ,୧୫।୧: ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ନୂଆ ସଂସଦ ଭବନର ଆକୃତି ତିନି କୋଣୀୟ ବିଶିଷ୍ଟ କରାଯିବ। ୨୦୨୨ରେ ୭୫ତମ ସାଧୀନତା ଦିବସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ...

ରାମମନ୍ଦିର ନିର୍ମାଣ ପାଇଁ ୧୧ କୋଟି ଦେଲେ ବ୍ୟବସାୟୀ

ଅଯୋଧ୍ୟା,୧୫।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଚାଲିଛି। ଏଥିପାଇଁ ଦେଶ ବିଦେଶରୁ ଅନେକ ଲୋକ ଦାନ ଦେଉଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍ବପ୍ରଥମେ ୫ ଲକ୍ଷ ଏକ ଟଙ୍କା ନିର୍ମାଣ ନିଧିକୁ ଦାନ ଦେଇଥିଲେ। ଏହାପରେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ...

ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ: ଚାଇନାକୁ ଚେତାବନୀ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ଶୁକ୍ରବାର ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାୱଣେ ଚାଇନା ଓ ପାକିସ୍ତାନକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି କହିଲେ ଚଳେ । ସେ କହିଛନ୍ତି ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ । ଦିଲ୍ଲୀର...

ଟିଏମ୍‌ସି ଏମ୍‌ପି ଶତାବ୍ଦି ରାୟଙ୍କ ସୋସିଆଲ ମିିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ

କୋଲକାତା,୧୫ ।୧: ଚଳିତ ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ହୋଇଛି ସରଗରମ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଗଡରେ ପୁଣିଥରେ ଶାସନ କ୍ଷମତା ହାତକୁ ଆଣିବାକୁ ପ୍ରସ୍ତୁତି ଜାରି...

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ଏକାକି ନିର୍ବାଚନ ଲଢିବ ବିଏସ୍‌ପି: ମାୟାବତୀ

ନୂଆଦିଲ୍ଲୀ,୧୫ ।୧: କରୋନା ଟିକାକରଣ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଜାନୁୟାରୀ ୧୬ ଅର୍ଥାତ୍ ଶନିବାର ଆରମ୍ଭ ହେବ ଏହି ଟିକାକରଣ କାର୍ଯ୍ୟକ୍ରମ । ଏହାକୁ ନେଇ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ମୁଖ୍ୟ ସୁଶ୍ରୀ ମାୟାବତୀ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ...

ଆମାଜନ ଷ୍ଟୋରରେ ନିଆଁ: ୨ ମୃତ, ୩ ଆହତ

ନୂଆଦିଲ୍ଲୀ,୧୫ ।୧: ରାଜଧାନୀ ଦିଲ୍ଲୀର ରୋହିଣି ସେକ୍ଟର-୬ରେ ଥିବା ଏକ ଆମାଜନ ଷ୍ଟୋରରେ ଶୁକ୍ରବାର ସକାଳେ ନିଆଁ ଲାଗିଯିବା ଫଳରେ ଜଣେ ମହିଳା ଓ ଜଣେ ଦମକଳ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କିର୍ତ୍ତି ନଗରରେ ଗତରାତି...

ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ ମୁଖ୍ୟ ଅତିଥି: ଏମ୍‌ଇଏ

ନୂଆଦିଲ୍ଲୀ,୧୪।୧: ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ସମାରୋହରେ କୌଣସି ମୁଖ୍ୟ ଅତିଥି ଯୋଗଦେବେ ନାହିଁ। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ (ଏମ୍‌ଇଏ)। ଗତ ୫୫ ବର୍ଷରେ ପ୍ରଥମ ଥର ପାଇଁ ଏଭଳି ଘଟିବାକୁ ଯାଉଛି। ଅନ୍ତିମ...

‘ତେଜସ ବିମାନ କିଣିବା ଦ୍ବାରା ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ’

ନୂଆଦିଲ୍ଲୀ,୧୪।୧: ସେନାର ଭେଟେରାନ୍ସ ଡେ’ ପାଳନ ଅବସରରେ ଅନୁଷ୍ଠିତ ସମାରୋହରେ ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ଏହି ଅବସରରେ ସେ ଦେଶବାସୀଙ୍କୁ ୮୩ଟି ତେଜସ ବିମାନ କିଣିବା ଦ୍ୱାରା ଦେଶରେ ପ୍ରାୟ ୫୦ ହଜାର...

ନିଜ ଟ୍ରେନିଂ ଏକାଡେମୀ ଉପରେ ଚଢ଼ାଉ ପରେ ସିବିଆଇକୁ ଧରିଲା ସିବିଆଇ

ନୂଆଦିଲ୍ଲୀ,୧୪।୧: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପାଇଁ ଗୁରୁବାର ଏକ କଳା ଦିନ କହିଲେ ଭୁଲ ହେବ ନାହିଁ। ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ ଲାଗି ଦେଶର ସବୁଠୁ ନିର୍ଭର ଯୋଗ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ନିଜ ଟ୍ରେନିଂ ଏକାଡେମୀ ଉପରେ...

୧୮ ସେକେଣ୍ଡରେ ପାଇ’ର ମୂଲ୍ୟ ଦଶମିକ ପରେ ୧୦୦ ସଂଖ୍ୟା ପର୍ଯ୍ୟନ୍ତ କହି ରେକର୍ଡ କଲେ ୫ ବର୍ଷୀୟା ଝିଅ

ବିଜୟଓ୍ବାଡା,୧୪।୧: ଗଣିତ ସମ୍ପର୍କରେ ସାଧାରଣ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ଯଦି ପାଇ(π)ର ମୂଲ୍ୟ ପଚରାଯାଏ, ତେବେ ସେ ୩.୧୪ ବୋଲି କହିବେ। କାରଣ ଗଣିତରେ ଏତିକି ହିଁ ଆବଶ୍ୟକ ପଡ଼ିଥାଏ। କିନ୍ତୁ ଦଶମିକ ପରେ ୧୦୦ ସଂଖ୍ୟା ପର୍ଯ୍ୟନ୍ତ ମନେ...

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିରୁ ଓହରିବା ପରେ ଭୁପିନ୍ଦର ସିଂଙ୍କୁ କାନାଡାରୁ ଧମକ

ନୂଆଦିଲ୍ଲୀ,୧୪।୧: ନୂଆ କୃଷି ଆଇନକୁ ନେଇ ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଚାଲିଥିବା ଅଚଳାବସ୍ଥାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିରୁ ଓହରି ଯାଇଛନ୍ତି ଭୁପିନ୍ଦର ସିଂ ମନ୍ନ। ଏହି ଘୋଷଣା କରିବା ପରେ ଭାରତୀୟ କୃଷକ...

ମେ ପୂର୍ବରୁ ହୋଇପାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ

କୋଲକୋତା,୧୪।୧: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକାଳ ମେ ୩୦ରେ ଶେଷ ହେବାକୁ ଯାଉଛି। ଏ ନେଇ ସମସ୍ତ ରାଜନୈତିକ ଦଳ ଖୁବ ଜୋରରେ ପ୍ରସ୍ତୁତି ଜାରି ରଖିଛନ୍ତି। କିନ୍ତୁ ଛାତ୍ରୀଛାତ୍ରଙ୍କ ବୋର୍ଡ ପରୀକ୍ଷା ପାଇଁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri